ଆମ ଜିଲା ଖବର

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ: ବରଗଡ଼ରେ ବିରୋଧ ପ୍ରଦର୍ଶନ

ବରଗଡ଼ ଅଫିସ,୯।୬: ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଗାନ୍ଧୀଛକ ସମ୍ମୁଖରେ କୋସଲ…

ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର, ୯।୬(ବ୍ୟୁରୋ): ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ଡା. ସନାତନ ଭାରତୀୟ ନ୍ୟୁରୋ…

ପୁଣି ଗଞ୍ଜାମରେ ୧୮ କରୋନା ପଜିଟିଭ୍‌ ଚିହ୍ନଟ: ଚିକିତ୍ସିତ ହେଉଛନ୍ତି ୨୨୬

ଛତ୍ରପୁର,୯।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରୁ ମଙ୍ଗଳବାର ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତିକରାଯାଇ ଚିକିତ୍ସା କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛିା ଏହାକୁ ମିଶାଇ ଜିଲାରେ ମୋଟ୍‌ ପଜିଟିଭ୍‌ଙ୍କ ସଂଖ୍ୟା ୬୪୯ରେ…

ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ଼ର ପ୍ରଥମ କରୋନା ଆକ୍ରାନ୍ତ: ସ୍ବାଗତ କଲା ପଶ୍ଚିମ ଓଡ଼ିଶା ଯୁବାମଞ୍ଚ

ବରଗଡ଼ ଅଫିସ,୯।୬: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୪ ମାଷ୍ଟରଟିକ୍ରା ବାସିନ୍ଦା ତଥା ବମ୍ବେ ଫେରନ୍ତା ଜଣେ ମହିଳା ଜିଲାର ପ୍ରଥମ କରୋନା (କୋଭିଡ-୧୯) ପଜିଟିଭ ଆକ୍ରାନ୍ତଭାବେ ଚିହ୍ନଟ ହୋଇଥିଲେ। ଗତମାସ ୨୩ ତାରିଖରୁ ସେ କୋଭିଡ ହସ୍ପିଟାଲରେ ଚିକିତ୍ସା…

ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ କରୋନା ପଜିଟିଭ୍‌

ନୟାଗଡ଼ ଅଫିସ,୯।୬: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା ପାଇଁ ସୋମବାର ସାରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସିଡିଏମ୍‌ଓ ସୁଧାଂଶୁ…

ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ବଣ୍ଟାଗଲା ହୋମିଓପାଥି ଔଷଧ

ପୁରୀ ଅଫିସ, ୯ା୬: ସେବାୟତଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ହୋମିଓପାଥି ଔଷଧ ପ୍ରଦାନ ଲାଗି ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ମଙ୍ଗଳବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ…

ଖୋର୍ଦ୍ଧା ସବ୍‌ଡିଭିଜନରେ ପୁଣି ୧୪ପଜିଟିଭ ଚିହ୍ନଟ

ଖୋର୍ଦ୍ଧା ଅଫିସ,୯।୬ : ଖୋର୍ଦ୍ଧା ସବ୍‌ଡିଭିଜନରେ ମଙ୍ଗଳବାର ପୁଣି ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବୋଲଗଡ ବ୍ଲକରୁ ୭, ବେଗୁନିଆ ବ୍ଲକରୁ ୪ ଏବଂ ବାଲୁଗାଁରୁ ୩ ଜଣ ଚିହ୍ନଟ ଅଛନ୍ତି । ସମସ୍ତ…

ଟ୍ରକ୍‌ ଧକ୍କାରେ ମହିଳା ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ତିର୍ତ୍ତୋଲ, ୯।୬(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା-ଏରସମା ରାସ୍ତାର କୋତପୁର ନିକଟରେ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତ ବଡ଼ମଠ ଗ୍ରାମର ହାରୁନ ଶାହାଙ୍କ ସ୍ତ୍ରୀ…

ସାହାରପଡ଼ା ବ୍ଲକର ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ

ପାଟଣା,୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତର ଜଣେ ୫୫ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ସାହାରପଡ଼ା…

ହିତେଶଙ୍କୁ ଶ୍ରେଷ୍ଠ ମ୍ୟୁଜିକାଲ ଚଳଚ୍ଚିତ୍ର ପୁରସ୍କାର

ଯାଜପୁରରୋଡ/ଯାଜପୁର ଅଫିସ,୯।୬: ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ ୩ ପର୍ଯ୍ୟନ୍ତ ଅନ୍‌ଲାଇନରେ କୋଭିଡ-୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ରୋଡ୍‌ର ହିତେଶ କୁମାରଙ୍କୁ ଶ୍ରେଷ୍ଠ ମ୍ୟୁଜିକାଲ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ହିତେଶଙ୍କ ଦ୍ୱାରା କୋଭିଡ୍‌…

ଏନ୍‌ଡିଆର୍‌ଏଫ୍‌ର ୪୯ ଯବାନ କରୋନା ପଜିଟିଭ

କଟକ ଅଫିସ,୯।୬: ପଶ୍ଚିମବଙ୍ଗରୁ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଆଉ ୪୯ କରୋନା ଆକ୍ରାନ୍ତ ହୋଇଛନ୍ତି। ସୋମବାର ସେମାନଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭଦ୍ରକ ଅଫିସ,୯।୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୭୯ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ଦେହାନ୍ତ ଘଟିଛି। ଶିକ୍ଷକତାରୁ ରାଜନୈତିକ କ୍ୟାରିୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?