ଛତ୍ରପୁର ସବ୍ ଜେଲ୍ ପରିଦର୍ଶନ କଲେ ଜିଲା ଜଜ
ଛତ୍ରପୁର, ୧୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଜ୍ ରାମ ଶଙ୍କର ହୋତା ରବିବାର ଛତ୍ରପୁର ସବ୍ ଜେଲ ପରିଦର୍ଶନ କରିଛନ୍ତି। ଏହି ସବ୍ ଜେଲରେ ୧୩୨ ଜଣ ପୁରୁଷ ଓ ୫ ଜଣ ମହିଳା ସମୁଦାୟ ୧୩୭ ଅନ୍ତେବାସୀ ଅଛନ୍ତି ପରିଦର୍ଶନ ବେଳେ…
ହାତୀ ଉପଦ୍ରବ: ନଷ୍ଟ କଲେ ଏକର ଏକର ଧାନଫସଲ
ପାଟଣା,୧୬ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଉଦୟପୁର ବିଟ୍ ଅଞ୍ଚଳର ବିନିଦା, ବାଲିପଶି ଓ ମଙ୍ଗଳପୁର ଗାଁରେ ୨୨ଟି ବଣୁଆ ହାତୀ ଉପଦ୍ରବ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଏହି ୨୨ ଟିକିଆ ହାତୀପଲ ଜଣଙ୍କ ପାଇଖାନା…
ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର
ଛତ୍ରପୁର, ୧୬।୮(ଡି.ଏନ୍.ଏ.): ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛଇ ଗଞ୍ଜାମ ଜିଲା ଛତ୍ରପୁର ତମ୍ପରା ହ୍ରଦରେ। ରବିବାର ସକାଳୁ ତରେଇ ପାଟପୁର ଗ୍ରାମର କନ୍ଧ ବେହେରା…
ହୀରାକୁଦ ଡ୍ୟାମ୍ର ୯ ଗେଟ୍ ଖୋଲିଲା
ସମ୍ବଲପୁର ଅଫିସ,୧୬ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୯ଟି ଗେଟ୍ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି। ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୫.୦୨ ଫୁଟକୁ ବୃଦ୍ଧି ପାଇଛି। ସେହିପରି ଜଳଭଣ୍ଡାର…
କନ୍ତିଆ ଗ୍ରାମର ୨ ସାହି କଣ୍ଟେନମେଣ୍ଟ, ଗଣିଜାଙ୍ଗ ବଜାର ୭ ଦିନ ଶଟ୍ଡାଉନ୍: ଜାଣନ୍ତୁ କାହିଁକି
ବନ୍ତ,୧୬।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ଦୁଇ ସାହି ଯଥା ରାଉତ ଓ ବିଶ୍ୱାଳ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଶନିବାର ୬ ପଜିଟିଭ୍ ଚିହ୍ନଟ ହେବା ପରେ କନ୍ତିଆ ଗ୍ରାମର ମୋଟ…
ଆସିକାରେ ଚାଞ୍ଚଲ୍ୟ: ସଂକ୍ରାନ୍ତିରେ ପୂଜା ସାରି ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ହତ୍ୟା
ଆସିକା,୧୬ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ରବିବାର ସକାଳେ ଶିବମନ୍ଦିର ନିକଟରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମ ସଂଲଗ୍ନ ହରିଡ଼ାପଦର ଗ୍ରାମର ରଞ୍ଜିତା ନାହାକ। ରଞ୍ଜିତା…
ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୮୮ ଆକ୍ରାନ୍ତ
ଭୁବନେଶ୍ୱର,୧୬।୮(ବ୍ୟୁରୋ): ଗୋଟିଏ ପଟେ ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ଦେଖାଯାଉଥିବା ବେଳେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା। ରବିବାର ରାଜ୍ୟରେ ୨୯୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସର୍ବାଧିକ ୪୮୮ଜଣ ଖୋର୍ଦ୍ଧାର ରହିଛନ୍ତି। ହେଲେ ଗଞ୍ଜାମରୁ ୩୧୮ କରୋନା…
ଆଗରପଡ଼ାରେ ହେଲା ଆଣ୍ଟିଜେନ୍ ଟେଷ୍ଟ: ଜାଣନ୍ତୁ କେତେ ହେଲେ ପଜିଟିଭ୍
ବନ୍ତ,୧୬।୮(ଡି.ଏନ୍.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର କରୋନା ପରୀକ୍ଷଣ କ୍ୟାମ୍ପ ପଡ଼ଇଥିଲା। ଏଥିରେ ୪୯ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲାା ସେଥିମଧ୍ୟରୁ ଗୋପିନାଥପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁରରେ ୩ ଓ ବଡ଼ସନ୍ଦାଡୋରେ ୨ ଜଣ…
କରୋନା ନେଲା ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜୀବନ
ପୁରୁଷୋତ୍ତମପୁର,୧୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରବିବାର ଆଉଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବି . କ୍ରିଷ୍ଣା (୪୫)। ଏହାକୁ ମିଶାଇ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…
ଭୋଜି ଖାଇ ୨୪ ଗୁରୁତର ଘଟଣା: ନୀଳଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ସଜନାଗଡ଼,୧୬।୮(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୁଟାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଶୁକ୍ରବାର ଭୋଜି ଖାଇ ୨୪ରୁ ଊର୍ଦ୍ଧ୍ୱ ଲୋକ ନୀଳଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ବାଲେଶ୍ୱର ଏମ୍ପି ତଥା…
କରୋନା କଟକଣା ସତ୍ତ୍ୱେ ଗାଁରେ ଚାଲିଥିଲା ଭୋଜି: ଏହାକୁ ଖାଇ ୨୪ରୁ ଊର୍ଦ୍ଧ୍ୱ ଲୋକ ମେଡିକାଲରେ ଭର୍ତ୍ତି
ସଜନାଗଡ଼,୧୬।୮(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୁଟାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଶୁକ୍ରବାର ଭୋଜି ଖାଇ ୨୪ରୁ ଊର୍ଦ୍ଧ୍ୱ ଲୋକ ନୀଳଗିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁଥିବା…
ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଂଗଠନ: ପୋଷ୍ଟର ଜାରି କରି ଲେଖିଲା ଏମିତି…
ବାଲିଗୁଡ଼ା,୧୬ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। କେକେବିଏନ୍ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ବେଳେ ଏଥିରେ ଅଗଷ୍ଟ ୧୮ରୁ ୨୪…

