ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କ ପ୍ରତିବାଦ ସଭା
ବେତନଟୀ, ୭ା୬(ଡି.ଏନ.ଏ)-ବେତନଟୀ ମହାବିଦ୍ୟାଳୟ ନିକଟ ରେଳଫାଟକରୁ ମହୁଲିଆକୁ ଯାଇଥିବା ରାସ୍ତାପାର୍ଶ୍ୱରେ ଦେବତ୍ତୋର ବିଭାଗର କେତେକ ଜମି ରହିଛି। ପ୍ରାୟ ଏକ ସପ୍ତାହ ମଧ୍ୟରେ ୨୦ଏକରରୁ ଊର୍ଦ୍ଧ୍ୱ ଦେବତ୍ତୋର ଜମିକୁ ବାଡ଼ ବସାଇବା ସହିତ ହିଡ଼ ମଧ୍ୟ ଦେଉଥିଲେ l ଏହି ଖବର…
ମାଟି ତଳେ ଶହ ଶହ ଆଧାରକାର୍ଡ଼
ବାଲେଶ୍ୱର ଅଫିସ, ୭।୬-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବଡ଼ାସ ପଞ୍ଚାୟତର ଯୋଗାଇ ପୋଷ୍ଟ ଅଫିସ୍ର ପିଅନଙ୍କ ଘର ପୋଖରୀ ଆଡ଼ିରେ ପୋତା ହୋଇଥିବା ଶହ ଶହ ଆଧାରକାର୍ଡ଼ ଶନିବାର ଉଦ୍ଧାର କରାଯାଇଛି। ଏହାକୁ ନେଇ ଉକ୍ତ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି।…
ସଚେତନତା ଲାଗି କଳାକୃତି
ସୋର, ୭ା୬(ଡି.ଏନ.ଏ.)-ସୋର ଉତ୍ତରେଶ୍ୱରସ୍ଥିତ ଏଲ୍ଏନ୍ ଆର୍ଟସ ପକ୍ଷରୁ କରୋନା ସଚେତନତା ଓ ପରବର୍ତ୍ତୀ ବିଶ୍ୱର କାୟାକଳ୍ପ ନେଇ ଏକ ସୃଜନାତ୍ମକ କଳା ଭାସ୍କର୍ଯ୍ୟ ପ୍ରଦର୍ଶନୀ ଓଡିଶା ଲଳିତକଳା ଏକାଡେମୀ ପରାମର୍ଶରେ ଆୟୋଜିତ ହୋଇଯାଇଛି। ଏହି ପଥର ମୂର୍ତ୍ତି ଖୋଦେଇ ଓ ଚିତ୍ରକଳା…
ଏସ୍ସିବି ଆଇସୋଲେଶନ୍ ୱାର୍ଡରୁ ୨ କରୋନା ରୋଗୀ ଚିହ୍ନଟ
କଟକ ଅଫିସ,୬ା୬-ଏସ୍ସିବି ଆଇସୋଲେଶନ୍ ୱାର୍ଡରୁ ଶନିବାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ନିଜଠାରେ କରୋନାର ଲକ୍ଷଣ ସନ୍ଦେହ କରି ତିନି ଦିନ ତଳେ ଏସ୍ସିବିର କରୋନା ଓପିଡିକୁ ଚିକିତ୍ସା ପାଇଁ ଆସିଥିଲେ। ପରେ ଡାକ୍ତର…
ଗଜପତିରେ ପୁଣି ୧୦ କରୋନା ପଜିଟିଭ
ପାରଳାଖେମୁଣ୍ଡି, ୬ା୬ (ସ୍ବ.ପ୍ର.) – ଗଜପତି ଜିଲାରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ା ଏହି ସଂଖ୍ୟା ଶନିବାର ୬୧ରେ ପହଞ୍ଚିଛି ା ଉକ୍ତ ୧୦ ଜଣଙ୍କୁ ଆର୍.ସୀତାପୁରଠାରେ ଥିବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ା ଗଜପତି…
ଦେଢ଼ମାସ ପରେ ସୋଲାର ପ୍ରକଳ୍ପ ଅଚଳ
କୋରୁକୋଣ୍ଡା,୬ା୬(ଡି.ଏନ.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲି ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ଜଳ ଯୋଗାଣ ବନ୍ଦ ହେତୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୨୨ ପରିବାରର ଶତାଧିକ ଲୋକ ବସବାସ କରୁଥିବା ଏହି ଗ୍ରାମରେ ପାନୀୟ ଜଳ…
