ଆମ ଜିଲା ଖବର

୫ ଗାଁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ

ପାଟଣା,୧୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି, ଏରଣ୍ଡେଇ ଓ ସରସକୋଲା ପଞ୍ଚାୟତର ଜଣେ ଲେଖାଏ କରୋନା ପଜିଟିଭ ବାହାରିଥିବାରୁ ଗୁରୁବାର ଜିଲା ପ୍ରଶାସନ ତରଫରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି। ଏଥିସହ ପାଟଣା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।…

ଜିଲା ପ୍ରଶାସନର ଉପେକ୍ଷା ପ୍ରତିବାଦରେ କଂଗ୍ରେସର ଧାରଣା

ବାରିପଦା ଅଫିସ,୧୧ା୬- ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ମାସ୍କ, ଟେଷ୍ଟିଙ୍ଗ କିଟ୍‌, ପିପିଇ ଓ ର଼୍ୟାପିଡ୍‌ କୋଭିଡ୍‌ ଟେଷ୍ଟିଂ ମେଶିନ କିଣାରେ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏନେଇ ସରକାରଙ୍କ ବିରୋଧରେ ଗୁରୁବାର ଦାବିପତ୍ର ଦେବାକୁ ଯାଇଥିତ୍ବା…

ବିନା ସ୍ବାବ୍‌ ପରୀକ୍ଷାରେ ସଙ୍ଗରୋଧରୁ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

କୋକସରା, ୧୧।୬ (ଡି.ଏନ.ଏ)-ଲକ୍‌ ଡାଉନ ଯୋଗୁ ଦେଶାନ୍ତର ଶ୍ରମିକମାନେ ଅନେକ ଯାତନା ସହି କୌଣସି ପ୍ରକାରେ ନିଜ ଭିଟାମାଟିକୁ ଫେରିଥିବା ବେଳେ ସେମାନଙ୍କୁ ଜିଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିଛନ୍ତି। ତେବେ…

ବ୍ଲକ ପରିସରରେ ସରପଞ୍ଚଙ୍କୁ ଆକ୍ରମଣ

ଟିଟିଲାଗଡ଼, ୧୧।୬ (ଡି.ଏନ.ଏ)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ବିନେକେଲା ପଞ୍ଚାୟତର ସରପଞ୍ଚ ହରି ମାଝୀ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଆକ୍ରମଣର ଶିକାର ହୋଇଛନ୍ତି। ବିଡିଓଙ୍କ ସହ ସେ ଆଲୋଚନା କରୁଥିବା ବେଳେ ବ୍ଲକ ପଡାର ସୁନୀଲ ବିଶ୍ୱାଳ ନାମକ ଯୁବକ…

ଜୁଲାଇ ୧ରୁ ହେବ ସାଳନ୍ଦୀରୁ ଦଳ ସଫା

ଭଦ୍ରକ ଅଫିସ, ୧୧ା୬-ବର୍ଷାଦିନକୁ ଆଖି ଆଗରେ ରଖି ଜଳ ନିଷ୍କାସନର ସୁବ୍ୟବସ୍ଥା ପାଇଁ ସାଳନ୍ଦୀ ନଦୀରୁ ଦଳ ସଫା କରାଯିବା ପାଇଁ ଜିଲାପାଳ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକର ଲାଇଫ୍‌ଲାଇନ କୁହାଯାଉଥିବା ସାଳନ୍ଦୀ ନଦୀରେ ବର୍ଷାଦିନେ ବନ୍ୟା ସୃଷ୍ଟି ହୋଇଥାଏ।…

ବିଏସ୍‌ଏନ୍‌ଏଲ ମଜଦୁର ସଂଘର ତାଲାବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୧ା୬-ବିଏସ୍‌ଏନ୍‌ଏଲ ମଜଦୁର ସଂଘ ସଭାପତି ଲଳିତ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ବିଏସ୍‌ଏନ୍‌ଏଲ କର୍ମଚାରୀ ସ୍ଥାନୀୟ ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଓ ଏକ୍ସଚେଞ୍ଜ ଅଫିସକୁ ତାଲା ପକାଇ ବନ୍ଦ କରିଦେଇଥିଲେ ା ୬ ଦଫା ଦାବି ନେଇ ଏହି କର୍ମଚାରୀମାନେ…

