ଗଞ୍ଜାମରେ ଶଟ୍ଡାଉନ ନିୟମ ପରିବର୍ତ୍ତନ, ଲକ୍ଡାଉନ କଟକଣା କୋହଳ; ବ୍ୟବସାୟୀ ଅସନ୍ତୁଷ୍ଟ
ଗଞ୍ଜାମ,୧୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ୍ କଟକଣା କୋହଳ କରାଯାଇଛି।ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଏନ୍ଏସି ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଛି । ଏଥିସହିତ ସାମାଜିକ ଦୂରତା, ମାକ୍ସ ପିନ୍ଧି ନ…
ଗଞ୍ଜାମ-ଖୋର୍ଦ୍ଧା ଚେକ୍ପୋଷ୍ଟ ଅନୁଧ୍ୟାନ କଲେ ଗଞ୍ଜାମ ଏସ୍ପି, କେବଳ ମେଡିକାଲ ଯିବାକୁ ଦେଲେ ଅନୁମତି
ଛତ୍ରପୁର,୧୯ା୭(ଡି.ଏନ୍.ଏ.) : ଗଞ୍ଜାମ-ଖୋର୍ଦ୍ଧା ସୀମା ଗୁରାପଲି ଚେକ୍ପୋଷ୍ଟରେ ପହଞ୍ଚି ଏସ୍ପି ବ୍ରିଜେଶ କୁମାର ରଏ ଅନୁଧ୍ୟାନ କରିଛନ୍ତି। କେବଳ ମେଡିକାଲ କେସ ପାଇଁ ଜିଲା ବାହାରକୁ ଛଡ଼ାଯାଉଛି। ତେବେ ଉପଜିଲାପାଳଙ୍କ ପାସ୍ ଦେଖାଇବାକୁ ପଡ଼ିବ ବୋଲି ଏସ୍ପି କହିଛନ୍ତି। ଉକ୍ତ ଚେକ୍ପୋଷ୍ଟର…
୩୧ ଯାଏ ଭଦ୍ରକ-ଧାମନଗର ଲକ୍ଡାଉନ୍
ଭଦ୍ରକ ଅଫିସ,୧୯।୭ – ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍ଏସି ଅଞ୍ଚଳକୁ ରବିବାର ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସ ଲକ୍ଡାଉନ୍ ଘୋଷଣା କରିଛନ୍ତି। ୨୦ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକ୍ଡାଉନ କଟକଣା ଲାଗୁ ହେବ । ପୂର୍ବପରି…
ମୟୂରଭଞ୍ଜ ଜିଲାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: କାର୍ଯ୍ୟରେ ଥିବା ସମୟରେ ୨ କରୋନା ଯୋଦ୍ଧାଙ୍କୁ କରୋନା
ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରେ ରବିବାର ୧୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୨ଜଣ ସଙ୍ଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ…
କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା
ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା ସଚେତନତା…
ଶେରଗଡ଼ ବ୍ଲକର ୧୭ଗାଁ ରେଡ୍ଜୋନରେ: ଜାଣନ୍ତୁ କେଉଁଟି
ଶେରଗଡ଼,୧୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୯୫ଟି ଛୋଟ ବଡ଼ ଗ୍ରାମ ରହିଛି। ଏଥି ମଧ୍ୟରୁ ରବିବାର ସୁଦ୍ଧା ବ୍ଲକର ମୋଟ ୧୭ଟି ଗାଁ ରେଡ୍ଜୋନ୍ରେ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେଗୁଡ଼ିକ ହେଲା ବ୍ରାହ୍ମଣଛାଇ, ସୋଲସଲା, ପୁନାଦ,…
ଖୋର୍ଦ୍ଧାରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୫୨ ଆକ୍ରାନ୍ତ
ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବିଏମ୍ସିକୁ ବାଦ୍ ଦେଇ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ଜିଲାରେ ୪୩ ଏବଂ ଖୋର୍ଦ୍ଧା ପୌରାଞ୍ଚଳରେ ୯କୁ ମିଶାଇ ମୋଟ ୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ଟାଙ୍ଗି…
୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ
ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍ଟିଏଫ୍ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜଣେ ଅଟକ ଥିବା ନେଇ ସୂଚନା ଦେଇଛନ୍ତି। ଜବତ ହୋଇଥିବା…
ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍, ଚାଲିଛି ଥର୍ମାଲ ସ୍କ୍ରିନିଂ
ଜି.ଉଦୟଗିରି,୧୮।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ ଜୋନ୍ର ଘରଘର ବୁଲି ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହା ସହିତ ଥଣ୍ଡା, କାଶ, ଜ୍ୱର…
ଭିକ୍ଷା ମାଗି ଲକ୍ଷେ ଦାନ
ଖୋର୍ଦ୍ଧା ଅଫିସ,୧୯। ୭: ଖୋର୍ଦ୍ଧା ଜିଲା ବାଘମାରିସ୍ଥିତ ହଟକେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ରୁହନ୍ତି ଗଞ୍ଜାମ ଜିଲାର ରଘୁ ରାଉତ। ବୟସ ୭୦ ଟପିଲାଣି। ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସେ ଆଶା ହରାଇ ନାହାନ୍ତି। ଜୀବନ ଯୁଦ୍ଧରେ ଯୋଦ୍ଧାଟିଏ ସାଜି ଜାରି ରଖିଛନ୍ତି…
କୋଭିଡ୍ ଯୋଦ୍ଧାଙ୍କୁ ନିମ୍ନମାନର ଖାଦ୍ୟ: ଖାଦ୍ୟରୁ ବାହାରୁଛି ପୋକ, ରବର ବ୍ୟାଣ୍ଡ
ପୁରୀ ଅଫିସ,୧୯। ୭: ମହାମାରୀ କରୋନା ବିରୋଧରେ ଚାଲିଛି ଲଢ଼େଇ। ଏହି ଲଢ଼େଇରେ ଆଗରେ ରହିଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ। ଏମାନେ ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ଭୁଲି କରୋନା ବିରୋଧରେ ସଂଗ୍ରାମ ଚଳାଇଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ପ୍ରତି ଅଣଦେଖା…
ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ
ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍ସ୍ପଟ୍ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ ମହାମାରୀ ଭୟଙ୍କର ରୂପ ନେଇଥିବାବେଳେ ପ୍ରତିଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଏକାଧିକ…

