ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ପାଠ୍ୟ ପୁସ୍ତକ ସହ ଅନ୍ୟ ବହି ପଢ଼ିବାକୁ ପରାର୍ମଶ
ନୟାଗଡ଼ ଅଫିସ,୧୫।୧-ନୟାଗଡ଼ ସ୍ବୟଂଶାସିତ ଓ ଯୁକ୍ତ ୨ କନିଷ୍ଠ ମହାବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ ଅଟୋ ପେଷ୍ଟ-୨୦୨୦ ମଙ୍ଗଳବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଛାତ୍ର ସଙ୍ଗଠକ ମନୋରଞ୍ଜନ ଗୌଡ଼ଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା…
ଶିକ୍ଷାନୁଷ୍ଠାନ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ: ରାଜ୍ୟପାଳ
ନିରାକାରପୁର,୧୫ା୧(ଡି.ଏନ୍.ଏ.): ନିଜ ଦୀପ୍ତି ଓ ପ୍ରତିଭାକୁ ଚିହ୍ନିବାର ଅବକାଶ ଦେଇଥାଏ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷାନୁଷ୍ଠାନ ହିଁ ଶିକ୍ଷାର୍ଥୀଙ୍କ ସାଧନାର ତପୋବନ। ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ…
ସୁନ୍ଦରଗଡ଼ରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ
ସୁନ୍ଦରଗଡ଼, ୧୫।୧ (ଡି.ଏନ୍.ଏ.)- ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନ ହେବା ପର୍ଯ୍ୟନ୍ତ ଓକିଲଙ୍କ ଆନ୍ଦୋଳନ ଚାଲୁ ରହିବ। ମଙ୍ଗଳବାର ସୁନ୍ଦରଗଡ଼ଠାରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସାଧାରଣ ବୈଠକରେ ଏହି…
ଟାର୍ଗେଟ୍ ନାହିଁ, ଖୋଲା ଆକାଶ ତଳେ ପଡି ରହିଛି ଧାନ
ସୋନପୁର,୧୫।୧(ନି.ପ୍ର.) – ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ଅମଳ ଭଲ ହୋଇଛି । ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ କେତେକ ପ୍ୟାକ୍ସର କ୍ରୟ ଟାର୍ଗେଟ୍ ବୃଦ୍ଧି ହୋଇ ନଥିବାରୁ ଧାନର…
ଦେଖନହାରୀ ସାଜିଛେ ପରଶାସନ: ସୀମା ଟପୁଛେ ସାମାଜିକ ବାସଁଦ୍ର ଜାତ୍ନା
ବାମରା, ୧୫।୧ (ଡି.ଏନ୍.ଏ.)-ଝାଡ଼ଖଣ୍ଡ ସୀମଡ଼େଗା ଅଂଚଲରୁ ଆସି ଗଲା ୨୫ ବଛର ହେଲା ବାମରା ବ୍ଲକ କେସାଇବାହାଲରେ ରହୁଥିବାର ପୁସୁ ମାଝିକଁର ପରିବାର ସାମାଜିକ ବାସଁଦ୍ର ଶିକାର ହେଇଛନ୍। ଉନିଅଁା ଜାତିରେ ବିହା ହେଇଥିବାର ଘଟନାକେ ନେଇ ସମାଜର ଲୋକ୍ ପରିବାରକେ…
ଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାର ପଞ୍ଚମ ସନ୍ଧ୍ୟା: ମଣିପୁରୀ ନାଟକ ‘ଓଁ ଶାନ୍ତି’, ଓଡିଆ ନାଟକ ‘ଗଛ’ ମଞ୍ଚସ୍ଥ
ଦେବଗଡ଼,୧୫।୧(ଡି.ଏନ.ଏ.) – ସ୍ଥାନୀୟ ଟାଉନହଲ୍ଠାରେ ଜାଗରଣ ଆର୍ଟ ଇଣ୍ଟର୍ନ୍ୟାଶନାଲ ପକ୍ଷରୁ ଗତ ୧୦ ତାରିଖଠାରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତା ଚାଲିଛି। ମଙ୍ଗଳବାର ପଞ୍ଚମ ସନ୍ଧ୍ୟାରେ ୨ଟି ନାଟକ ମଞ୍ଚସ୍ଥ ହୋଇଛି। ମଣିପୁର ଇମ୍ଫାଲର…
