ସୁନ୍ଦରଗଡ଼ ଜିଲାପାଳ ଦେଲେ ତଥ୍ୟ: ୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଆର୍ଜିଏଚ୍ର ୨ ଡାକ୍ତର, ୬ କଏଦୀ
ସୁନ୍ଦରଗଡ଼,୭।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ତଥ୍ୟ ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୩ ମହିଳା…
ବୁଗୁଡ଼ା ସହରରେ ଶଟ୍ଡାଉନ୍ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ
ବୁଗୁଡ଼ା,୭ା୬(ଡି.ଏନ୍.ଏ.): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହର ଶନିବାର ଏବଂ ରବିବାର ଦୁଇଦିନିଆ ଧରି ଶଟ୍ଡାଉନ୍ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ବୁଗୁଡା…
କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମାଷ୍ଟରଟିକ୍ରାରୁ ହଟିଲା କଣ୍ଟେନ୍ମେଣ୍ଟ୍ ଜୋନ୍ କଟକଣା
ବରଗଡ଼ ଅଫିସ,୭ା୬: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୪ର ସୁବାସ ନଗର(ମାଷ୍ଟରଟିକ୍ରା) ଏବଂ ସ୍ଥାନୀୟ ଶ୍ରାରାମ ମନ୍ଦିରରୁ ମାଷ୍ଟରଟିକ୍ରା ଛକ ପର୍ଯ୍ୟନ୍ତ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ସେହିପରି ସୁବାସ ନଗର…
ବିନା ଇଞ୍ଜିନ୍ରେ ଗଡ଼ିଲା ମାଲ୍ବାହୀ ବଗି: ୧ କିଲୋମିଟର ଯିବା ପରେ ଓଲଟି ପଡ଼ିଲା, ଉଦ୍ଧାର କାର୍ଯ୍ୟ ଜାରି
ଝାରସୁଗୁଡ଼ା ଅଫିସ,୭ା୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ରବିବାର ଭୋର୍ ସମୟରେ ଏକ ମାଲବାହୀ ଟ୍ରେନ୍ର କିଛି ବଗି ବିନା ଇଞ୍ଜିନ୍ରେ ପ୍ରାୟ ୧ କିଲୋମିଟର ଗଡ଼ି ଯିବା ପରେ ଓଲଟି ପଡ଼ିଛି। ଏମ୍ସିଏଲ କୋଇଲା ଖଣିରେ ଏହି ଅଘଟଣ ଘଟିଛି।…
କ୍ୟାନ୍ସର ପୀଡ଼ିତଙ୍କ ପାଇଁ ସଞ୍ଚିତ ରାଶି ଦାନ କଲେ ଆୟୁଷ୍ମାନ
ବରଗଡ ଅଫିସ,୭।୬- ବରଗଡ଼ ସହରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ଦର୍ଜୀ ରବିବାର ନିଜ ସଞ୍ଚିତ ରାଶିକୁ କ୍ୟାନ୍ସର ପୀଡିତଙ୍କ ପାଇଁ ନିଜ ସଞ୍ଚିତ ରାଶି ବରଗଡ଼ର ଫାଇଟର୍ସ ଗୃପକୁ ଦାନ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି। ସ୍ଥାନୀୟ…
କୁକୁଡ଼ାଯୋଡ଼ି ଗ୍ରାମରେ ହାତୀ ଆତଙ୍କ: ବୃଦ୍ଧଙ୍କୁ ଦଳି ମାରିଦେଲା
ବାରିପଦା ଅଫିସ ୭।୬- ମୟୁରଭଞ୍ଜ ଜିଲା ବାରିପଦା ବ୍ଲକ ରଜାବସା ପଞ୍ଚାୟତ କୁକୁଡାଯୋଡ଼ି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ ଘଟିଛି। ବୃଦ୍ଧଜଣଙ୍କ ହେଲେ କୁକୁଡାଯୋଡି ଗ୍ରାମର ଚତୁର୍ଭୁଜ ନାୟକ। ମିଳିଥିବା ସୂଚନା ଅନୁସାରେ, ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ କୁକୁଡାଯୋଡ଼ି…
