ଆମ ଜିଲା ଖବର

ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୬୦୬ କେରଳ ଫେରନ୍ତା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): କେରଳରୁ ଏର୍ଣ୍ଣାକୁଲମ ଜଙ୍କସନ-ଖୋର୍ଦ୍ଧା ରୋଡ ସ୍ପେଶାଲ ଟ୍ରେନ ସୋମବାର ସକାଳେ ଗଞ୍ଜାମ ଜିଲା ଜଗନ୍ନାଥପୁର ଜଙ୍କସନ୍‌ ଷ୍ଟେଶନରେ ପହଞ୍ଚିଛି। ଏଥିରେ ଗଞ୍ଜାମ ଜଲାର ୬୦୬ ପ୍ରବାସୀ ଓଡ଼ିଆ ରହିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ସ୍କ୍ରିନିଂ କରାଯାଇ…

CORONAVIRUS UPDATE: ରାଜ୍ୟର ନୂଆ କରୋନା ପଜିଟିଭ୍‌ ରାଉରକେଲାର ଜଣେ ମହିଳା; ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଛୁଇଁଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର ଜଣେ ୨୯ ବର୍ଷୀୟା ମହିଳା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି। ଏହାକୁ ମିଶାଇ…

୫ ବସ୍‌ରେ ଆସି ଦିଗପହଣ୍ଡିରେ ପହଞ୍ଚିଲେ ୩୦୪ ପ୍ରବାସୀ ଓଡ଼ିଆ

ଦିଗପହଣ୍ଡି,୪ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ରବିବାର ରାତିରେ ସୁରଟ ଓ କେରଳରୁ ସମୁଦାୟ ୩୦୪ ଜଣ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୭ ମହିଳାଙ୍କ ସମେତ ୨ ଶିଶୁ ଥିବା ଜଣାପଡ଼ିଛି। ଏମାନଙ୍କୁ ବ୍ଲକ ଅଧୀନ…

ନେଳିଆବାଗରେ ଆବଦ୍ଧାଞ୍ଚଳ ଅବଧି ବଢ଼ିଲା

ବାଲେଶ୍ୱର ଅଫିସ, ୪ା୫-ବାଲେଶ୍ୱର ଜିଲାର ପ୍ରଥମ କରୋନା ସଂକ୍ରମିତ ନେଳିଆବାଗର ଜଣେ ୫୮ ବର୍ଷୀୟ ବୟସ୍କ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଗତ ଏପ୍ରିଲ ୧୯ରୁ ୨୬ତାରିଖ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ପରେ ଉକ୍ତ ଅଞ୍ଚଳରେ ଲଗାତାର…

କେରଳରୁ ଫେରିଲେ ୯ ପ୍ରବାସୀ ଓଡ଼ିଆ ଶ୍ରମିକ

ପାଟଣା, ୪ା୫(ସ୍ବ.ପ୍ର.)-କରୋନା ସଂକ୍ରମଣ ସକାଶେ ଦେଶ ଲକ୍‌ଡାଉନ ରହିଛି। ରାଜ୍ୟ ବାହାରକୁ କେରଳ, ତାମିଲନାଡୁ, ଚେନ୍ନାଇ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା କେନ୍ଦୁଝର ଜିଲା ପାଟଣା ବ୍ଲକରୁ ୧୨ଶହ ଶ୍ରମିକ ଫସିରହିଛନ୍ତି। ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତରୁ କାମ…

କେନ୍ଦୁଝରରେ ପେଡ୍‌ କ୍ୱାରାଣ୍ଟାଇନ ବ୍ୟବସ୍ଥା

କେନ୍ଦୁଝର, ୪ା୫(ସ୍ବ.ପ୍ର.)-ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲାପାଳ ଆଶିଷ ଠାକ୍‌ରେ ନିର୍ଦ୍ଦେଶ ଦେଇଛନ୍ତି। ବାହାର ରାଜ୍ୟରୁ ଜିଲାକୁ ଆସୁଥିବା ବ୍ୟକ୍ତିମାନେ ନିଜ ଘରକୁ ଫେରିବା ପୂର୍ବରୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଚେକ୍‌…

