ଆମ ଜିଲା ଖବର

ନକଟିଗୁଡାରେ ବିପିଏଲ ଲାଇଟର ଶୁଭାରମ୍ଭ: ଉପକୃତ ହେବେ ୧୧୬ ପରିବାର

ଜୁନାଗଡ,୧୫।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନକଟିଗୁଡା ପଞ୍ଚାୟତରେ ସୋମବାର ବିପିଏଲ ଲାଇଟର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଗ୍ରାମରେ ୬ଟି ଟ୍ରାନ୍ସଫର୍ମର ଲଗାଯାଇ ୧୧୬ ଜଣ…

ଗୁରୁବେଡା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆଡିସନାଲ ପିସିସିଏଫ

କେନ୍ଦୁଝର, ଯୋଡା ୧୫।୬(ସ୍ବ.ପ୍ର.)/(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଗୁରୁବେଡା ଗ୍ରାମ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ହାତୀଙ୍କ ମୃତଦେହ ଠାବ କରାଯାଇଥିଲା। ସୋମବାର ପୂର୍ବାହ୍ନରେ ବନବିଭାଗର ଆଡିସନାଲ ପିସିସିଏଫ (ଓଇଲ୍ଡ ଲାଇଫ ) ଶଶୀ ପଲ,…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବହଳଦା,୧୫।୬((ଡି.ଏନ୍‌.ଏ): ରଜ ନେଇ ସମସ୍ତେ ବ୍ୟସ୍ତ ଥିବାବେଳେ ମୟୂରଭଞ୍ଜ ଜିଲା ସୀମାନ୍ତ ତିରିଙ୍ଗ ଥାନା ଅନ୍ତର୍ଗତ ଗୀତିଲତା ଗାଁ ମୁଣ୍ଡ ଏକ ଗଛରୁ ପୋଲିସ ସୋମବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକଦ୍ୱୟ ରାମେଶ୍ବର ପାତ୍ର (୨୪) ଓ…

ଅମାନିଆଙ୍କଠୁ ତଣ୍ଡ ଆଦାୟକଲା ଚୌଦ୍ୱାର ପୋଲିସ

ଚୌଦ୍ୱାର,୧୫।୬(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ସହରରେ ଶନିବାର ଓ ରବିବାର ଦୁଇଦିନ ଶଟ୍‌ଡାଉନ ଥିବାବେଳେ ସୋମବାର ସକାଳୁ ସହର ସ୍ବାଭାବିକ ହୋଇଥିଲା। ଅପରପକ୍ଷେ ଦୁଇଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏ ନେଇ ଓଡ଼ିଶାର ଗଣପର୍ବ ରଜ…

ସାମାଜିକ ଦୂରତା, କୋଭିଡ -୧୯ ନିୟମ ଉଲ୍ଲଂଘନ: ଖୋର୍ଦ୍ଧାରେ ୩ ଦୋକାନ ସିଲ୍‌

ଖୋର୍ଦ୍ଧା ଅଫିସ,୧୫।୬ : ସାମାଜିକ ଦୂରତା ଓ କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସୋମବାର ୩ଟି ଦୋକାନ ସିଲ୍‌ କରାଯାଇଛି । ଏଥି ମଧ୍ୟରେ ଗୋଟିଏ ଗ୍ରୋସରୀ, ପୂଜା ଓ ଲୁଗା ଦୋକାନ ରହିଛି ।…

କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ

କେନ୍ଦୁଝର,୧୫।୬(ସ୍ବ.ପ୍ର.) କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ ନିୟମ। ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନେଇ ବଜାରକୁ ଆସିଲେ ବ୍ୟବସାୟୀ ସେମାନଙ୍କୁ ଘେରିଯାଇ ସାମଗ୍ରୀ ଛଡାଉଥିବା ଅଭିଯୋଗ ହେଉଛି। ସାମାଜିକ ଦୂରତ୍ୱ ପାଳନ ନ କରି ସାମଗ୍ରୀ କିଣିବା…

ନୟାଗଡ଼ରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଗୋଟିଏ ପରିବାରର ୩ ଆକ୍ରାନ୍ତ

ନୟାଗଡ଼ ଅଫିସ,୧୫।୬: ନୟାଗଡ଼ ଜିଲାରେ ସୋମବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦଶପଲ୍ଲା ହାଇସ୍କୁଲ କ୍ବାରାଣ୍ଟାଇନ ସେଣ୍ଟରରୁ ଶାଆନ୍ତସାହିର ଜଣେ ଚିହ୍ନଟ ହୋଇଥିବା ବେଳେ ବାରମାସିଦଣ୍ଡାର ଗୋଟିଏ ପରିବାରର ୩ ଜଣ ବାପା, ମା’ ଓ ପୁଅ…

ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା, ୧୪୪ ଧାରା ଜାରି

ଭଦ୍ରକ ଅଫିସ.୧୫।୬: ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ୱାର୍ଡ ନମ୍ବର ୧୩ ମୀର ସାହି ଓ ଏଲେଖା ସାହିର ଦୁଇ ସମ୍ପ୍ରଦାୟ ମଧ୍ୟରେ ରବିବାର ରାତିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକ ସମ୍ପ୍ରଦାୟର କିଛି ଖଳ ପ୍ରକୃତି ଲୋକ ହନୁମାନ…

ବଡ଼ ଭାଇଙ୍କୁ ହତ୍ୟା କରି ବାଡ଼ିରେ ପୋତି ଦେଇଥିଲେ ସାନଭାଇ

ବାଲେଶ୍ୱର ଅଫିସ, ୧୫।୬: ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗ୍ରାମର ଜଣେ ବ୍ୟକ୍ତି ନିଜ ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କରିବା ପରେ ଘର ବାଡ଼ି ପଟେ ମୃତଦେହ ପୋତି ଦେଇଥିଲେ।…

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା

ଆନନ୍ଦପୁର,୧୫।୬(ସ୍ବ.ପ୍ର.):୧୪ ବର୍ଷର ନାବାଳକ ଜିତେନ୍ଦ୍ରର ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ନ୍ୟାୟ ପାଇଁ ଆନନ୍ଦପୁର ଥାନା ଅନ୍ତର୍ଗତ ଖଡିପାଳ ଗ୍ରାମର ଶତାଧିକ ମହିଳା ସୋମବାର ଅପରାହ୍ନରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ହତ୍ୟାକାଣ୍ଡର ତଦନ୍ତ କରି ଦୋଷୀକୁ ଦଣ୍ଡ…

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା: କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ବାରିପଦା ଅଫିସ, ୧୫।୬: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା କରକଚିଆ ଗ୍ରାମରେ ସୋମବାର ଡହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ କଟା ମୁଣ୍ଡଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅଭିଯୁକ୍ତ ହେଲେ ବୁଧୀରାମ ସିଂ।…

କରୋନା ନେଇ ସରପଞ୍ଚଙ୍କ ସହ ଆଲୋଚନା କଲେ ଗଞ୍ଜାମ ଜ଼ିଲ୍ଲାପାଳ

ଛତ୍ରପୁର, ୧୫।୬(ଡି.ଏନ.ଏ.)-ଗଞ୍ଜାମ ଜ଼ିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୬ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ସୋମବାର କରୋନା ନେଇ ଗଞ୍ଜାମ ଜିଲାର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri