ଆମ ଜିଲା ଖବର

ରିତେଶଙ୍କୁ ମିଳୁନି ସହାୟତା

ଫୁଲବାଣୀ ଅଫିସ, ୧୫ା୧-ଟିକାବାଲି ବ୍ଲକ ଛତିଝର ଗାଁର ଭୋଳେଶ୍ୱର ବେହେରା ଓ ସଙ୍ଗୀତା ମୁଖିଙ୍କ ଏକମାତ୍ର ପୁଅ ରିତେଶ। ବୟସ ଏବେ ୭ ବର୍ଷ ୪ ମାସ। ସେ ଦେଢ଼ ବର୍ଷର ହୋଇଥିବା ବେଳେ କଥା କହୁଥିଲେ। ପ୍ରାୟ ବର୍ଷେ ୮…

କନ୍ଧମାଳ ସାଂସ୍କୃତିକ ଦଳର ପଶ୍ଚିମବଙ୍ଗ ଯାତ୍ରା

ଫୁଲବାଣୀ ଅଫିସ,୧୫ା୧-ପଶ୍ଚିମବଙ୍ଗରେ ୧୨ତମ ଆଦିବାସୀ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ବରିଡ଼ିକିଆ ଗ୍ରାମର ଲଳିତା ବିଶାଖା ସାଂସ୍କୃତିକ ଦଳ ପଶ୍ଚିମବଙ୍ଗ ଗସ୍ତ କରିଛି। ନେହେରୁ ଯୁବକେନ୍ଦ୍ରର କମଳ ଲୋଚନ ଦେହୁରୀ,…

ପର୍ଯ୍ୟଟନ କେନ୍ଦ୍ରରେ ପାର୍କିଂ ଫି ଆଦାୟ ବିବାଦ ତୁଟିଲା: ଦାୟିତ୍ୱ ନେବ ବନ ସଂରକ୍ଷଣ ସମିତି

ଦାରିଙ୍ଗବାଡ଼ି,୧୫।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦାସିଂବାଡିଠାରେ ଥିବା ମିଡ଼ିୟୁବାନ୍ଦା ୱାଟରଫଲ ସମେତ କିରିକୁଟି ଲଭର୍ସ ପଏଣ୍ଟରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା। ଏନେଇ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ପାର୍କିଂ ଫି’ ଆଦାୟକୁ…

ବୁଦ୍ଧଖୋଲ ମହୋତ୍ସବ ଉଦ୍‌ଯାପିତ: ଦର୍ଶକଙ୍କୁ ଝୁମାଇଲେ ଶଶାଙ୍କ, ଦୀପ୍ତିରେଖା

ବୁଗୁଡ଼ା,୧୫ା୧(ଡି.ଏନ.ଏ.)-ବୁଗୁଡ଼ା ନିକଟସ୍ଥ ମହୋତ୍ସବ ପଡ଼ିଆରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ବୁଦ୍ଧଖୋଲ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ଯୋଜନା ଓ ସଂଯୋଜକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ଘାଟନ କରିଥିଲେ। ମହୋତ୍ସବର ସଭାପତି…

ଉତ୍କଳ ବାଳାଶ୍ରମରେ ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.)-ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ୬ ଜଣଙ୍କ ପତ୍ତା ମିଳିନି। ଏହି ବାଳାଶ୍ରମ ସମେତ ଜିଲାରେ ଥିବା ବିଭିନ୍ନ ଶିଶୁ ଯତ୍ନ କେନ୍ଦ୍ରରେ…

ଦୁର୍ଘଟଣାରେ ୨ ଟ୍ରକ୍‌ ଚାଳକ ମୃତ

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.)-ଛତ୍ରପୁରର ସତ୍ୟବାଦୀ ନଗର -ଏକାମ୍ର ନଗର ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ରାତିରେ ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରକ୍‌ ପଛରୁ ଧକ୍କା ଦେବା ଫଳରେ ୨ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ରାଜେଶ…