୬ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ

ବନ୍ତ,୪।୫(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ କଟକଣା ସମୟରେ ରବିବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ କିଛି ବ୍ୟକ୍ତି ଆଇନକୁ ଅମାନ୍ୟ କରି ୬ ହଜାର ୮ ଶହ ଟଙ୍କା ତଣ୍ଡ ଗଣିଥିବା ଜଣାଯାଇଛି। ବନ୍ତ ଥାନା…

କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌

ବ୍ରହ୍ମପୁର ଅଫିସ,୪ା୫-କ୍ବାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଏଣିକି ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍‌ ା ବାହାରୁ ଆସି ହୋମ୍‌ କ୍ବାରାଣ୍ଟାଇନ୍‌ ଓ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ବାରାଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ମନିଟରିଂ ତଥା ସେମାନଙ୍କ ଗତିବିଧି ଉପରେ ନଜର ରଖିବା ନେଇ ବ୍ରହ୍ମପୁର ମହାନଗର…

ସୁରଟରୁ ବସ୍‌ରେ ଭଦ୍ରକ ଆସୁଥିଲେ ମହିଳା: ରାସ୍ତାରେ ସନ୍ତାନ ପ୍ରସବ

ଭଦ୍ରକ ଅଫିସ,୪ା୫: ସୁରଟରୁ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳକୁ ବସ୍‌ରେ ଫେରିବାବେଳେ ନାଗପୁରଠାରେ ପ୍ରସବ ଯନ୍ତ୍ରଣା ହେବାରୁ ଜଣେ ମହିଳାଙ୍କ ପାଇଁ ବସ୍‌ ଅଟକି ଥିଲା। ରାସ୍ତାପାର୍ଶ୍ୱରେ ସନ୍ତାନ ପ୍ରସବ କରିବା ପରେ ଏକ ଆମ୍ବୁଲାନ୍ସରେ ନିକଟରେ ଥିବା ମେଡିକାଲକୁ ତାଙ୍କ…

ଖନ୍ତାପଡାରେ ଦେଶୀ ମଦର ଅବାଧ କାରବାର

ବାହାନଗା, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଅଞ୍ଚଳରେ ଚୋରା ଦେଶୀମଦ କାରବାର ବଢିଚାଲିଛି। ଚିତ୍ତାପଦା ଛକରେ ଏକ ପରିତ୍ୟକ୍ତ ଘରୁ ସୋର ଅବକାରୀ ବିଭାଗ ଅଧିକାରୀ ଚଢାଉ କରି ୧ହଜାର ୮ଶହ ଲିଟର ଚୋରା ଦେଶୀମଦ ଜବତ କରିଛି ା…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୪ା୫: କରୋନା ମହାମାରୀ ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଆମ ରାଜ୍ୟରେ ବର୍ତ୍ତମାନ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ରେଡ୍‌ ଜୋନ୍‌ରେ ରହିଛି। ରେଡ୍‌ ଜୋନ୍‌ର କାରଣ ହେଲା କୋଲକାତା ଫେରନ୍ତା। କୋଲକୋତାରୁ ବିଭିନ୍ନ ଉପାୟରେ ଘରକୁ…

ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା ପିଇବା ପାଣି କଥା ଶୁଣିଲାନି ପ୍ରଶାସନ

ଦାରିଙ୍ଗବାଡ଼ି,୪।୫(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଜ୍ୱର, ଝାଡା ଲାଗି ରହିଛି। କେତେକ ଲୋକଙ୍କ ଜ୍ୱର ଛାଡ଼ୁଥିବା ବେଳେ ଆଉ କେତେଜଣ ଆକ୍ରାନ୍ତ ହେଉଛନ୍ତିି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କ ଚିକିତ୍ସା ଜାରି ରହିଛି ା ତେବେ ପିଇବା ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?