ସରକାରୀ ସାହାଯ୍ରୁ ବଁଚିତ୍ ଦିବ୍ୟାଙ୍ଗ ପପିତା
ପାଇକମାଲ, ୧୫।୧ (ଡି.ଏନ୍.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ କେନାବୁଦା ଗଁାର ଜଗବନ୍ଧୁ ସାହୁକଁର ଝି’ ପପିତା ସାହୁ(୮)। ସେ ଚାଲିବୁଲି କି କଥା କହି ନାଇଁପାରବାର। ଶହେ ପରତିଶତ ଭିନ୍ନକ୍ଷମ ଆଏ। ହେଲେ ଡାକ୍ତରମାନକର କହେବାର ହେଲା ପପିତାକୁଁ ଉଚ…
ଆବାସ ଯୋଜନା ବାଟ୍ବନା: ପତରା ଜଂଗଲ ପାଲଟିଛେ ଉଜଲିକଁର ଠିକାନା
ବେଲପଡ଼ା,୧୫।୧(ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଘାଗୁର୍ଲୀ ପଁଚେତ୍ ଅଧୀନ ଘଘରା ଗଁାର ବିଧବା ମହିଲା ଉଜଲି ମାଝି। ଗଲା ବଛର ବରଷାରେ ତାକର ପୁରନା ମାଏଟ୍ କୁରିଆଟା ଭାଂଗି ଗଲା। ଇ ବାବ୍ଦେ ସେ ବାରବାର ଥାନୀଅ ପରଶାସନକେ ଜନେଇ…
ଦଣ୍ଡନୃତ୍ୟ ଗ୍ରାମୀଣ ସାଂସ୍କୃତିକ ଲୋକ ଜୀବନର ବିଭବ
ବଲାଙ୍ଗୀର ଅଫିସ,୧୫ା୧ – ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟ ଷଷ୍ଠ ସନ୍ଧ୍ୟାରେ ଲୋକ ସାହିତ୍ୟ ଆଲୋଚନାକ୍ରମରେ ଦଣ୍ଡନୃତ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଆଲୋଚକଭାବେ ନାଟ୍ୟଶ୍ରୀ ଗଦାଧର…
ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ: ‘ମଦ ରାଜସ୍ବ ସରକାରଙ୍କ ଲକ୍ଷ୍ୟ ନୁହେଁ’
ଅନୁଗୋଳ ଅଫିସ, ୧୫।୧ – ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅନୁଗୋଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ଜିଲା ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ ଓ ମଲ୍ଟି ଡିସିପ୍ଲିନାରୀ ସ୍କ୍ବାଡ୍ର ନିୟମିତ ଚଢ଼ାଉ ସମ୍ପର୍କରେ…
ରାଜସ୍ବ ଗାଁ ବଡ଼ମୂଳକୁ ମୁଖ୍ୟମନ୍ତ୍ରୀଙ୍କ ଆୱାର୍ଡ କମିଟିର ଗସ୍ତ
ଛେଣ୍ଡିପଦା,୧୫।୧(ସ୍ବ.ପ୍ର.)- ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ୮ନଂ ୱାର୍ଡ ବଡମୂଳ ଗ୍ରାମକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଆୱାର୍ଡ ଅଫ ଏକ୍ସଲାନ୍ସର ରାଜ୍ୟ ଅଧ୍ୟକ୍ଷ ରବିନାରାୟଣ ବହିଦାର, ପୂର୍ବତନ ଜିଲାପାଳ ତଥା କେନ୍ଦ୍ରାଞ୍ଚଳ…
ଆଇଆଇଏମ୍ସିରେ ଆରମ୍ଭ ହେଲା ‘ଫିଲ୍ମଚକ୍କର-୩’: ‘ଜୀବନକୁ ପ୍ରଭାବିତକରେ ପ୍ରଯୁକ୍ତିବିଦ୍ୟା’
ଢେଙ୍କାନାଳ ଅଫିସ, ୧୫।୧-ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟକର ଥିଲା ସେଥିକି କଷ୍ଟ ଥିଲା ତାହାର ପ୍ରଦର୍ଶନ ଏବଂ ସାଇତି ରଖିବା ପଦ୍ଧତି। ଧୀରେ ଧୀରେ ଟେକ୍ନୋଲୋଜିର ଆଗମନ ହେଲା। ସାଉଣ୍ଡ ରେକର୍ଡିଂଠାରୁ ଆରମ୍ଭ କରି ଫିଲ୍ମକୁ ଡଜିଟାଇଜେଶନ କରିବା ସହଜ…

