କରୋନା ପାଇଁ ସତର୍କ, ସଚେତନ ରହିବାକୁ ପରାମର୍ଶ
ବିନିକା,୮ା୫(ଡି.ଏନ୍.ଏ.)-ଶୁକ୍ରବାର ବିଶ୍ୱ ରେଡକ୍ରସ ଦିବସ ଅବସରରେ ବିନିକା ଓ ଡୁଙ୍ଗୁରୀପାଲି ବ୍ଲକ୍ ଶିକ୍ଷା ବିଭାଗ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା। ଏହି ଅବସରେ ସ୍ଥାନୀୟ ଜନସାଧାରଣଙ୍କୁ ମାସ୍କ ପ୍ରଦାନ କରାଯିବା ସହ ସାନିଟାଇଜର ବ୍ୟବହାର ପାଇଁ…
ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ
ବିନିକା,୮ା୫(ଡି.ଏନ୍.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର ଅଧାପନ୍ତରିଆ ହୋଇ ପଡିରହିଥିବା ନିର୍ମାଣ କାମ ଚାଲୁ ରହିଛି। କିନ୍ତୁ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ଦାବି
ବୌଦ୍ଧ,୮।୫(ସ୍ବ.ପ୍ର.)-କାଳବୈଶାଖୀ ଯୋଗୁ କ୍ଷତିଗସ୍ତ ହୋଇଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ଜିଲାରେ ଦୁଇ ଦିନ ତଳେ ପ୍ରବଳ ବେଗରେ ପବନ ବହିବା ଫଳରେ ବହୁ ଚାଳ ଓ ଟିଣ ଛପର ଘର ଭାଙ୍ଗି ପଡିଥିଲା।…
ରକ୍ତଦାନ କରି ପାଳିତ ହେଲା ରେଡ୍କ୍ରସ୍ ଦିବସ
ବୌଦ୍ଧ,୮।୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ରେଡକ୍ରସ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଥିଲା। ଏଥିରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି, ୫ମ ଭାରତୀୟ ରିଜର୍ଭ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ପ୍ରସାଦ ବାବୁ, ଉପଜିଲାପାଳ ଏନ୍.ସି.…
କେବଳ ଲୋକ ଦେଖାଣିଆ ଅସ୍ଥାୟୀ ଶିବିର
ନୂଆପଡା ଅଫିସ,୮ା୫-ଓଡ଼ିଶାର ବିଭିନ୍ନ ଜିଲାର ଲୋକେ କାମଧନ୍ଧା କରିବାକୁ ଯାଇ ଆଉ ଗୋଟିଏ ଜିଲାରେ ଲକ୍ ଡାଉନ୍ ଯୋଗୁ ଅଟକି ରହିଛନ୍ତି। ସେହିଭଳି ବାହାର ରାଜ୍ୟରେ ମଧ୍ୟ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି। ଏମାନେ ଏବେ ନିଜ ଉଦ୍ୟମରେ ଘରକୁ ଫେରୁଛନ୍ତି।…
ନାଁ ପଞ୍ଜିକରଣ କରି ପାରି ନ ଥିବା ଚାଷୀଙ୍କୁ ଭେଟିଲେ ଉପଜିଲାପାଳ
ଜୁନାଗଡ,୮।୫(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୮୬ଜଣ ଚାଷୀ ଠିକ୍ ସମୟରେ ପ୍ୟାକ୍ସରେ ନିଜର କାଗଜପତ୍ର ଦେଇ ପାରି ନ ଥିବାରୁ ଚଳିତ ରବି (ଡାଳୁଅ)ଚାଷ ପାଇଁ ପଞ୍ଜୀକରଣ କରିପାରି ନାହାନ୍ତି। କିଛିଦିନ ତଳେ ଏହି ଚାଷୀମାନେ ଏ ନେଇ ଜିଲା ପ୍ରଶାସନର…
ନୂଆପଡ଼ା କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆପଡା ଅଫିସ/ଖଡିଆଳ,୮ା୫-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଶୁକ୍ରବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ଫେରିଛନ୍ତି। ନୂଆପଡ଼ା ଜିଲା ସଦର ମହକୁମାର ଅନ୍ବେଷା ହଷ୍ଟେଲ୍ରେ ୨ ଶହ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲାଗି କାମ ଚାଲିଛି।…
