ବଣିଆ ନାଳକଡରୁ ଯୁବକଙ୍କକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବରୀ/ରତ୍ନଗିରି,୯ା୧୨(ସ୍ବ.ପ୍ର./ଡି.ଏନ୍.ଏ.)- ବରୀ ଥାନା ସୀମାନ୍ତ ବୋଦୁଅ ପଞ୍ଚାୟତର ଏରଡା ଗ୍ରାମ ନିକଟ ବଣିଆ ନାଳ କଡରୁ ସୋମବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ପାଣିକୋଇଲି ଅଞ୍ଚଳର ରାଜୁ ଜେନା ବୋଲି ଜଣାପଡିଛି। ଏ ନେଇ…
ବାର୍ହା ମାଂସ ଜବତ, ୪ ଗିରଫ
ପରଜଙ୍ଗ, ୯।୧୨(ଡି.ଏନ.ଏ.)-ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବରକଟା ଗ୍ରାମ ନିକଟ ବଡ଼ପଥର ନାଳ ନିକଟରୁ ସୋମବାର ବନ ବିଭାଗ ବାର୍ହା ମାଂସ ଜବତ କରିଛି। ଜନ୍ତୁ ଶିକାର ଅଭିଯୋଗରେ ବରକଟା ଗ୍ରାମର ଦୁଃଖବନ୍ଧୁ ପୂର୍ତ୍ତି, ଜାମ୍ବୁନାଳି ଗ୍ରାମର ଦାମୋଦର…
ନିଶାସକ୍ତ ବାଇକ୍ ଚାଳକଙ୍କୁ କୋର୍ଟ ଚାଲାଣ
ପାଟପୁର,୯ା୧୨(ଡି.ଏନ.ଏ.)-ପାଟପୁର ପୋଲିସ ସୋମବାର ଅପରାହ୍ନରେ ଜଣେ ନିଶାସକ୍ତ ବାଇକ୍ ଚାଳକଙ୍କୁ ନନ ଏଫ୍ଆଇଆର୍ ମାମଲା ନଂ. ୧୨୧/୧୯ରେ କୋର୍ଟ ଚାଲାଣ କରିଛି। ସେ ହେଲେ ଶେରଗଡ଼ ଥାନା ବାଇଶିଫଳ ଗ୍ରାମର ଶତ୍ରୁଘ୍ନ ବେହେରା। ରବିବାର ସନ୍ଧ୍ୟାରେ ସ୍ଥାନୀୟ ବଢିଆଉସ୍ତା ଛକ ନିକଟରେ…
ଭିଜିଲାନ୍ସ ଜାଲରେ ଉଡ୍ରା ପିଇଓ
ଭଞ୍ଜନଗର,୯।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଉଡ୍ରା ପିଇଓ ମନୋଜ କୁମାର ସାହୁ ସୋମବାର ଅପରାହ୍ନରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ପଞ୍ଚାୟତର ଅସ୍ଥାୟୀ ପିଅନ ପାଣୁ ଚନ୍ଦ୍ର ସେଠୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…
ଫାଣ୍ଡି ସମ୍ମୁଖ ମନ୍ଦିରର ଦାନବାକ୍ସ ତାଡ଼ି ଚୋରି:ପୋଲିସର ତଦନ୍ତ ଜାରି
ବଡବିଲ, ୯।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ। ରବିବାର ବିଳମ୍ବିତ ରାତିରେ ବଡବିଲ ଥାନା ଅଧୀନରେ ଥିବା ଟାଉନ ଫାଣ୍ଡି ନମ୍ବର-୧ ସମ୍ମୁଖରେ ଥିବା ହରିହର ମନ୍ଦିର ପରିସରରେ ଥିବା ଦାନ ବାକ୍ସକୁ କେହି ଦୁର୍ବୃତ୍ତ ତାଡି ଦାନ…
ଔପଦା ଚାଷୀ ଆମତ୍ହତ୍ୟା ଘଟଣା: ତଦନ୍ତ କଲେ ତହସିଲଦାର
ଔପଦା, ୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ଗ୍ରାମର ଚାଷୀ ପ୍ରଦୀପ ପାତ୍ର (୩୯) ଋଣ ଭାର ସହି ନ ପାରି ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। କଟକ ବଡ଼ଡାକ୍ତରଖାନାରେ ଗତ ୮ ତାରିଖ ଅପରାହ୍ନରେ…
ଶିକ୍ଷକ ବଦଳି ବିରୋଧରେ ଅଭିଭାବକଙ୍କ ଧାରଣା
