ଆମ ଜିଲା ଖବର

ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ନେତା

ଢେଙ୍କାନାଳ ଅଫିସ, ୯ା୫ – କାମାକ୍ଷାନଗର ବ୍ଲକ ସୋଗର ଗ୍ରାମ ନୂଆସାହିରେ ବାଣ ବିସ୍ଫୋରଣରେ ଗତ ବୁଧବାର ସରୋଜ ସାହୁଙ୍କ ପୁଅ ସାହିଲ(୧୦) ଓ ମନୋଜ ସାହୁଙ୍କ ପୁଅ କ୍ରିଷ୍ଣା (୧୦)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ଭାଜପାର ଏକ…

୩ ଟ୍ୟାଙ୍କର ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ ଅଫିସ,୯ା୫ – ଢେଙ୍କାନାଳ ଟାଉନ ଓ ସଦରଥାନା ସୀମା ହରିପୁର ଅଞ୍ଚଳର ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶକ୍ତିସୁଗାର କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖ ପାର୍କିଂସ୍ଥଳରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ସ୍ପିରିଟ୍‌ ନେବାକୁ ଖୋର୍ଦ୍ଧାର ଏକ…

ଅନ୍ୟ ଜିଲାକୁ ଗଲେ ୫୩ ଶ୍ରମିକ

ଅନୁଗୋଳ ଅଫିସ, ୯।୫ – ଅନୁଗୋଳରେ ଥିବା ବାହାର ଜିଲାର ୫୩ ଜଣ ଶ୍ରମିକ ଶୁକ୍ରବାର ସେମାନଙ୍କୁ ଘରକୁ ଫେରିଛନ୍ତି। ଦୁଇଟି ବସ୍‌ରେ ସେମାନଙ୍କୁ କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ଜିଲାକୁ ପଠାଯାଇଛି। ଲକ୍‌ଡ଼ାଉନ୍‌ ସମୟରେ ଶ୍ରମିକମାନେ ଅନୁଗୋଳ ଜିଲା ଦେଇ…

୨୯୦ ପରିବାରକୁ ରାଶନ ପ୍ରଦାନ

ଅନୁଗୋଳ ଅଫିସ, ୯।୫ – ଅନୁଗୋଳ ସ୍ଥିତ ସାତକୋଶିଆ ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ୧୫ଟି ପଞ୍ଚାୟତର ୨୯୦ ଅସହାୟ ପରିବାରଙ୍କୁ ଏଫ୍‌ଇଏସ୍‌ ପକ୍ଷରୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ଅନୁଗୋଳ ଓ ଆଠମଲ୍ଲିକର ସାଲର, କଟରଙ୍ଗ, ଅସନବାହାଳି,…

କ୍ୱାରାଣ୍ଟାଇନ କଡ଼ାକଡ଼ି କରିବାକୁ ଦାବି

ତାଳଚେର,୯ା୫(ନି.ପ୍ର.) – ଓଡ଼ିଶା ବାହାରୁ ଅନୁଗୋଳ ଜିଲାକୁ ଆସୁଥିବା ଶ୍ରମିକ, ଛାତ୍ରୀଛାତ୍ର ତଥା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଠିକ୍‌ ଭାବେ ସର୍ଭେ କରାଯାଇ ସେମାନଙ୍କୁ ମାସେ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ କାରାଣ୍ଟାଇନରେ ରଖିବାକୁ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ…

ବିଧାୟକଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ

ଅନୁଗୋଳ ଅଫିସ,୯ା୫ – ଲକ୍‌ଡାଉନ ଯୋଗୁ ଅସୁବିଧାରେ ଥିବା ଅନୁଗୋଳ ସହରର ଗରିବ ଓ ଅସହାୟମାନଙ୍କୁ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ଗତ ୫ ତାରିଖ ଠାରୁ ପୌରପାଳିକା ଜରିଆରେ ଦୈନିକ ୧୫୦ ଜଣଙ୍କୁ ସକାଳେ…