କଟକଣା କୋହଳ ପରେ ଭିଡ଼ ଅସମ୍ଭାଳ: ଛାଇରେ ବସି ରହୁଛି ପୋଲିସ
ଝାରସୁଗୁଡା ଅଫିସ,୮।୫-କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍ଡାଉନ୍ କରାଯାଇଛି। ଝାରସୁଗୁଡା ଜିଲାରେ ମଧ୍ୟ ଦୁଇଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି ଜିଲାକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରାଯାଇଛି। ତେବେ ଇତି ମଧ୍ୟରେ କୋହଳ କଟକଣା…
୫ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରୁ ସ୍ବାବ୍ ସଂଗ୍ରହ
ଭଣ୍ଡାରିପୋଖରୀ, ୮ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାବ ଶୁକ୍ରବାର ରହଣିଆ ହାଇସ୍କୁଲଠାରେ ହୋଇଥିବା ସାମୂହିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଂଗ୍ରହ କରାଯାଇଛି। ବ୍ଲକର କୁରିଗାଁ, ଦକ୍ଷିଣବାଡ଼, ସରସଦା, ରହଣିଆ, ବୟା ବନାପୁର ପଞ୍ଚାୟତରେ ଆସିଥିବା ୯୨ଜଣ…
ବାସୁଦେବପୁର ଡାକ୍ତରଖାନାରେ ଲାଗିଲା ସାନିଟାଇଜର ମେଶିନ
ବାସୁଦେବପୁର, ୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ଆଉଟଡୋର ସାମ୍ନାରେ ଶୁକ୍ରବାରଠାରୁ ଲାଗିଛି ହୋଲବଡ଼ି ସାନିଟାଇଜର ମେଶିନ। ଏହି ସାନିଟାଇଜର୍କୁ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗ୍ରାମର କାଳୀପଦ ସିଟ୍ ନାମକ ଜଣେ ଅଟୋପାର୍ଟସ ମେକାନିକ(ଯୁବକ) ଉଦ୍ଭାବନ କରିଛନ୍ତି। କେତେକ ଅଟୋ ପାର୍ଟସ୍ ଅଦରକାରୀ…
ଯୋଡ଼ା ସହରରେ ପଶିଲେ ହାତୀ
ଯୋଡ଼ା,୮ା୫(ଡି.ଏନ୍.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଗୁରୁବାର ୧୮ଟି ହାତୀ ପଶି ଆତଙ୍କ ଖେଳାଇଥିଲେ। ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ସହରର ଗୋପମହାନ୍ତି ହାଟିଂସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଲା ସାହି, ସେଗ୍ରିଗେସନ ଅଞ୍ଚଳରେ ସନ୍ଧ୍ୟା ୭ଟା ବେଳେ ଉପଦ୍ରବ ଚଳାଇଥିଲେ।…
କେରଳରୁ ଫେରିଲେ ୧୪ ଶ୍ରମିକ
ପାଟଣା,୮ା୫(ସ୍ବ.ପ୍ର.): କେରଳରେ ରହି କାମ କରୁଥିବା ୧୪ ଜଣ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପହଞ୍ଚିଛନ୍ତି। ଏହି ଶ୍ରମିକମାନେ କେରଳର ଆଟାପାଟୁଠାରେ ଏକ ନର୍ସରୀରେ କାମ କରୁଥିଲେ। ଏକ ସ୍ବତନ୍ତ୍ର ଟ୍ରେନରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବା…

