ଆମ ଜିଲା ଖବର

ରିକ୍ସା ଚାଳକଙ୍କୁ ଗଳାକାଟି ହତ୍ୟା: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

ଭବାନୀପାଟଣା,୧୩ା୭(ଡି.ଏନ୍‌.ଏ.)-ଭବାନୀପାଟଣା ପୌରାଞ୍ଚଳର ୧୦ ନମ୍ବର ୱାର୍ଡ ଅଧୀନ ଅର୍କାବାହାଲିପଡ଼ା ଛକରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି ା ସାମାନ୍ୟ ବଚସାକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ରିକ୍ସା ଚାଳକଙ୍କ ଗଳାକାଟି ହତ୍ୟା କରିଛନ୍ତି ା ମୃତକ ହେଲେ ବଡ଼ପଡ଼ାର ତିଲ ବାଗ୍‌(୫୬) ା…

କୋଭିଡ ନିୟମ ଉଲ୍ଲଘଂନ କରି କଳସ ଶୋଭାଯାତ୍ରା: ଥାନାରେ ମାମଲା

ପଟ୍ଟାମୁଣ୍ଡାଇ,୧୩।୭(ସ୍ବ.ପ୍ର)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ଗ୍ରାମରେ ଗ୍ରାମଦେବତୀଙ୍କ ପ୍ରତିଷ୍ଠା ଉତ୍ସବରେ କୋଭିଡ ନିୟମ ଉଲ୍ଲଘଂନ ହୋଇଥିବା ନେଇ ରବିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଗ୍ରାମର ୪ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିଲା। ଏ ନେଇ ସୋମବାର…

ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିଲା ଅଭିଯୁକ୍ତ: ଚଢିଗଲା ଟ୍ରକ

ରାୟଗଡା ଅଫିସ,୧୩।୭-ପୋଲିସ ଆଖିରେ ଧୂଳି ଦେଇ ଥାନା ସମ୍ମୁଖରୁ ଖସି ଯିବାକୁ ଜଣେ ଅଭିଯୁକ୍ତ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୋମବାର ରାୟଗଡା ଜିଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…

ବୁଦ୍ଧଖୋଲ ଶୈବପୀଠ ଖାଁ ଖାଁ: ଶୁଭିଲାନି କାଉଡ଼ିଆଙ୍କ ମନ୍ତ୍ର ଉଚ୍ଚାରଣ

ବୁଗୁଡା,୧୩।୭(ଡି.ଏନ୍‌.ଏ.): କରୋନା ମହାମାରୀରୁ ମୁକ୍ତି ନିମନ୍ତେ ଲାଗୁ ହୋଇଛି ଲକଡାଉନ ଓ ଶଟ୍‌ଡାଉନ୍‌। ଏ ନେଇ ଶ୍ରାବଣ ମାସ ସୋମବାରରେ ପ୍ରାୟ ସମସ୍ତ ଶୈବ ପୀଠ ଶୂନଶାନ ହୋଇଯାଇଛି। ଏଥିରୁ ବାଦ୍‌ ପଡିନାହିଁ ଗଞ୍ଜାମ ଜିଲା ବୁଗୁଡ଼ା ନିକଟରେ ଅବସ୍ଥିତ ଐତିହାସିକ…

ବ୍ରହ୍ମପୁର ସହରରେ କରୋନା ଭୟ: ଫାଷ୍ଟ ଗେଟ ସିଲ୍‌

ବ୍ରହ୍ମପୁର ଅଫିସି,୧୩।୭: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସହର ଜିଲାର ଏକ ମାତ୍ର ପ୍ରମୁଖ ସହର ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ସହରର ସ୍ଥିତି ଏବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଲକ୍‌ଡାଉନ୍‌ କୋହଳ…

ଖୋର୍ଦ୍ଧାରେ ଖୋଲିବ କୋଭିଡ୍‌ କେୟାର ସେଣ୍ଟର: ଉପଲବ୍ଧ ହେବ ୮ଶହ ବେଡ୍‌

ଖୋର୍ଦ୍ଧା ଅଫିସ,୧୩।୭: ଖୋର୍ଦ୍ଧା ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଜିଲାରେ କୋଭିଡ୍‌ କେୟାର ସେଣ୍ଟର ଖୋଲିବ। ଏନେଇ ସୋମବାର ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଭୁବନେଶ୍ବରସ୍ଥିତ ଆଇଏଏସ୍‌ ଓ ସମ…

କରୋନା ସଂକ୍ରମଣ ଭୟ: ବ୍ରହ୍ମପୁର ସୀମା ସିଲ୍‌

ବ୍ରହ୍ମପୁର ଅଫିସ,୧୩।୭-ସାରା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲା ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି ସୋମବାର ବ୍ରହ୍ମପୁର ସହରର ଚାରି…

ଓଡ଼ିଶାରେ ଘଟିଲା ଏମିତି ଆଶ୍ଚର୍ଯ୍ୟଜନକ ଘଟଣା: ଚିତିବୋଡାକୁ ଖାଇଦେଲା ତେନ୍ତୁଳିଆ ବିଛା

କଣ୍ଟାପଡା,୧୩।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ସ୍ଥିତ ଓଲଟପୁରଠାରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏକ ୧୦ ଇଞ୍ଚ ଲମ୍ବର ଚିତିବୋଡା ସାପକୁ ଏକ ୬ ଇଞ୍ଚର ତେନ୍ତୁଳିଆ ବିଛା ଖାଇଦେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଓଲଟପୁରସ୍ଥିତ ଏସ୍‌ ଭି.…

ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ । କାର୍ଯ୍ୟରେ ଯୋଗ ଦେବା ପାଇଁ ହେଲେ କୋଭିଡ-୧୯ ଟେଷ୍ଟ କରିବାକୁ ଅଷ୍ଟମ ବାଟାଲିୟନ…

ଭଦ୍ରକ-କୋଲକତା ବସ୍‌ ଚଳାଚଳ ବନ୍ଦ

ଭଦ୍ରକ ଅଫିସ,୧୩।୭-ଭଦ୍ରକରୁ କୋଲକତା କୌଣସି ବସ୍‌ ଯାଇପାରିବନି କି ଆସିପାରିବନି। କୋଲକତାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଏପରି ପଦକ୍ଷେପ ନେଇଛି ଭଦ୍ରକ ଜିଲାପ୍ରଶାସନ। ଏ ନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।

କରଡ଼ାକନାରେ ୨ ଦୋକାନ ସିଲ: ୧୦ହଜାର ଜରିମାନା ଆଦାୟ

ଶେରଗଡ଼,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ପ୍ରଶାସନ ପକ୍ଷରୁ ପ୍ରତିଦିନ ଅଞ୍ଚଳରେ ଯାଞ୍ଚ କରାଯାଉଛି। ଶେରଗଡ଼ରେ ଗୋଷ୍ଠୀ ସଂକ୍ରମଣ ଯେପରି ନ ହେବ ସେଥି ପ୍ରତି ତହସିଲ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ପ୍ରତିଦିନ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ…

ଛତ୍ରପୁରରେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍‌: ବ୍ୟାଙ୍କ, ୫ ଗାଁ ଶଟଡାଉନ

ଛତ୍ରପୁର,୧୩।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏ ନେଇ ଗୋଟିଏ ବ୍ୟାଙ୍କ ଶାଖାକୁ ୫ ଦିନ ଓ ୫ ଟି ଗାଁକୁ ସ୍ଥାନୀୟ ସରପଞ୍ଚମାନେ ୭ ଦିନ ଶଟଡାଉନ ଘୋଷଣା କରିଛନ୍ତି। ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?