ଆମ ଜିଲା ଖବର

ବ୍ୟାରିକେଡ୍‌ରେ ସାନଘାଗରା

କେନ୍ଦୁଝର, ୩୦ା୭ (ସ୍ବ.ପ୍ର.)- ମନୋରମ ପର୍ଯ୍ୟଟନସ୍ଥଳ ସାନଘାଗରା ଦୀର୍ଘ ପ୍ରାୟ ୪ ମାସ ହେଲା ତାଲା ବନ୍ଦ ରହିଛି। ବର୍ଷତମାମ ଚଳଚଞ୍ଚଳ ରହୁଥିବା ଏହି ସ୍ଥାନଟି କରୋନା ଶଟ୍‌ ଡାଉନ ଓ ଲକଡାଉନ ପାଇଁ ଏବେ ଖାଁ ଖାଁ ହୋଇ ପଡ଼ିଛି।…

ଭାଜପା ନେତାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଲେ କଣ୍ଟାମାଳ ବିଧାୟକ

ବୌଦ୍ଧ,୩୦।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ତଥା କଣ୍ଟାମାଳ ବ୍ଲକର ସିଆଲଝୁଲି ଗ୍ରାମର ଲୋକନାଥ ପ୍ରଧାନଙ୍କ ହତ୍ୟା ଘଟଣା ନେଇ ରାଜନୀତି ଜୋର ଧରିଛି। ମଙ୍ଗଳବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି…

ମାଟ୍ରିକ ରେଜଲ୍ଟ ଖରାପ ହେବାରୁ ଜୀବନ ହାରିଲେ ଛାତ୍ରୀ

ଏରସମା,୨୯ା୭(ସ୍ବ.ପ୍ର.):ମାଟ୍ରିକ ପରୀକ୍ଷା ରେଜଲ୍ଟ ଖରାପ ହେବାରୁ ଜଗତ୍‌ସିଂହପୁର ଜିଲାର ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଏରସମା ଥାନା ଅନ୍ତର୍ଗତ ଜାନକାଦେଈପୁର ପଞ୍ଚାୟତସ୍ଥିତ ଦୁର୍ଗାପୁର(କୋଚିଲାବେଦୀ)ଗ୍ରାମର ପ୍ରଫୁଲ୍ଲ ସ୍ବାଇଁଙ୍କ ଝିଅ ଲିଜାରାଣୀ ସ୍ବାଇଁ। ଲିଜା ଗୋଡ଼ା ପଞ୍ଚାୟତସ୍ଥିତ ବୃନ୍ଦାବନ ବିହାରୀ…

ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ

ବଅଁରପାଳ, ୨୯ା୭(ଡି.ଏନ.ଏ.)- ନାଲ୍‌କୋର ନୂତନ ପ୍ରଡକ୍ସନ ନିର୍ଦ୍ଦେଶକ ଭାବେ ବିଜୟ କୁମାର ଦାସଙ୍କୁ ବୁଧବାର ମନୋନୀତ କରାଯାଇଛି। ବର୍ତ୍ତମାନ ସେ ନାଲ୍‌କୋ କର୍ପୋରେଟରେ ନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି। ଏବେ ପ୍ରଡକ୍ସନ ନିର୍ଦ୍ଦେଶକ ରହିଥିବା ଭି. ବାଲ୍‌ ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ…

ଏହି ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କଲେ ଜିଲାପାଳ

ବଲାଙ୍ଗୀର ଅଫିସ,୨୯।୭-ବଲାଙ୍ଗୀର ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲା ଶଟ୍‌ଡାଉନ ରହିବ। ବୁଧବାର ଜିଲାପାଳ ଅରବିନ୍ଦ ଡାକୁଆ ଏହି ସୂଚନା ଦେଇଛନ୍ତି। ଗତକାଲି ଜିଲାରେ ୨୧ ଆକ୍ରାନ୍ତ…

ସୌରଭ କଳାହାଣ୍ଡି ଜିଲା ଟପ୍ପର

ଜୁନାଗଡ,୨୯।୭(ଡି.ଏନ୍‌.ଏ)-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁରସ୍ଥିତ କୃପାସିନ୍ଦୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୌରଭ କୁମାର ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୪୦(୯୦%)ନଂ ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର…

