ଆମ ଜିଲା ଖବର

ମନ୍ଦିର, ଶ୍ୟାମାଚରଣପୁର କଣ୍ଟେନ୍‌ମେଣ୍ଟ ଜୋନ୍‌

ଢେଙ୍କାନାଳ ଅଫିସ, ୭ା୭ ଢେଙ୍କାନାଳ ସହରରେ ଥିବା ଏକ ପ୍ରମୁଖ ମନ୍ଦିରର ପୂଜକ ରବିବାର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୋମବାର ମନ୍ଦିର ସମେତ ଶ୍ୟାମାଚରଣପୁର ଅଞ୍ଚଳକୁ ୭୨ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା…

ଶ୍ରାବଣ ପ୍ରଥମ ସୋମବାର କପିଳାସ ଭକ୍ତଶୂନ

ଢେଙ୍କାନାଳ ଅଫିସ, ୭ା୭ ଚଳିତବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାରରେ କପିଳାସ ଭକ୍ତଶୂନ୍ୟ ହୋଇପଡିଛି। କରୋନା ସଂକ୍ରମଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କପିଳାସ ସମେତ ଜିଲାର ୧୪ଟି ଶୈବପୀଠରେ କାଉଡିଆଙ୍କ ସମାଗମ ବନ୍ଦ କରିବାକୁ ୧୪୪ ଧାରା ଜାରି କରାଯାଇଛି।…

ବଢୁଛି ଆନ୍ତଃ ରାଜ୍ୟ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ

ବସ୍ତା, ୭।୭(ଡି.ଏନ.ଏ.)-ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲା ଅଧୀନ ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ଅପରାଧୀମାନେ ଯୋଜନାବଦ୍ଧ ଭାବେ ଅପରାଧ ଘଟାଇ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଆଶ୍ରୟ ନେଉଛନ୍ତି। ବାରମ୍ବାର ଧରାପଡ଼ିଲେ ମଧ୍ୟ ସେମାନଙ୍କର…

ବିଜ୍ଞାନ ଛାତ୍ରଙ୍କ ପରିବାଚାଷ

କେନ୍ଦୁଝର, ୭।୭(ସ୍ବ.ପ୍ର.)-ପାଠ ସହିତ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ମାନସିଂ ସୋରେନ ା ତାଙ୍କ ଘର ଘଷିପୁରା ବ୍ଲକରେ। କିନ୍ତୁ ପିଲା ଦିନରୁ ସଦର ବ୍ଲକ ରାଜବନ୍ଧରେ ପିଉସି ପୁଅ ଭାଇଙ୍କ ଘରେ ରହି ପାଠ ପଢୁଛନ୍ତି। ମାଟ୍ରିକ ପାସ କରିବା…

କାରଖାନା ପରିସରରେ ମହିଳା ଶ୍ରମିକଙ୍କୁ ହତ୍ୟା

ଓଡାପଡା,୬ା୭(ଡି.ଏନ.ଏ)- ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ ବିଏସ୍‌ଏଲ୍‌ କାରଖାନା ପରିସରରେ ମହିଳା ଠିକା ଶ୍ରମିକ ଜଲି ସାହୁ(୩୦)ଙ୍କୁ ସୋମବାର ହତ୍ୟା କରାଯାଇଛି। ଜଲିଙ୍କ ସହ ସମ୍ପର୍କ ରଖିଥିବା କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ଅଚ୍ୟୁତାନନ୍ଦ ଦାସ ଏହି ହତ୍ୟାକାଣ୍ଡ ଘଟାଇଥିବା…

ହୋମ କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର ଅଫିସ, ୬ା୭- କେନ୍ଦ୍ର ଏମଏସଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚଳିତମାସ ୨ ଓ ୩ ତାରିଖରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକଙ୍କ ସହ ସରକାରୀ କାର୍ଯ୍ୟକ୍ରମ ଓ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଏକାଦଶାହ କାର୍ଯ୍ୟରେ ଯୋଗ…

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ସାପ୍ତାହିକ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଜୁନାଗଡ,୬।୭(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ସରପଞ୍ଚ ଅଜୟ କୁମାର ବେହେରା ମହିଚଲା ଶନିବାର ସାପ୍ତାହିକ ବଜାର(ହାଟ)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉକ୍ତ ଦିନ ମହିଚଲାର ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ମଧ୍ୟ…

ନୀଲଜୀ ୟୁଜିବିର ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌ ଘଟଣା: ଅବସରପ୍ରାପ୍ତ ମ୍ୟାନେଜର, କ୍ୟାଶିୟର ଗିରଫ

ସିନାପାଲି,୬।୭(ଡି.ଏନ.ଏ)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ନୀଲଜୀ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଦଶଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗରେ ପୋଲିସ ସୋମବାର ବ୍ୟାଙ୍କର ଅବସରପ୍ରାପ୍ତ ମ୍ୟାନେଜର ଓ କ୍ୟାଶିୟରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅବସରପ୍ରାପ୍ତ ମ୍ୟାନେଜର ନୀଳାଦ୍ରି ବେଶ୍ରା…

ଭୋଜି ଖାଇବାକୁ ଡାକି ଯୁବକଙ୍କୁ ହତ୍ୟା  

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଅଇଁଠାପାଲି ଥାନା କରମଟୁଲିରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସୋନୁ ଖଡିଆ (୨୪)। ଏହି ଘଟଣାରେ ଉମେଶ ମୁଣ୍ଡା ଗୁରୁତର ହୋଇଛନ୍ତି ା ତାଙ୍କୁ ବୁର୍ଲା…

୭ ଦିନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁର୍ଲାରେ ଭିସୁଟ୍‌ ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ବୁର୍ଲାରେ ଭୟର ବାତାବରଣ ଖେଳି ଯାଇଛି। ତେଣୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ସପ୍ତାହ ପାଇଁ…

ନୀଳଗିରି ବିଧାୟକଙ୍କୁ କରୋନା

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଧାୟକ ନାୟକ ଗତ ୧ତାରିଖରେ କୌଣସି କାର୍ଯ୍ୟରେ…

ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ

ବାଲିଗୁଡା,୬।୭(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଜକିକିଆ ନିକଟ ୫୯ନଂ. ଜାତୀୟ ରାଜପଥରେ ସୋମବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ବାପ, ଝିଅ ପ୍ରାଣ ହରାଇଥିବାବେଳେ ଅନ୍ୟ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଚାଳକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?