ରୂପ୍ସା, ୯।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦାସ୍ଥିତ ଜନାର୍ଦ୍ଦନ ସରକାରୀ ଉପ୍ରା ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୭୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷା ବିଭାଗର ନିୟମ ଅନୁଯାୟୀ ୩୦ଜଣ ଛାତ୍ରୀଛାତ୍ରଙ୍କ ଲାଗି ଜଣେ ଲେଖାଏ ଶିକ୍ଷକ ହିସାବରେ ଏଠାରେ…
ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ: ରାଧାକୃଷ୍ଣଙ୍କୁ ଲାଗିହେଲା ୬୭୫ ପ୍ରକାର ବ୍ୟଞ୍ଜନ
ପୁରୀ ଅଫିସ, ୯ା୧୨: ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ)ରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ତିଥିରେ ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀରାଧାକୃଷ୍ଣଙ୍କ ନିକଟରେ ୬୭୫ ପ୍ରକାର ବ୍ୟଞ୍ଜନ…
ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ
କଟକ ଅଫିସ୍, ୯।୧୨:ସୋମବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଅନ୍ତରୀଣ ଡିଜି ଭାବେ ଅବସ୍ଥାପିତ ସତ୍ୟଜିତ ମହାନ୍ତି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନୂଆ ଡିଜିପିଙ୍କୁ…
ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର
ବରୀ,୯।୧୨(ସ୍ବ.ପ୍ର.) : ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ଏରଡ଼ା ଗାଁ ନିକଟ ଏକ ନାଳପାର୍ଶ୍ୱରେ ସୋମବାର ପୂର୍ବାହ୍ନରେ ଜଣେ ଅଚିହ୍ନା ଯୁବକ(୨୨)ଙ୍କ ମୃତଦେହକୁ ବରୀ ପୋଲିସ ଉଦ୍ଧାର କରିଛି। ଅପରାହ୍ନ ସୁଦ୍ଧା ମୃତଦେହ ଚିହ୍ନଟ ହୋଇପାରିନାହିଁ। କେମିତି କ’ଣ ମୃତ୍ୟୁ…
ଶିକ୍ଷକ ଯୋଗାଇବା ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ପଟ୍ଟାମୁଣ୍ଡାଇ,୯।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ୧୫ ନଂ. ଓ୍ବାର୍ଡର ଅଳଭା ୟୁଜିୟୁପି ସ୍କୁଲର ପରିଚାଳନା କମିଟିର ସଭାପତି ଅଭୟ ପାତ୍ରଙ୍କ ସମେତ ସଦସ୍ୟ ଓ ଅଭିଭାବକମାନେ ଶିକ୍ଷକ ଯୋଗାଇବା ଦାବିରେ ସୋମବାର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଖୁଣ୍ଟାପିଙ୍ଗୁରେ ଅଗ୍ନିକାଣ୍ଡ: ଜଳିଗଲା ଦୁଇ ବଖରା
ପାଟଣା,୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସାହାରପଡା ବ୍ଲକ ଖୁଣ୍ଟାପିଙ୍ଗୁ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜଣେ ବିଧବା ମହିଳା ଜିଙ୍ଗି ମୁଣ୍ଡାଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଛି। ଏଥି ସହିତ ଖଳାରେ ଥିବା ଧାନ ମଧ୍ୟ…