କୋଭିଡ୍‌ ଆମ୍ବୁଲାନ୍ସ ବିଲ୍‌ ମିଳୁନି, ଧାରଣାରେ ବସିଲେ ଚାଳକ

ପାତ୍ରପୁର,୧୧ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକରେ ଲାଗିଥିବା ୨କରୋନା ଆମ୍ବୁଲାନ୍ସର ୫ ସପ୍ତାହ ହେଲା ବିଲ୍‌ ହୋଇନାହିଁ। ଏଥିସହ ଚାଳକଙ୍କୁ ମଧ୍ୟ ଖାଇବା ଖର୍ଚ୍ଚ ଦିଆଯାନାହିଁ। ଏହାର ପ୍ରତିବାଦରେ ୨ ଚାଳକ ଜ୍ୟୋତିକୃଷ୍ଣ ବେହେରା ଓ କୃଷ୍ଣ ପଣ୍ଡା ଗୁରୁବାର ବ୍ଲକ କାର୍ଯ୍ୟାଳୟ ଆଗରେ…

ଭଙ୍ଗାଘରେ ଜୀବନ ବିତାଉଛନ୍ତି ନିଃସହାୟ ସୋଲି

ଶେରଗଡ଼,୧୧ା୬(ଡି.ଏନ୍‌.ଏ.)- ଶେରଗଡ଼ ଗ୍ରାମ କୈବର୍ତ୍ତ ସାହିର ସୋଲି ବେହେରା (୨୪)। ବିବାହର କିଛିବର୍ଷ ପରେ ସ୍ବାମୀ କେଉଁଆଡେ ଚାଲିଯିବାରୁ ସେ ବାପଘରକୁ ଫେରି ଆସିଥିଲେ। ମାତ୍ର ସେତେବେଳକୁ ବାପା ଓ ମା’ଙ୍କ ମୃତ୍ୟୁ ହୋଇ ସାରିଥିଲେ। ଏବେ ୪ବର୍ଷର ସନ୍ତାନଙ୍କୁ ଧରି…

ପିଠିରେ ବଢୁଛି ମାଂସ ପିଣ୍ଡୁଳା, ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ

ଦାରିଙ୍ଗବାଡ଼ି,୧୦ା୬(ଡି.ଏନ୍‌.ଏ.)-ପିଠିରେ ଅସ୍ବାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା। ଅସ୍ତ୍ରୋପଚାର ପାଇଁ ଅର୍ଥ ନାହିଁ। ଚାଷ କରି ଚଳୁଥିବାବେଳେ ଅସହ୍ୟ ଯନ୍ତ୍ରଣା ହେଉଥିବାରୁ କାମଧନ୍ଦାକୁ ଯାଇପାରୁ ନାହାନ୍ତି। ଅସ୍ତ୍ରୋପଚାର ପାଇଁ ପାଖରେ ଅର୍ଥ ନଥିବା କହିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡି ପଞ୍ଚାୟତ ଗଡ଼ାପକାଲି…

ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା: ଭାଇ, ଭଉଣୀଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ ମହଙ୍ଗା ପଡିଛି। ଏଥିରେ ତାଙ୍କ ଭଉଣୀ ମଧ୍ୟ ଠକାମୀର ଶିକାର ହୋଇଛନ୍ତି। ଠକ ଗ୍ୟାଙ୍ଗ…

ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଧରାକୋଟ,୧୧ା୬(ଡି.ଏନ.ଏ.)-ଧରାକୋଟ ବ୍ଲକ ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ବୁଧବାର ରାତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମଚ୍ଛାକୋଟ ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଶିବରାମ ପ୍ରଧାନ (୫୫)। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନରେ ଶିବରାମ ଅସୁସ୍ଥ ହେବା ପରେ ଅପରାହ୍ନରେ…

ଗଞ୍ଜାମ ଜିଲାର ନୂତନ ଡିଆଇପିଆର୍‌ଓଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୬ରୁ ସେ ଓଡ଼ିଶା ସୂଚନା ସେବାରେ ଯୋଗଦେଇ ପ୍ରଥମେ ଜୟପୁରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?