ଆମ ଜିଲା ଖବର

ଦେଶୀ ମଦ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୯।୫-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ଜିଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ଉଦେଲାଲ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଶୁକ୍ରବାର ଭୋର୍‌ ସମୟରେ ଆଇଟିଆଇ ଛକ ନିକଟରେ ଚଢ଼ାଉ…

୩୦ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୯।୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଲେଶ୍ୱର ଜିଲା ସଭାପତି ତଥା ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଜିଲା ମୁଖ୍ୟ ଚିକିତ୍ସାଳୟର…

ଅଫୁଟା ଗୋଳା ଗୋଟାଇ ବୃଦ୍ଧ ଗୁରୁତର

ବାହାନଗା, ୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବରିପଦା ପଞ୍ଚାୟତର ଅଟାସପୁର ସମୁଦ୍ରକୂଳ ବାଲିରୁ ଏକ ଅଫୁଟା ଗୋଳାକୁ ଗୋଟାଇ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅଟାସପୁର ଗ୍ରାମର ରବୀନ୍ଦ୍ର…

ଆବଦ୍ଧାଞ୍ଚଳରେ ଦିଆଗଲା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ

ଖଇରା,୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ପଞ୍ଚାୟତର କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ ଜଣେ କଲିକତା ଫେରନ୍ତା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବାରିଙ୍ଗିଆ ସମେତ ଚକାପଦା, ମହିଁସାମୁଣ୍ଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଗ୍ରାମବାସୀଙ୍କ ଘରୁ…

ବ୍ରହ୍ମପୁରରୁ ବସ୍‌ ଯୋଗେ ପଶ୍ଚିମବଙ୍ଗ ଗଲେ ୩୮ ଶ୍ରମିକ

ବ୍ରହ୍ମପୁର ଅଫିସ,୮ା୫- ଲକ୍‌ଡାଉନ୍‌ ପରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରହିଯାଇଥିବା ୩୮ ଜଣ ଶ୍ରମିକଙ୍କୁ ଶୁକ୍ରବାର ରାତିରେ ଏକ ବସ୍‌ ଯୋଗେ ପଶ୍ଚିମବଙ୍ଗ ପଠାଯାଇଛି। ବିଏମ୍‌ସି ଓ ପୋଲିସ ପ୍ରଶାସନର ସହଯୋଗରେ ଏକ ବସ୍‌ ଏମାନଙ୍କୁ ନେଇ ପଶ୍ଚିମବଙ୍ଗ ମାଲଦା ଅଭିମୁଖେ…

ଜୀବନ, ଜୀବିକାର ଉଦାହରଣ ସୃଷ୍ଟି କରିଛି ଏସ୍‌ଏଚ୍‌ଜି

ଦେବଗଡ଼,୮ା୫(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଜୀବନ ଓ ଜୀବିକାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ରିଆମାଲ ବ୍ଲକ ଆଡସ ଗ୍ରାମପଞ୍ଚାୟତ ସିଆରିଆ ଗ୍ରାମର ବିଶ୍ୱ ମା’ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନର ସମସ୍ତ ନିୟମକୁ…

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଉପ ଜିଲାପାଳ

ପାଟପୁର,୮ା୫- ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୭୨୪ ଜଣ ପ୍ରବାସୀ ରହୁଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଶୁକ୍ରବାର ବ୍ଲକରେ ପହଞ୍ଚତ୍ ସଙ୍ଗରୋଧ କେନ୍ଦ୍ରର ପରିଚାଳନା ନେଇ ସମୀକ୍ଷା କରିଥିଲେ। ପାଟପୁର ବିଶ୍ୱାସରାୟ କେନ୍ଦ୍ରକୁ ଯାଇ ବୁଲି…

ରାସ୍ତା କଡ଼ରେ ଜଣଙ୍କୁ ଜାଳିଦେବା ଘଟଣା: ମିଳିନି ପରିଚୟ, ପୋଲିସର ଛାନ୍‌ବିନ୍‌

ଗୋପାଳପୁର,୮ା୫- ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ସୀମାବର୍ତ୍ତୀ ଝାଡ଼ବାଙ୍କ କଲଭର୍ଟ ନିକଟରେ ବୁଧବାର ରାତିରେ ଜଣଙ୍କୁ ଦୁର୍ବୃତ୍ତ ଟାୟାର ଓ କାଠରେ ପୋଡି ଦେଇଥିଲେ। ଶୁକ୍ରବାର ସକାଳେ ଗୋଳନ୍ଥରା ପୋଲିସ ସିଂହଳା ସରପଞ୍ଚଙ୍କ ଅଭିଯୋଗକ୍ରମେ ନଂ.୧୨୮/୨୦ରେ ହତ୍ୟା ମାମଲା ରୁଜୁ କରିଛି।…

-୨୬୦ ଲିଟର ମଦ, ପ୍ୟାକିଂ ମେଶିନ ଜବତ, ୩ ଗିରଫ

ପାତ୍ରପୁର,୮ା୫(ଡି.ଏନ୍‌.ଏ.)- ଜରଡ଼ା ପୋଲିସ ଶୁକ୍ରବାର ୧୨ଶହ ପାଉଚ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲଙ୍କା ଗ୍ରାମର ଡି. ବିଗ୍ନେଶ ଓ ବାବନପୁରର ଟି. ଡିଲିରା, ଥଳିବାଡ ଗ୍ରାମର ମାଧବ ଶବର। ସୂଚନା ଅନୁଯାୟୀ,…

ନିୟମ ଉଲ୍ଲଘଂନ, ୩ ଦୋକାନୀଙ୍କୁ ଜରିମାନା

ବୁଗୁଡ଼ା,୮ା୫(ଡି.ଏନ.ଏ.)- ଗଞ୍ଜାମ ଜିଲାକୁ ରୋଡ୍‌ଜୋନ ଘୋଷଣା କରାଯାଇଛି। ଏଭରି ପରିସ୍ଥିତିରେ କେତେକ ଦୋକାନ ୭ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲିବା କଥା। କିନ୍ତୁ ଏହି ଆଇନ ଉଲ୍ଲଘଂନ କରି ବୁଗୁଡ଼ା ସହରର କେତେକ ଦୋକାନୀ ୧୨ ଘଣ୍ଟା ପରେ ମଧ୍ୟ…

ବରଗଡ଼ରେ ରବିଋତୁ ଧାନ କିଣାବିକା ଆରମ୍ଭ

ବରଗଡ଼ ଅଫିସ୍‌,୮।୫: ବରଗଡ଼ ଜିଲାରେ ଶୁକ୍ରବାରଠାରୁ ରବିଋତୁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବରଗଡ଼ ଓ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରେ ସମୁଦାୟ ୯୨୭୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ…

୧୦ ଶ୍ରମିକଙ୍କୁ ଛତିଶଗଡ଼ ପଠାଇଲା ପ୍ରଶାସନ

ବରଗଡ଼ ଅଫିସ୍‌,୮।୫: ଲକ୍‌ ଡାଉନ୍‌ କଟକଣା ଯୋଗୁ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି । ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ବହୁ ହଟହଟାର ସମ୍ମୁଖୀନ ହେଉଛନ୍ତି। କିଏ ଚାଲି ଚାଲି ତ ଆଉ କେହି ସାଇକେଲ ଯୋଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?