ପରିବେଶ ପ୍ରଦୂଷଣ ରୋକିବାକୁ ଆଇଟିଆଇ ଛାତ୍ରଙ୍କ ପ୍ରୟାସ: ନିର୍ମାଣ କଲେ ‘ଇ-ସାଇକେଲ’

ବ୍ରହ୍ମପୁର ଅଫିସ,୧୫ା୧-ବିସ୍ମୟ ସୃଷ୍ଟି କଲେ ଆଇଟିଆଇ ଛାତ୍ର। ପରିବେଶ ପ୍ରଦୂଷଣ ରୋକିବା, ପ୍ରାକୃତିକ ତୈଳଜାତ ଦ୍ରବ୍ୟର ଅପଚୟ ରୋକିବାକୁ ନିର୍ମାଣ କଲେ ‘ଇ-ସାଇକେଲ’। ସାଇକେଲରେ ୧୨ ଭୋଲ୍ଟର ୨ ବ୍ୟାଟେରି, ୨୪ ୱାର୍ଟର ଗୋଟିଏ ଡିସି ମିଟର ଖଞ୍ଜାଯାଇ ଏହାକୁ ପ୍ରସ୍ତୁତ…

ମାମଲା ନ କରିବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର

ବ୍ରହ୍ମପୁର ଅଫିସ/ରାମଗିରି,୧୫ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ବନଖଣ୍ଡ ଫରେଷ୍ଟର ଦିବାକର ଲେଙ୍କା ମଙ୍ଗଳବାର ଜଣେ କରତକଳ ମାଲିକଙ୍କ ନଁାରେ ମାମଲା ରୁଜୁ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ୱାରା…

ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ

ହାଟଡିହୀ,୧୫ା୧(ଡି.ଏନ.ଏ.)-ସରକାରୀ ନିୟମ ଫିକା ପଡିଛି। ସବୁ ଠିକ୍‌ଠାକ୍‌ ହେଉଥିବାର ଡିଣ୍ଡିମ ପିଟା ଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସବୁ ଓଲଟା ା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୮ଟି ସମବାୟ ସମିତି ଅଧୀନରେ ୧୧ଟି ସରକାରୀ ଧାନ ମଣ୍ଡି ଖୋଲିଛି ା…

ମକର ଲାଗି ଉତ୍ସବମୁଖର ‘ମା’ ବରୁଣେଇ ପୀଠ’

ଧାମନଗର,୧୪ା୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିସ୍ଥିତ ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାକଡରେ ରହିଛି ନେତ୍ରପୀଠ ମା’ ବରୁଣେଇଙ୍କ ପୀଠ। ଆଖଣ୍ଡଳମଣିଙ୍କ ପୀଠକୁ ଯିବା ବେଳେ ଏଠାରେ ଦୈନିକ ଶହ ଶହ ଗାଡି ମୋଟର ଅଟକି ପୂଜାର୍ଚ୍ଚନା କରି ଯାଇଥାନ୍ତି।…

ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବି କଲେ ଆଶାକର୍ମୀ

ଭଣ୍ଡାରିପୋଖରୀ, ୧୫ା୧(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଆଶା କର୍ମୀ ମାନଙ୍କର ଏକ ବୈଠକ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ମେଡିକାଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ସିଟୁର ନେତା ଦିବ୍ୟସିଂହ ନାୟକ, ମଳୟ ଭୋଇ, ସେକ୍‌ କମର, ବସନ୍ତ ସାହୁ, ନକୁଳ ଖିଲାର, ପଦ୍ମୀନ ପଣ୍ଡା, ସୁଲୋଚନା…

ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ରାଇରଙ୍ଗପୁର,୧୫ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ମଣଦା ଗ୍ରାମର ଟୀକାଚରଣ ନାଏକ(୨୦)ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ପୋଲିସ ୨ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ସେହି ଗ୍ରାମର ସମୀର ନାୟକ(୨୪) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?