ଆମ ଜିଲା ଖବର

ଯୋରରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର / ପଦ୍ମପୁର,୨୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ନିକଟ ବିଶ୍ୱାଳ ଗୋହିରୀ ଯୋରରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କୁ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କ…

ଖଣିରେ ଅଗ୍ନିକାଣ୍ଡ: ଅପରେଟର ଗୁରୁତର

କାଳିଆପାଣି,୨୬।୧୧: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଏକ ଖଣିରେ ଅଗ୍ନିକାଣ୍ଡ ଘଟିଛି। ଡିଜିରେ ନିଆଁ ଲାଗିଯିବାରୁ ଅପରେଟର ପୋଡି ହୋଇ ଗୁରୁତର ହୋଇଛନ୍ତି । ଅପରେଟର ଜଣକ ଚିଙ୍ଗୁଡିପାଳ ଗ୍ରାମର ଦୁର୍ଯ୍ୟୋଧନ ମହାନ୍ତ ବୋଲି ଜଣାପଡ଼ିଛି। ଗୁରୁତର…

ବ୍ରହ୍ମପୁରରେ ଘରୋଇ ବସ୍‌ ସେବା ଠପ୍‌: ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୬।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ତଥା ସିଟି ବସ୍‌ଷ୍ଟାଣ୍ଡ ମଙ୍ଗଳବାର ବନ୍ଦ ହୋଇଛିି। ବିଡିଏ ପକ୍ଷରୁ ଜାରି କରାଯାଇଥିବା ପୂର୍ବ ନୋଟିସ୍‌ ଅନୁଯାୟୀ, ନୂଆ ବସ୍‌ଷ୍ଟାଣ୍ଡର ମରାମତି କାର୍ଯ୍ୟ ସକାଳୁ ପ୍ରଶାସନ ଆରମ୍ଭ କରିଛି। ସକାଳୁ ବିଡିଏ…

ମା’ଙ୍କୁ ବଳାତ୍କାର, ନାବାଳକ ପୁଅ ସହ ଅପ୍ରାକୃତିକ ଯୌନ କ୍ରିୟା: ନୟାଗଡ଼ ଡିଇଓ କାର୍ଯ୍ୟାଳୟର ଷ୍ଟେନୋଙ୍କୁ ଜେଲ

ଖୋର୍ଦ୍ଧା ଅଫିସ,୨୬ା୧୧: ମା’କୁ ବଳାତ୍କାର, ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮) ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ…

ମାହାଙ୍ଗାରେ ଫନୀ କେଳେଙ୍କାରୀ ଜଣଙ୍କ ଆକାଉଣ୍ଟକୁ ଦୁଇଥର ୯୫ହଜାର

କଟକ ଅଫିସ/ମାହାଙ୍ଗା(ସ୍ବପ୍ର), ୨୬ା୧୧: କଟକ ଜିଲାରେ ଆବାସ ଦୁର୍ନୀତିକୁ ନେଇ ହୋହଲ୍ଲା ଚାଲିଥିବାବେଳେ ଏବେ ଫନୀ ସହାୟତାକୁ ନେଇ ବଡ଼ଧରଣର ଦୁର୍ନୀତି ମାହାଙ୍ଗା ତହସିଲରେ ଘଟିଛି। ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ଫନୀ ଘରଭଙ୍ଗା ସହାୟତା ବାବଦରେ ଦୁଇଥର ୯୫ହଜାର ଲେଖାଏ ଟଙ୍କା…

ଦୀପଦାନ କଲେ ମହାପ୍ରଭୁ

ପୁରୀ ଅଫିସ, ୨୬ା୧୧: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ଉତ୍ସବ। ସୋମବାର ମାର୍ଗଶିର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସତ୍ୟଯୁଗୀୟ ମାତାପିତା ଅଦିତୀ ଓ କଶ୍ୟପଙ୍କୁ ଦୀପଦାନ କରିଛନ୍ତି। ସନ୍ଧ୍ୟାଧୂପ ନୀତି ପରେ ଭଣ୍ଡାର ମେକାପ ସିଂହାସନ ତଳେ…

