ବିଭିନ୍ନ ସମସ୍ୟା ନେଇ ଡଙ୍ଗରିଆ ଆଦିବାସୀଙ୍କ ଗଣ ବିକ୍ଷୋଭ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ମୁନିଗୁଡ଼ା,୮।୧୧(ଡି.ଏନ୍.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲୋକଙ୍କ ମୌଳିକ ଅଧିକାର ନେଇ ଡଙ୍ଗରିଆ ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ମୁନିଗୁଡ଼ା ବିଡିଓଙ୍କୁ ଏକ…
ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୩୭ ବୋଟ୍
ଚାନ୍ଦବାଲି,୮ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରଠାରୁ ଅନତି ଦୂରରେ ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ କେତେକ ମାଛଧରା ବୋଟ୍ ଫସି ରହିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଧାମରାରେ ମୋଟ ୩୭ଟି ବୋଟ୍ ଆସି ପହଞ୍ଚିଥିବାବେଳେ ଆହୁରି କେତେକ ବୋଟ୍ ସମୁଦ୍ରରେ…
ନକଲି ସୋରିଷ ତେଲ କାରଖାନା ଠାବ, ମାଲିକ ଅଟକ
ଉଦଳା,୮।୧୧(ଡି.ଏନ୍.ଏ.): ମୟୁରଭଞ୍ଜ ଜିଲା ଉଦଳା ଥାନା ନାଗପାଳ ୧୨ନଂ ଓ୍ବାର୍ଡରେ ଶୁକ୍ରବାର ପୋଲିସ ଏକ ନକଲି ସୋରିଷ ତେଲ କାରଖାନା ଠାବ କରିଛି। ଏଠାରୁ ୫ହଜାର ଲିଟର ନକଲି ତେଲ ଜବତ କରାଯାଇଛି। ଉକ୍ତ କାରଖାନାରେ ରାଇସ୍ ଅଏଲ୍ର ଅନୁମତି ଥାଇ…
ଗୁଳି ଓ ଏସିଡ୍ ମାଡ଼ କରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ: ୩ଜଣଙ୍କୁ ଛେଚି ପୋଲିସର ଜିମା ଦେଲେ ଲୋକେ
ବାରିପଦା ଅଫିସ,୮।୧୧- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ରୋଡ଼ ସ୍ଥିତ ବିଶ୍ୱକର୍ମା ସୁନା ଦୋକାନରୁ ଶୁକ୍ରବାର ଲୁଟ ଉଦ୍ୟମ ହୋଇଛି। ତେବେ ସ୍ଥାନୀୟ ଲୋକେ ୩ ଲୁଟେରାଙ୍କୁ ଧରିବା ସହ ନିର୍ଧୁମ ଛେଚି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି।…
ଦୁର୍ଦ୍ଦାନ୍ତ ଅପରାଧୀ ମୁଜାଫରଙ୍କୁ କୋର୍ଟଚାଲାଣ
ଝୁମ୍ପୁରା,୮।୧୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ମୁଜାଫରଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଚୋରି, ଡକାୟତି, ବଟି ଆଦାୟ ସହିତ ବହୁ ଅସାମାଜିକ କାର୍ଯ୍ୟକଳାପରେ ମୁଜାଫର ସମ୍ପୃକ୍ତ ରହିଛନ୍ତି। ଏ…
ପୁରୀ ଜିଲା ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଯୁବକଂଗ୍ରେସର ଧାରଣା
ପୁରୀ ଅଫିସ,୭ା୧୧ : ପୁରୀ ଜିଲା ଚିକିତ୍ସାଳୟରେ ବୁଧବାର ଚିକିତ୍ସା ଅବହେଳା ଯୋଗୁ ଜଣେ ୫ମାସର ଶିଶୁକନ୍ୟାର ମୃତ୍ୟୁକୁ ଜିଲା ଯୁବ କଂଗ୍ରେସ ତିବ୍ର ପ୍ରତିବାଦ କରିଛି। ଶୁକ୍ରବାର ଜିଲା ସ୍ବାସ୍ଥ୍ୟାଧିକାରୀଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦିଆଯାଇଛି। ଚିକିତ୍ସାରେ…
ବାଲେଶ୍ୱରରେ ‘ବୁଲ୍ବୁଲ୍’ର ପ୍ରଭାବ : ବର୍ଷା ପବନ ଆରମ୍ଭ