ସୁନାବେଡ଼ା ପୌରାଞ୍ଚଳରେ ୨ କାରୋନା ପଜିଟିଭ୍ ଚିହ୍ନଟ
ଜୟପୁର,୭।୬(ଡି.ଏନ୍.ଏ): କୋରାପୁଟ ଜିଲା ସୁନାବେଡ଼ା ପୌରାଞ୍ଚଳରେ ରବିବାର ୨ କାରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉଭୟ ସ୍ତ୍ରୀ ସ୍ବାମୀ ହୋଇଥିବା ଜଣାପଡ଼ିଛି। ତେବେ ସ୍ତ୍ରୀ ଗର୍ଭବତୀ ଥିବା ଯୋଗୁ ହୋମ୍ କ୍ବାରାଣ୍ଟାଇନରେ ରହିଥିଲେ। ସେମାନେ ମୁମ୍ବାଇ ଫେରନ୍ତା। ଉଭୟଙ୍କୁ ଜୟପୁର କୋଭିଡ-୧୯…
ଭିଜିଲାନ୍ସ ଜାଲରେ ଥୁଆମୂଳ-ରାମପୁର ଏଏସ୍ଆଇ: ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ
କେସିଙ୍ଗା,୭।୬: କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଏଏସ୍ଆଇ ସୁମେଶ୍ୱର ବାଗ ଲାଞ୍ଚ ନେଉଥିବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁମେଶ୍ୱର ରାୟଗଡ଼ା ଜିଲା ଅଧୀନ କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ମାଲିଗାଁର ପବିତ୍ର ନାଏକଙ୍କଠାରୁ ୫୦ ହଜାର ଟଙ୍କା…
ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍ କରେଣ୍ଟ ଦେଇ ମାଛଧରା, କମ୍ ଖର୍ଚ୍ଚରେ ମିଳୁଛି ବେଶି ଲାଭ
ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍ ଖର୍ଚ୍ଚରେ ମାଛ ମାରୁଛନ୍ତି। ଏଭଳି ଦୃଶ୍ୟ ନୟାଗଡ ଜିଲା ଓଡଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଆମ୍ବରାପୁର…
ଲକ୍ଡାଉନ୍ ଯୋଗୁ ବଢ଼ିଛି ଷ୍ଟକ୍: ବିକ୍ରି ହେଉଛି ଏକ୍ସପାଏରି ଖାଦ୍ୟ ପ୍ୟାକେଟ୍
କଟକ ଅଫିସ,୭।୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍ଡାଉନ୍ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ ବଡ଼ ଦୋକାନରେ ସାମଗ୍ରୀ ଷ୍ଟକ୍ ବଢ଼ିଯାଇଛି। କ୍ଷତିରୁ ବର୍ତ୍ତିବା ପାଇଁ ଏବେ ବ୍ୟବସାୟୀମାନେ ପୁରୁଣା…
ରଥଖଳାରୁ…ଉଠିଲା ଦ୍ୱିତୀୟ ଭୂଇଁ
ପୁରୀ ଅଫିସ,୭।୬: ଜୁନ୍ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶନିବାର ରଥଖଳାରେ ତୃତୀୟ ଭୂଇଁ କାମ ଶେଷ ହୋଇଛି। ଏତଦ୍ବ୍ୟତୀତ ତିନିରଥରେ ନଡ଼ିଆ ଗର (ଖଦିଓରା)…
ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର,୭।୬(ବ୍ୟୁରୋ): କରୋନାରେ ପ୍ରାଣ ହରାଇଥିବା ୯ମ ଆକ୍ରାନ୍ତ ଗଞ୍ଜାମ ଜିଲାର। ସେ ୫୫ବର୍ଷୀୟ ପୁରୁଷ। ସେ ଯକ୍ଷ୍ମା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। କରୋନା ସଂକ୍ରମିତ ହେବା ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ…