ଜଟଣୀ କୋର୍ଟରେ ପ୍ରଥମ ଦଣ୍ଡାଦେଶ

ଜଟଣୀ, ୨୬ା୧୧(ଡି.ଏନ.ଏ.): ଜଟଣୀ ଜେଏମ୍‌ଏଫ୍‌ସିରେ ଏକ ମାମଲାର ବିଚାର କରି ମାଜିଷ୍ଟ୍ରେଟ୍‌ ଧ୍ରୁବି ସୋଲାଙ୍କିରାୟ ରାୟ ପ୍ରକାଶ କରି ଜଣେ ବିଚାରାଧୀନ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ଟ୍ରେନ୍‌ ଯାତ୍ରୀଙ୍କଠାରୁ ଚୋରି କରିବା ଘଟଣାରେ ବିଚାର ବିଭାଗୀୟ ହାଜତରେ ଥିବା କୃଷ୍ଣଚନ୍ଦ୍ର ରାଉତଙ୍କୁ…

ଖୋର୍ଦ୍ଧାରୋଡ଼ ଷ୍ଟେଶନରେ ମେମୁର ଗୋଟିଏ ବଗି ଲାଇନଚ୍ୟୁତ

ଜଟଣୀ,୨୬ା୧୧(ଡି.ଏନ.ଏ): ଖୋର୍ଦ୍ଧାରୋଡ଼ ରେଳ ଷ୍ଟେଶନରେ ସୋମବାର ସନ୍ଧ୍ୟାରେ ମେମୁ ଟ୍ରେନ୍‌ର ଏକ ବଗି ଲାଇନଚ୍ୟୁତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ଏହା ଘଟିଛି। ଷ୍ଟେଶନର ସିକ୍‌ ଲାଇନ୍‌ରେ ଏହା ହୋଇଛି। କେହି ଯାତ୍ରୀ ନ ଥିବା ଏହି ଟ୍ରେନ୍‌ର ବଗିଗୁଡ଼ିକ ଲାଇନ…

ଦଳିତ ପରିବାରଙ୍କୁ ଗାଁ ରୁ ତଡ଼ିବା ଘଟଣା  ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ ନ ମାନିବାରୁ ପୁରୀ ଜିଲାପାଳଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୁରୀ ଜିଲା ବ୍ରହ୍ମଗିରି ନୂଆ ଗାଁର ୪ ଦଳିତ ପରିବାରକୁ ଗ୍ରାମର କେତେଜଣ ଲୋକ ମାଡ଼ ମାରି ତଡ଼ିବା ମାମଲାରେ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ଜିଲାପାଳ ନିର୍ଦ୍ଦେଶ ମାନି ନ ଥିବାରୁ…

ବଡ଼ଭାଇଙ୍କ ଗୁପ୍ତାଙ୍ଗ କାଟିଲେ ସାନଭାଇ

କଟକ ଅଫିସ,୨୬ା୧୧: ବଡ଼ଭାଇଙ୍କ ଗୁପ୍ତାଙ୍ଗ କାଟିବା ଅଭିଯୋଗରେ ଲାଲବାଗ ପୋଲିସ ଅଭିଯୁକ୍ତ ସାନଭାଇ ସୁକାନ୍ତ ସାମଲଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ଗତ ୨୧ ତାରିଖରେ ଉମାକାନ୍ତ ସାମଲଙ୍କ ସହ ସାନଭାଇ ସୁକାନ୍ତଙ୍କର କୌଣସି କାରଣକୁ ନେଇ…

ଜିଲା ଚିଠି : ଅସଜଡ଼ା ସ୍ବାସ୍ଥ୍ୟସେବା

ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସରକାର’ ଯୋଜନା ଜିଲାର ପ୍ରତି ଡାକ୍ତରଖାନାରେ ଲାଗୁ କରାଯାଇଛି। ଏଥିପାଇଁ ସବୁଠି ତତ୍ପରତା ପ୍ରକାଶ ପାଇଛି। ତଥାପି ଜିଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁ ନାହିଁ। କେଉଁଠି ଭିତ୍ତିଭୂମି ଅସଜଡ଼ା ଅବସ୍ଥାରେ ରହିଛି ତ ଆଉ କେଉଁଠି…

ରାୟଗଡ଼ା ନିର୍ବାଚନ ମାମଲା: ୬ ସପ୍ତାହ ସମୟ ନେଲେ ବିଧାୟକ

କଟକ ଅଫିସ, ୨୬ା୧୧: ରାୟଗଡ଼ା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ବିଧାୟକ ମକରନ୍ଦ ମୁଦୁଲି ନିଜ ଓକିଲଙ୍କ ଜରିଆରେ ସୋମବାର ହାଜର ହୋଇଛନ୍ତି। ତେବେ ଜବାବ ରଖିବା ପାଇଁ ବିଧାୟକଙ୍କ ଓକିଲ ଗୋପାଳ ଅଗ୍ରୱାଲ ୬ ସପ୍ତାହ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?