ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ଜୁନାଗଡ଼,୩ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼- ସାନଫୁର୍ଲା ରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ଉଭୟ ଗ୍ରାମବାସୀ ଯାତାୟାତ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷ କରି ଏବେ ବର୍ଷା ସମୟରେ ଏହି ରାସ୍ତାର ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ରାସ୍ତାର ଚାରିଆଡ଼େ ଖାଲଖମା ସହ ଆଣ୍ଠୁଏ କାଦୁଅ ହୋଇଛି। ଏଥିପ୍ରତି ବ୍ଲକ ପ୍ରଶାସନ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବାରୁ ଗୁରୁବାର ସ୍ଥାନୀୟ ଗ୍ରାମବାସୀ ଏହାର ପ୍ରତିବାଦ କରି ରାସ୍ତାରେ ଧାନ ରୋଉଥିବା ଦେଖିବାକୁ ମିଳିଥିଲା। ଏପଟେ ଏହି ରାସ୍ତା ମରାମତି ପାଇଁ ଟଙ୍କା ଆସିଥିବାବେଳେ ବର୍ଷା ଯୋଗୁ ଏହା ମରାମତି ହୋଇ ପାରିଲା ନାହିଁ। ଶୀଘ୍ର ମରାମତି କରାଯିବ


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତ ବୁଲୁଛନ୍ତି, ନିର୍ଦ୍ଦୋଷଙ୍କୁ ବାନ୍ଧୁଛି ପୋଲିସ

ଖୋର୍ଦ୍ଧା ଅଫିସ,୨୫।୫: ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବୁଲୁଥିବା ବେଳେ ପୋଲିସ ନିର୍ଦ୍ଦୋଷ ଓ ସାଧାରଣ ଲୋକଙ୍କୁ ବାନ୍ଧି ହଇରାଣ କରୁଛି। ଖୋର୍ଦ୍ଧା ସଦର...

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ୩ ଗିରଫ, ୨ ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୧୭।୫: ଗଞ୍ଜାମ ଜିଲା ବଡବଜାର ପୋଲିସ ଗୁରୁବାର ରାତିରେ ଟୁଟୁ ହାତୀ ହତ୍ୟାଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଖଣ୍ଡା...

ଭୁଶୁଡ଼ିଲା ସୁରକ୍ଷା ପାଚେରି

ପଦ୍ମପୁର, ୨୫ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତରେ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ଓଭରହେଡ଼ ପାଣି ଟାଙ୍କିର ସୁରକ୍ଷା ପାଚେରି...

ଚାଲି ଚାଲି ଫେରୁଥିବା ଦୁଇ ଶ୍ରମିକ ପରିବାର ଉଦ୍ଧାର

ବୌଦ୍ଧ,୨୯ା୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାରେ ପୁଣି ୧୩୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି। ଫଳରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୭୬୧ରେ ପହଞ୍ଚତ୍ଛି ।...

ସୂଚନା ଅଧିକାର ଆଇନକୁ ଅବମାନନା

ନୀଳଗିରି, ୨୨।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌...

ମୂଷାଖରୀ ସରପଞ୍ଚ କରୋନା ସଂକ୍ରମିତ

ପାଟଣା,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତର ୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ପରେ ୪ଜଣଙ୍କୁ ଗୁରୁବାର କେନ୍ଦୁଝର...

ଭୋଜି ବନ୍ଦ, କନ୍ୟା ବାପାଙ୍କୁ ଏକଲକ୍ଷ ଜରିମାନା

ଦେବଗଡ଼, ୧୯ା୫ – ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡରେ ବୁଧବାର କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଇ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍‌ ଚଢ଼ାଉ...

କାର୍‌ ଉପରେ ପଡ଼ିଗଲା ଗଛ

ପାଟଣା,୨୮।୧(ସ୍ବ. ପ୍ର.): ଦୁର୍ଘଟଣା ଏମିତି ବି ହୁଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ନିକଟ ପ୍ରମିଳା ଜୁଏଲାରୀ...

Advertisement
Archives

Model This Week