ଆରଡ଼ିରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ
ଆରଡି, ୨୭ା୧୧(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି ା ମଙ୍ଗଳବାର ପୂର୍ବାହ୍ଣରେ ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଜିଲା ଜଜ କୋର୍ଟର ବିଚାରପତି ଏସ.କେ. ରଥ…
ମୟୂରଭଞ୍ଜ ମହୋତ୍ସବର ସାଂସ୍କୃତିକ ସା ଉଦ୍ଘାଟିତ
ବାରିପଦା ଅଫିସ,୨୭ା୧୧- ମୟୂରଭଞ୍ଜ ମହୋତ୍ସବର ପ୍ରଥମ ସାଂସ୍କୃତିକ ସା ମଙ୍ଗଳବାର ଉଦଘାଟିତ ହୋଇଛି। ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏମପି ଇଂ.ବିଶେଶ୍ୱର ଟୁଡୁ ଉଦଘାଟନ କରି ଜିଲାର ଇତିହାସ, ସଂସ୍କୃତି, ପରମ୍ପରା ନିଆରା ଏବଂ ଦେଶ ବିଦେଶରେ ଏହି…
ପ୍ରଯୁକ୍ତି କୌଶଳ ଶିଖାଇଲା ଆତ୍ମନିଯୁକ୍ତି ବାଟ
ଖଇରା, ୨୭।୧୧(ଡି.ଏନ.ଏ.)-ଆଧୁନିକ ପ୍ରଯୁକ୍ତି କୌଶଳ ଶିଖି ଏହାକୁ କାର୍ଯ୍ୟରେ ଲଗାଇଲେ, ଆତ୍ମନିଯୁକ୍ତି ସୁଯୋଗ ଆପଣାଛାଏଁ ହାତରେ ପହଞ୍ଚିଯିବ । ଏକଥା କହନ୍ତି, ବାଲେଶ୍ୱର ଜିଲା ଅଧୀନ ଖଇରା ଅଞ୍ଚଳର ୧୭ ବର୍ଷର କିଶୋର ଅଜୟ ସାହୁ। ତାଙ୍କ ଦେହ ଅସୁସ୍ଥ ରହିବାରୁ…
ଅସହ୍ୟ ହେଲା ଅତ୍ୟାଚାର: ସ୍ବାମୀଙ୍କ ଉପରେ ଗରମ ପାଣି ଢ଼ାଳିଦେଲେ ସ୍ତ୍ରୀ
ଦିଗପହଣ୍ଡି/ପାଟପୁର,୨୬ା୧୧(ଡି.ଏନ୍.ଏ.)- ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଅତ୍ୟାଚାର ସହି ନ ପାରି ସ୍ବାମୀଙ୍କ ଉପରେ ସ୍ତ୍ରୀ ଗରମ ପାଣି ଢ଼ାଳି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ସ୍ବାମୀଙ୍କୁ ପଡୋଶୀ ଉଦ୍ଧାର କରି ଦିଗପହଣ୍ଡି…
ନିଖୋଜ ଅଙ୍ଗନୱାଡି ସହାୟିକାଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି: ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଗତ ଅକ୍ଟୋବର ୯ରୁ ନିଖୋଜ ଥିବା ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ମଙ୍ଗଳବାର ଆଞ୍ଚଳିକ ମହିଳା ସୁରକ୍ଷା କମିଟି ଡିଗିପଦର ପକ୍ଷରୁ ଆଠମଲ୍ଲିକ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଜନଜୀବନ…
ସିଦ୍ଧପୁର ଖେସରା ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର
ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ରେଞ୍ଜ ସିଦ୍ଧପୁର ଖେସରା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଠମଲ୍ଲିକ ଜଙ୍ଗଲରେ ବୁଲୁଥିବା ୨୨ ଟିକିଆ ହାତୀପଲରେ ଥିବା ଦନ୍ତାଙ୍କ ମଧ୍ୟରେ ଲଢ଼େଇ ଯୋଗୁ ଉକ୍ତ ଦନ୍ତାହାତୀର ମୃତ୍ୟୁ ହୋଇଥିବା ବନ…
ପୋଖରୀରୁ କୁମ୍ଭୀର ଉଦ୍ଧାର
ଦିଗପହଣ୍ଡି,୨୬ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ବାଲିବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନରେ ଏକ ଗୋ ମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛି। ପୋଖରୀରୁ ଧୀବରମାନେ ମାଛ ଧରୁଥିବାବେଳେ କୁମ୍ଭୀରଟି ଜାଲରେ ପଡିଥିଲା। ଘୋଡ଼ାହାଡ଼ ବନ ଉପାଞ୍ଚଳ ବନରକ୍ଷୀ ମୁରଲୀଧର…
ଚାଷୀ ବୈଠକରେ ନିଷ୍ପତ୍ତି: ଟୋକନ ବ୍ୟବସ୍ଥା ଉଚ୍ଛେଦ ନ ହେଲେ ଧାନବିକ୍ରି ବନ୍ଦ
ବେଗୁନିଆପଡ଼ା,୨୬ା୧୧(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକ ସେବା ସମବାୟ ସମିତିରେ ମଙ୍ଗଳବାର ଧାନକ୍ରୟ ନିମନ୍ତେ ଏକ ଚାଷୀ ସଚେତନ ବୈଠକ ସମିତି ସଭାପତି ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ବୁଲା ଡାକୁଆ ଯୋଗଦେଇ ଚଳିତବର୍ଷ ଧାନକ୍ରୟ ସମ୍ପର୍କରେ ସରକାରଙ୍କ ନିୟମାବଳୀ ବିଷୟରେ…
କଲଭର୍ଟରେ ପିଟି ହେଲା ବାଇକ: ୨ ମୃତ, ଜଣେ ଗୁରୁତର
ଚାନ୍ଦବାଲି,୨୬ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ମତୋ-ଚୌଧୁରୀ ଘାଟ ରାସ୍ତାର ବିଲ ନୂଆଗାଁ ଛକ ନିକଟରେ ସୋମବାର ରାତିରେ ଏକ ବାଇକ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକରେ…
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଭଦ୍ରକ ଜିଲା ଗସ୍ତ ଓ କାର୍ଯ୍ୟ ନୀରିକ୍ଷଣ: ବକେୟା ମାମଲା ଫଇସଲା ଉପରେ ଗୁରୁତ୍ୱ
ଭଦ୍ରକ ଅଫିସ, ୨୬ା୧୧- କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ମଙ୍ଗଳବାର ଅପରାହ୍ନରେ ଭଦ୍ରକ ଜିଲା ଗସ୍ତ କରିବା ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଜିଲାର ରାଜସ୍ବ ସମ୍ପର୍କିତ ତଥ୍ୟ ଓ ବକେୟା ମାମଲା…
ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ବିଡିଓ
ବନ୍ତ, ୨୬ା୧୧(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବିଡିଓ ରେବିକା ବିଲୁଙ୍ଗ ମଙ୍ଗଳବାର ବଡ ବର୍ଚ୍ଚିକୟାଁ ପଞ୍ଚାୟତ ପରିଦର୍ଶନରେ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ ସେ ସରପଞ୍ଚ ବିଷ୍ଣୁ…
ଶରତ ଘାଟିରେ ଗାଡ଼ି ଓଲଟିଲା: ୩ ଗୁରୁତର, ୧୧ ଆହତ
ଠାକୁରମୁଣ୍ଡା,୨୬ା୧୧(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାଠାରୁ ୨୦ କିମି ଦୂର ଶରତ ଘାଟିରେ ମଙ୍ଗଳବାର ଏକ ସଫାରୀ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ…

