ଆମ ଜିଲା ଖବର

ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ,୨୩ା୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ନିକଟସ୍ଥ ଆଙ୍କରେଜ ଅଞ୍ଚଳ ସମୁଦ୍ରରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମାଲ୍ଟା ଫ୍ଲାଗ୍‌ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ଆସିଥିବା ଓସନ ସେଞ୍ଚୁରୀ ନାମକ ଜାହାଜର ସେଫ୍ଟି ବୋଟ୍‌ରୁ ୩ଜଣ ଯନ୍ତ୍ରୀ(ନାବିକ)ଖସିପଡ଼ି ସମୁଦ୍ରରେ ଭାସି…

ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.) ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ ଜାକଜମକରେ ପୂଜା ପାଳନ କରାଯାଉଥିବାବେଳେ ଏ ବର୍ଷ ଉତ୍ସବ ଫିକା ପଡିବ। ଶକ୍ତିପୀଠ ପୂର୍ବ…

ସୁଯୋଗର ହେଉନି ସଦୁପଯୋଗ

ଅନୁଗୋଳ ଅଫିସ, ୨୩ା୧୦ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ ଏଯାଏ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଯାଇପାରିଛି। ଜିଲାର କେତୋଟି ପୂରାତନ ଦେବଦେବୀ ପୀଠ, ଜଳପ୍ରପାତ, ଡ୍ୟାମ୍‌ ଏବେ ବି ଲୋକ…

କଳାର ସୌଦାଗର ସୁରସାର୍‌

ଭୁବନ, ୨୩।୧୦(ଡି.ଏନ.ଏ.) ହାତରେ ଚାମର ଧରିଲେ ସେ ପାଲଟିଯାଆନ୍ତି ପାଲାଗାୟକ। ରଙ୍ଗତୂଳୀ ଧରିଲେ ମାଟି ପ୍ରତିମାରେ ସଞ୍ଚରି ଉଠେ ଜୀବନ। ନାଟକ ପ୍ରଚ୍ଛଦପଟରେ ରହି କଳାକାରଙ୍କୁ ତାଗିଦ୍‌ କରିବା ବେଳେ ତାଙ୍କ ପରିଚୟ ବଦଳିଯାଏ ନାଟ୍ୟ ନିର୍ଦ୍ଦେଶକରେ। ମୁହଁରେ ରଙ୍ଗ ବୋଳି…

ଲଗାଣ ବର୍ଷାରେ କ୍ଷେତରେ ଗଜା ହେଲା ଧାନ

କୋକସରା, ୨୩।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକାସରା ବ୍ଳକର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନି। କେତେବେଳେ ଅନାବୃଷ୍ଟି ତ କେତେ ବେଳେ ଧାନ ଚାଷରେ ରୋଗପୋକର ପ୍ରାଦୁର୍ଭାବରେ ଚାଷୀ ତଳିତଳାନ୍ତ ହୋଉଥିବା ବେଳେ ଏବେ ଲଘୁ ଜନିତ ବର୍ଷା ଯୋଗଁୁ ପାଚିଲା…

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଲାଠୋର,୨୨ା୧୦(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଲାଠୋର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ସମ୍ପୃକ୍ତ ଯୁବକ…

ଆଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କୁ ବୋଟ୍‌ ଯୋଗାଇବେ ଆନନ୍ଦ ମହିନ୍ଦ୍ରା

ମାଲକାନଗିରି,୨୨ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଅନେକ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ସମୟରେ ନଦୀ ପାରହୋଇ ଅଞ୍ଚଳବାସୀ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ଲାଉତୁମ୍ବା, କଦଳୀ ଗଛର ଭାର, ପେଟତଳେ ହାଣ୍ଡି ଦେଇ ବିପଦସଙ୍କୁଳ ଅବସ୍ଥାରେ ଲୋକେ ନଦୀ ପାର ହୋଇଥାନ୍ତି। ନିକଟରେ…

ଜୁଆ ଆଡ୍ଡାରେ ଚଢାଉ: ୪୫ ଜୁଆଡ଼ି ଗିରଫ, ୧ଲକ୍ଷ ୮୯ ହଜାର ଜବତ

ବ୍ରହ୍ମପୁର ଅଫିସ,୨୨ା୧୦-ପୋଲିସ ବ୍ରହ୍ମପୁର ସହରରେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜୁଆଆଡ୍ଡା ଠାବ କରିଛି। ଏଠାରୁ ୪୫ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବାବେଳେ ମୋଟ ୧ଲକ୍ଷ ୮୯ହଜାର ୨୪୦ଟଙ୍କା ଜବତ କରାଯାଇଛି। ଟାଉନ୍‌ ଥାନା ପୋଲିସ ବୁଧବାର ରାତି…

ମହୁମୁହାଣ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର: ଜଣେ ଗିରଫ

ସଜନାଗଡ଼, ୨୨।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ମହୁମୁହାଣ ଗ୍ରାମରେ ଗୁରୁବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ସୁଦର୍ଶନ ନାୟକ (୫୫)ଙ୍କୁ ଗିରଫ କରାଯାଇଛି। ଏହି ବଜ୍ରକାପ୍ତାର ଓଜନ ୧୨କି.ଗ୍ରା. ହେବ।…

କଟକ ସହରରୁ ୬୭ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୨୨।୧୦: କଟକ ସହରରୁ ଗୁରୁବାର ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ୨୫ ଜଣ ଚିହ୍ନଟ ହୋଇଥିବା ବେଳେ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୧୩ ଏବଂ ଲୋକାଲ କେସ୍‌ ୨୯ ରହିଛି। ଏ ନେଇ…

ବରଗଡ଼ରୁ ଆଜି ୬୨ ପଜିଟିଭ୍‌ ଚିହ୍ନଟ, ୮୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ କମିବାର ନାଁ ନେଉନି। ଗୁରୁବାର ଜିଲାରେ ପୁଣି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୬, ବରଗଡ଼ ବ୍ଲକ ୪, ଅତାବିରା ବ୍ଲକ ୧୧, ଅତାବିରା ଏନ୍‌ଏସିର…

ଦୁଇ ଟ୍ରକ୍‌ ମୁହାଁମୁହିଁ: ଚାପିହୋଇ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଚୌଦ୍ୱାର,୨୨।୯(ଡି.ଏନ.ଏ): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ବେଆଇନ ଭାବେ ଛିଡା ହୋଇଥିବା ରଡ ବୋଝେଇ ଟ୍ରଲର ପଛରେ ପିଟି ହେଲା ସିମେଣ୍ଟ ବୋଝେଇ ଟ୍ରକ। ଘଟଣାସ୍ଥଳରେ ଚାପିହୋଇ ହେଲପରଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?