ଅଲିଭା କେନ୍ଦ୍ରାପଡା ଜିଲା ଟପ୍ପର

କେନ୍ଦ୍ରାପଡା ଅଫିସ,୨୯ା୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ରାଧାମୋହନ ଟେକ୍ନିକାଲର ଛାତ୍ରୀ ଅଲିଭା ଭୂୟଁା ସର୍ବାଧିକ ନମ୍ବର ରଖି
ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୯୫ ପ୍ରତିଶତ ନମ୍ବର ରଖିଛନ୍ତି। ତେବେ ଭବିଷ୍ୟତରେ ସେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଗରିବ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଅଲିଭା ଦିନକୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ଶିକ୍ଷାକ୍ଷେତ୍ରରେ ପ୍ରେରଣାଦାତା ଭାବେ ବାପା ଓ ମାଙ୍କ ସହିତ ବିଦ୍ୟାମନ୍ଦିରର ଗୁରୁମା ଗୁରୁଜୀଙ୍କୁ ଅଲିଭା ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଜଗତ୍‌ସିଂହପୁର କୋର୍ଟରେ ପ୍ରଥମ ଫାଶୀ ଦଣ୍ଡାଦେଶ

ଜଗତ୍‌ସିଂହପୁର ଅଫିସ,୧୦।୯: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଗଡ଼ହରିପୁରରେ ୨୦୧୮ ମାର୍ଚ୍ଚ ମାସରେ ଜନୈକା ନାବାଳୀକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ...

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ସପ୍ତାହେ ହେଲା କାଲିଗାଡ଼ୁ-ସୁଗଡ଼ବାଡ଼ି ମଧ୍ୟରେ ଯାତାୟାତ ବନ୍ଦ, ବିପଦସଙ୍କୁଳ ଭାବେ ନାଳ ପାର ହେଉଛନ୍ତି ଛାତ୍ରୀଛାତ୍ର

ରାଇକିଆ, ୧୪।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ କାଲିଗାଡୁ-ସୁଗଡବାଡି ରାସ୍ତାରେ ଏକ ସପ୍ତାହ ହେଲା ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ କାଲିଗାଡୁ ନାଳରେ...

ଆଜି ଚିତାଲାଗି ଅମାବାସ୍ୟା

ପୁରୀ ଅଫିସ, ୨୦ା୭: ସୋମବାର ଚିତାଲାଗି ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଦାରୁ ବିଗ୍ରହଙ୍କୁ ଦଇତାପତି ସେବକମାନେ...

ବିକାଶନୁ ବହୁତ୍‌ ଦୂରେ ଡେବ୍ରିଆମୁଣ୍ଡାବାସୀ

ଲାଠୋର, ୧୨।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗଁଗଁଲିର ବିକାଶ କଥା କହୁଛନ୍‌। ଇଥିରଲଗି ଅନେକ ଯୋଜନା ବି କାଯ୍‌କାରୀ କରି ଫିବଛର...

ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ...

ପ୍ରେମବିବାହ କରିଥିବା ସତ୍ତ୍ୱେ ନାବାଳିକାଙ୍କୁ ନେଇ ଫେରାର ହେଉଥିଲେ, ଆରଡି ପୋଲିସ ହାତରେ ଧରାପଡ଼ିଲେ ୩୨ ବର୍ଷୀୟ ଯୁବକ

ଆରଡି, ୨୪ା୪,(ଡି.ଏନ.ଏ.): ନାବାଳିକାଙ୍କୁ ନେଇ ଫେରାର ହେଉଥିବା ବେଳେ ଭଦ୍ରକ ଜିଲା ଆରଡି ଫାଣ୍ଡି ପୋଲିସ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଛି।...

ମହର୍ଷି କଲେଜ ନିକଟରେ ନିଶାସକ୍ତଙ୍କ ଆତଙ୍କ ଘଟଣା: ୩ ଦିନ ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ଗତ ବୁଧବାର ସନ୍ଧ୍ୟାରେ ୧୫ରୁ ଊର୍ଦ୍ଧ୍ୱ ନିଶାସକ୍ତ ଯୁବକ ଆତଙ୍କ ଖେଳାଇଥିଲେ। ରାସ୍ତାରେ ଯାଉଥିବା ପଥଚାରୀଙ୍କୁ...

‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ଅନ୍ତରୀଣ ଡିଜିପି: ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ)-‘ହ୍ୟାଲୋ ମୁଁ ଡିଜିପି ସତ୍ୟଜିତ ମହାନ୍ତି କହୁଛି। ଆପଣ ଥାନାକୁ ଯାଇ ଅଭିଯୋଗ କରିଥିଲେ, ପୋଲିସ ଠିକ୍‌ କାର୍ଯ୍ୟାନୁଷ୍ଠାନ ନେଇଛି କି? ଥାନା ଅଧିକାରୀ...

Coronavirus Update


Archives

Model This Week

Why Dharitri