କୂଅ ସଫା କାଳ ହେଲା: ଶ୍ୱାସରୁଦ୍ଧ ହୋଇ ୨ଭାଇ ମୃତ
ଜଗନ୍ନାଥପ୍ରସାଦ,୬ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଜଗନ୍ନାଥପାଟଣା ଗ୍ରାମରେ ଶନିବାର କୂଅ ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୈଳାସ ପ୍ରଧାନ (୪୮) ଓ ପ୍ରଦୀପ କୁମାର ପ୍ରଧାନ (୩୬)। ପୁତୁରା ବାବୁ ପ୍ରଧାନ…
୨ଦିନ ଜଙ୍ଗଲରେ ରହିଲେ ପ୍ରବାସୀ: ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ପଳାଇଥିଲେ
ଭଞ୍ଜନଗର,୬।୬(ଡି.ଏନ.ଏ)- ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ଗଁାକୁ ଚାଲିଗଲେ। ଗ୍ରାମବାସୀ ବିରୋଧ କରିବାରୁ ୨ଦିନ ଗଁା ପାଖ ଜଙ୍ଗଲରେ ରହିଲେ। ଶନିବାର ସକାଳେ ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି…
ନୂଆପଡାରେ ପୁଣି ୮କରୋନା ପଜିଟିଭ
ନୂଆପଡା ଅଫିସ,୬ା୬-ନୂଆପଡା ଜିଲାରେ ପୁଣି ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏବେସୁଦ୍ଧା ମୋଟ କରୋନା ପଜିଟିଭ ସଂଖ୍ୟା ୬୭ରେ ପହଞ୍ଚିଛି। ତେବେ ଏହି ୮ ଜଣଙ୍କ ମଧ୍ୟରୁ ନୂଆପଡା ବ୍ଲକ ଟାନୱାଟ ଟିଏମ୍ସିରୁ ଜଣେ ଏବଂ…
ଅଧିକ ଦରରେ କିରୋସିନ ବିକିବା ଘଟଣା: ରିଟେଲରଙ୍କୁ ନିଲମ୍ବିତ କଲେ ଉପଜିଲାପାଳ
ଖପ୍ରାଖୋଲ, ୬।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ଅଧିକ ଦରରେ କିରୋସିନ ବିକ୍ରି ଘଟଣାରେ ରିଟେଲର ନିଲମ୍ବିତ ହୋଇଛନ୍ତି। ପାଟଣାଗଡ଼ ଉପ ଜିଲାପାଳ ସୋମନାଥ ପଧାନ ରିଟେଲର ହଳଧର ଭୋଇଙ୍କୁ ନିଲମ୍ବିତ କରିଛନ୍ତି। ଏ ନେଇ ଖପ୍ରାଖୋଲ…
କିଡ୍ନୀ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଜିଲାପାଳଙ୍କ ନିକଟରେ ଦାବି
ବୌଦ୍ଧ ,୬ା୬(ସ୍ବ.ପ୍ର.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ୧୧ଟି ପଞ୍ଚାୟତର ୨୪ ଗୋଟି ଗ୍ରାମରେ କିଡ୍ନୀ ରୋଗ ମହାମାରୀ ରୂପ ଧାରଣ କରିଛି ା ଏହି ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ବର୍ଷ ମଧ୍ୟରେ ୧୮୯ ଜଣଙ୍କ ମୃତ୍ୟୁ…
ପାଟଣା ସବଷ୍ଟେଶନ ଦେଖିଲେ ବିଧାୟକ
ପାଟଣା,୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସବଷ୍ଟେଶନକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏନେଇ ପାଟଣା ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଣେ ସାମାନ୍ୟ ବର୍ଷା ପବନରେ ଅଞ୍ଚଳରେ ୨୪ରୁ ୪୮…