ହେଲେନି ସଚେତନ

ଅନୁଗୋଳ ଅଫିସ, ୯ା୫ – ସକାଳୁ ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍‌ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଥିଲା। ହେଲେ ପୋଲିସ ଯିବା ପରେ ସହରର ଚିତ୍ର ବଦଳି ଯାଇଥିଲା। ଦୋକାନୀମାନେ ବିଭିନ୍ନ ସାମଗ୍ରୀ ବାହାରେ ରଖିବା ସହ ଗାଡ଼ିଗୁଡ଼ିକ ମଧ୍ୟ…

ସବୁଜ ଜୋନ୍‌ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୯।୫ – ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜିଲା କରୋନା ମ୍ୟାପ୍‌ରେ ସାମିଲ ହେଉଥିବା ବେଳେ ଅନୁଗୋଳ ଏବେ ବି ଗ୍ରୀନ୍‌ ଜୋନ୍‌ରେ ରହିଛି। ଆଗାମୀ ଦିନରେ ଏପରି ସ୍ଥିତି ବଜାୟ ରଖିବାକୁ ହେଲେ ଜିଲାବାସୀଙ୍କୁ ଲକ୍‌ଡାଉନ ସହ…

ମାଳଦା କ୍ୱାରାଣ୍ଟାଇନ ସେଣ୍ଟରରେ ଡାକ୍ତର ଟିମ୍‌

ଭଣ୍ଡାରିପୋଖରୀ,୯ା୫(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତସ୍ଥିତ ମାଳଦା ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଶୁକ୍ରବାର ଡାକ୍ତରୀ ଟିମ୍‌ ପହଞ୍ଚିଥିଲେ। ଏଥିରେ ମଞ୍ଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଅରୁଣ କୁମାର ନାୟକ, ହେଲ୍‌ଥ ସୁପରଭାଇଜର ଅମରଜିତ୍‌ ରାୟ,…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପଦ୍ମପୁର,୯ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ନୂତନ ଭାବେ ପେନସନଧାରୀ ସେମାନଙ୍କର ୧ମାସ ୧ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ଦାନ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ସୁଦର୍ଶନ ପାତ୍ର, ରାଜେନ୍ଦ୍ର ନାରାୟଣ…

ଚାଲି ଚାଲି ଝାଡଖଣ୍ଡ ଗଲେ ୧୫ ଶ୍ରମିକ

ଉଦଳା,୯ା୫(ଡି.ଏନ୍‌.ଏ.)- ରେଡ୍‌ ଜୋନ୍‌ରେ ରହିଥିବା ବାଲେଶ୍ୱର ଜିଲାର ଔପଦା ଅଞ୍ଚଳରୁ ୧୫ ଶ୍ରମିକ ଚାଲି ଚାଲି ନିଜ ରାଜ୍ୟ ଝାଡଖଣ୍ଡ ବାହୁଡ଼ିଛନ୍ତି । ଔପଦାଠାରେ କେନାଲ କାମ କରୁଥିବା ଏହି ଶ୍ରମିକମାନେ ଗୁରୁବାର ନିଜର ଆସବାବପତ୍ର ଧରି ସକାଳୁ ଚାଲି ଚାଲି…

ଆଶା କର୍ମୀ, ୱାର୍ଡ ମେମ୍ବରଙ୍କୁ ଆକ୍ରମଣ

ଉଦଳା,୯ା୫(ଡି.ଏନ୍‌.ଏ.)- ସାରା ଦେଶ ଏବେ କରୋନା ସହିତ ମୁକାବିଲା କରୁଛି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ। ମାତ୍ର ସେମାନଙ୍କୁ ଅନେକ ସ୍ଥାନରେ ଦୁର୍ବ୍ୟବହାର କରାଯିବା ସହିତ ମାଡ଼ ମରାଯାଉଥିବା କଥା ସାମ୍ନାକୁ ଆସୁଛି ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?