ଗାଧୋଇବା ହେଲା କାଳ: କେନାଲରେ ବୁଡି ଗଲେ ୨ ସାଙ୍ଗ

ଅନୁଗୋଳ ଅଫିସ, ୨୯।୭-ଅନୁଗୋଳ ସହରର ହେମସୁରପଡା ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କେନାଲ ପାଣିରେ ବୁଡି ୨ ସାଙ୍ଗ ପ୍ରାଣ ହରାଇଛନ୍ତି। ମୃତକ ହେଲେ ବୃନ୍ଦାବନ ସେଠି ଓ ବାବୁ ମହାନ୍ତି। ଉଭୟେ ଗାଧୋଇବା ପାଇଁ କେନାଲକୁ ଯାଇଥିବାବେଳେ…

ନୟାଗଡ ଜିଲା ଟପ୍ପର କେତେ ମାର୍କ ରଖିଛନ୍ତି ଜାଣନ୍ତୁ

ନୟାଗଡ ଅଫିସ,୨୯।୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନୟାଗଡ ଜିଲା ଓଡଗାଁ ରାଧାକାନ୍ତ ଗାଲର୍ସ ହାଇସ୍କୁଲର ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ସର୍ବାଧିକ ୯୫ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ଏଥିସହ ସେ ଜିଲା ପାଇଁ ଗୌରବ ଆଣିଛନ୍ତି। । ପ୍ରଜ୍ଞାରାଣୀ…

ଅଲିଭା କେନ୍ଦ୍ରାପଡା ଜିଲା ଟପ୍ପର

କେନ୍ଦ୍ରାପଡା ଅଫିସ,୨୯ା୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ରାଧାମୋହନ ଟେକ୍ନିକାଲର ଛାତ୍ରୀ ଅଲିଭା ଭୂୟଁା ସର୍ବାଧିକ ନମ୍ବର ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୯୫ ପ୍ରତିଶତ ନମ୍ବର ରଖିଛନ୍ତି। ତେବେ ଭବିଷ୍ୟତରେ ସେ…

ଅନୁଗୋଳ ଜିଲାରେ ପ୍ରଥମ ହେବାକୁ ନ ଥିଲା ଆଶା: ଟପ୍ପର କହିଲେ କିଛି ଏମିତି କଥା

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାର ଛାତ୍ର ସୌମ୍ୟରଞ୍ଜନ ସାମନ୍ତ ଚଳିତ ବର୍ଷ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୭୫(୯୫.୮୩%)…

ମାଟ୍ରିକ ପରୀକ୍ଷା ଫଳ: କେନ୍ଦ୍ରାପଡା ଜିଲାରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ ଜାଣନ୍ତୁ

କେନ୍ଦ୍ରାପଡା ଅଫିସ, ୨୯ା୭-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲାରେ ଚଳିତ ବର୍ଷ ପାସ ହାର ୮୦.୧୯ % ପ୍ରତିଶତ ରହିଛି। ତେବେ ଏଥର ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ…

ଉପାନ୍ତ ଜିଲାରେ ଚମକିଲେ ବିଜୟଲକ୍ଷ୍ମୀ: ନୂଆପଡା ପାଇଁ ଆଣିଲେ ଗୌରବ

ନୂଆପଡା ଅଫିସ,୨୯।୭: ନୂଆପଡା ଭଳି ଉପାନ୍ତ ଜିଲାରେ ଡାକ୍ତରାଣୀ ହୋଇ ନିଷ୍ପେଷିତଙ୍କ ସେବା କରିବି ବୋଲି କହିଛନ୍ତି ନୂଆପଡା ଜିଲା ମାଟ୍ରିକ ଟପ୍ପର ବିଜୟ ଲକ୍ଷ୍ମୀ ବେହେରା। ସେ ଏଥର ୯୨.୫ ପ୍ରତିଶତ ମାର୍କ ରଖିଛନ୍ତି। ବିଭାଗରୁ ମିଳିଥିବା ତ ଥ୍ୟାନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?