ରାପର୍‌ ଡୁଲେଙ୍କୁ ସହଯୋଗର ହାତ ବଢ଼ାଇଲେ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ

ଭବାନୀପାଟଣା,୧୨।୭ (ଡି.ଏନ୍‌.ଏ.): ‘ରାପର୍‌ ଡୁଲେ ରକ୍‌’ଙ୍କ ରାପ୍‌ ସଙ୍ଗ୍‌ ସୋସିଆଲ୍‌ ମଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି। କଳହାଣ୍ଡିର ଏହି ରାପର୍‌ଙ୍କ ଉପରେ ଏବେ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବିଶାଲ ଡଡ୍‌ଲାନିଙ୍କ ନଜର ପଡ଼ିଛି। ବିଶାଲ ଟୁଇଟ୍‌ କରି ଡୁଲେଙ୍କ ସମ୍ପର୍କରେ ଆଶ୍ଚର୍ଯ୍ୟ ପ୍ରକଟ କରି ଲେଖିଛନ୍ତି, ‘ଯଦି ତୁମକୁ ସଙ୍ଗୀତ ପ୍ରଯୋଜନା, ରେକର୍ଡିଂ, ରିଲିଜ୍‌ କରିବାରେ ସାହାଯ୍ୟ ଦରକାର, ମୋ ସହ ସମ୍ପର୍କରେ ରୁହ। ମୁଁ ଯେତିକି ପାରିବି କରିବି। ମୁଁ ନିଶ୍ଚିତ ଯେ ଆମେ ପାରିବା।’ ବିଶାଲଙ୍କ ଏହି ଟୁଇଟ୍‌ ପାଇ ଡୁଲେଶ୍ୱର ଖୁସି ବ୍ୟକ୍ତ କରିବା ସହ ବିଶାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ବଣ୍ଟାଯିବ ସାନିଟାରି ନାପ୍‌କିନ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ବନ୍ୟା ପ୍ରଭାବିତ ଅଞ୍ଚଳରେ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍‌କିନ ଦିଆଯିବ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ...

ଧରାପଡ଼ିବା ଭୟରେ ପ୍ରେମିକଙ୍କୁ ଲୁଚାଇ ଦେଲେ ବାକ୍ସରେ

ବାରିପଦା ଅଫିସ,୮ା୭- ପରିବାର ଲୋକଙ୍କ ଅନୁପସ୍ଥିତିରେ ପ୍ରେମିକଙ୍କୁ ଘରକୁ ଡାକିଥିଲେ ପ୍ରେମିକା। ଦୁହେଁ ବ୍ୟସ୍ତ ଥିବାବେଳେ ହଠାତ୍‌ ଘରେ ପହଞ୍ଚିଥିଲେ ଯୁବତୀଙ୍କ ଭାଇ। କିଛି ଉପାୟ...

ମା’ଙ୍କ ସହ ସ୍କୁଲ ଗଲା ଝିଅ

ରଘୁନାଥପୁର,୧୪।୩ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଉତ ନୂଆଗାଁରେ ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ ଘଟଣାରେ ପୋଲିସ ତଦନ୍ତ...

ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକୋ

ନିମାପଡ଼ା,୧୩ା୬(ଡି.ଏନ୍‌.ଏ.): ବାତ୍ୟାକୁ ୪୦ଦିନ ବିତିଯାଇଥିଲେ ହେଁ ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡା, ଆଙ୍କୁଶୁପୁର, ଶଗଡ଼ା ହେଉଳି ଆଦି ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ କି ପୁନରୁଦ୍ଧାର କାର୍ଯ୍ୟ...

ବ୍ୟାଙ୍କ ମ୍ୟାନେଜର କହି ଟଙ୍କା ଲୁଟ୍‌

ବଅଁରପାଳ,୭।୯(ଡି.ଏନ.ଏ.) ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ୧୦ ହଜାର ଲୁଟ୍‌ ହୋଇଛି। ଲୁଟ୍‌ ଶିକାର ହୋଇଛନ୍ତି ନାଲ୍‌କୋ ଥାନା କନ୍ୟାବେଡା ଗ୍ରାମର ସଞ୍ଜୟ...

ହିଣ୍ଡାଲକୋ ପକ୍ଷରୁ କରୋନା ପ୍ରତିଷେଧକ ପାଇଁ ସାନିଟାଇଜ

ସମ୍ବଲପୁର, ୬।୪ (ବ୍ୟୁରୋ)- ହୀରାକୁଦ ହିଣ୍ଡାଲକୋ ପକ୍ଷରୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ହୀରାକୁଦସ୍ଥିତ କମ୍ପାନୀ...

ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଖ୍ୟାତନାମା ଚିତ୍ରଶିଳ୍ପୀ ଯତୀନ ଦାସଙ୍କୁ ଏକଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ୨୦୧୩ ମସିହା...

ହେଭିଓ୍ବେଟ୍‌ ନେତାଙ୍କୁ ବ୍ରଜରାଜନଗର ଦାୟିତ୍ୱ ଦେଲା ବିଜେଡି

ଝାରସୁଗୁଡ଼ା ଅଫିସ,୧୬ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପନିର୍ବାଚନ ପରିଚାଳନା...

Advertisement
Archives

Model This Week