ବାଲେଶ୍ୱର ଅଫିସ,୮।୧୧: ବାଲେଶ୍ୱର ଜିଲାରେ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ମୃଦୁ ପବନ ବହିବା ସହିତ ମଧ୍ୟାହ୍ନରେ ବର୍ଷା ଆରମ୍ଭ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ ଏବଂ ତହସିଲଦାରଙ୍କ ସହ ଆଲୋଚନା ଜାରି…
ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଉଦ୍ଧାର
ସିମୁଳିଆ,୮।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବରୀରୋଡ଼ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଶୁକ୍ରବାର ତାଙ୍କ ଘର ନିକଟସ୍ଥ ନୟନଜୋରି ମଧ୍ୟରୁ ପୋଲିସ ଉଦ୍ଧାର କରିଛି। ସେ ହେଲେ ସତ୍ୟବ୍ରତ ରାୟ(୪୧) । ସୂଚନାଯୋଗ୍ୟ, ସତ୍ୟବ୍ରତ ଜଣେ…
ଅର୍ଥ ଦାବି କରୁଛନ୍ତି ମହାପ୍ରୟାଣ ଗାଡ଼ି କର୍ମଚାରୀ : ପ୍ରହସନ ପାଲଟିଛି ଯୋଜନା
ରାଇସୁଆଁ,୮।୧୧(ଡି.ଏନ୍.ଏ.): ମହାପ୍ରୟାଣ ଗାଡ଼ିରେ ମେଡିକାଲରୁ ମୃତଦେହକୁ ସମ୍ମାନ ସହକାରେ ନେଇ ଶ୍ମଶାନରେ ପହଞ୍ଚାଇବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ମାତ୍ର କିଛି ଅସାଧୁ କର୍ମଚାରୀ ମୃତକଙ୍କ ଆତ୍ମୀୟଙ୍କଠାରୁ ଅର୍ଥ ଆଦାୟ କରୁଥିବାରୁ ଏହା ପ୍ରହସନ ପାଲଟିଛି।…
ସଉଦା କିଣି ଫେରୁଥିବା ବେଳେ ଧକ୍କାଦେଲା ଟ୍ରକ୍ : ଜଣଙ୍କ ଜୀବନଗଲା
ଜେନାପୁର,୮।୧୧(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ହାଟ ନିକଟସ୍ଥ ରାଣୀବନ୍ଧ ପୋଲ ନିକଟରେ ଶୁକ୍ରବାର ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣଙ୍କ ଶ୍ୟାମସୁନ୍ଦରପୁର ଗ୍ରାମର ଭାସ୍କର ବେହେରା(୫୩) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାସ୍କର ସଉଦା…
ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ସାକ୍ଷୀଗୋପାଳ, ୮।୧୨(ଡି.ଏନ୍.ଏ.): ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ। ଏହି କାର୍ତ୍ତିକ ବଡ଼ ଏକାଦଶୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ସିଂହ ଦ୍ୱାରଦେଇ ଲମ୍ବା ଧାଡ଼ିରେ ଭକ୍ତମାନେ ଗର୍ଭଗୃହକୁ ଯାଇ ଠାକୁରଙ୍କ ଦର୍ଶନ…
‘ବୁଲ୍ବୁଲ୍’କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ତତ୍ପରତା : ସମୁଦ୍ରକୂଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଗଲା
ରାଜନଗର,୮।୧୧(ଡି.ଏନ୍.ଏ.): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ବୁଲ୍ବୁଲ୍’ର ରୂପନେଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଶୁକ୍ରବାର ସକାଳୁ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ଲାଗିରହିଛି। ତେବେ ଏହାକୁ ସାମ୍ନାକରିବା ଲାଗି ସମୁଦ୍ରକୂଳିଆ…

