ଆମ ଜିଲା ଖବର

ଯୁବଚାଷୀଙ୍କ ପ୍ରେରଣା ନୀଳକଣ୍ଠ

ନିଶ୍ଚିନ୍ତକୋଇଲି,୨୭ା୧୨(ସ୍ବ.ପ୍ର.): ଦିନକୁ ଦିନ ଚାଷ ଜମି କମି ଯାଉଥିବାବେଳେ ପଲ୍ଲୀରୁ ଦିଲ୍ଲୀ ସବୁଠି କୋଠାବାଡ଼ି ଦେଖିବାକୁ ମିଳୁଛି। ଅପରପକ୍ଷେ ଅଧିକ ଲାଭ ଆଶାରେ କ୍ଷେତରେ ରାସାୟନିକ ସାର, କୀଟନାଶକ ବ୍ୟବହାର କରାଯାଉଛି। ଏହାକୁ ଖାଇ ଲୋକେ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଉଛନ୍ତି।…

କାଠଚୋରଙ୍କ ଆଡ୍ଡାସ୍ଥଳୀ ବରବରା ଜଙ୍ଗଲ: ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ

ବାଲୁଗାଁ,୨୭ା୧୨ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ବନବିଭାଗ ଅନ୍ତର୍ଗତ ବରବରା ଜଙ୍ଗଲ ଏବେ କାଠଚୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ କାଠ ମାଫିଆମାନେ ଅବାଧରେ ଗଛ କାଟି ଚାଲାଣ କରୁଛନ୍ତି। ବନ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା…

ରାସ୍ତା ଅଧାପନ୍ତରିଆ, ଠିକାଦାରଙ୍କ ଦେଖାନାହିଁ

ଯାଜପୁର ଅଫିସ,୨୭ା୧୨: ଯାଜପୁର ଜିଲା ବଡ଼ଚଣା ବ୍ଲକର ବନ୍ଦାଳୋଠାରୁ ଏଣ୍ଡରପଦା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ୨ ବର୍ଷ ହେଲା ଅଧାପନ୍ତରିଆ କାମ କରି ସମ୍ପୃକ୍ତ ଠିକାଦାରଙ୍କ ଦେଖାନାହିଁ। ୬ ନମ୍ବର ଜାତୀୟ ରାଜପଥରରୁ ବାହାରି ପଶ୍ଚିମ ବଡ଼ଚଣାର ୧୦ଟି…

ଦିଆଯିବ ପଦୋନ୍ନତି: ୧୦୯୨ କର୍ମଚାରୀଙ୍କୁ ମିଳିବ ଏଏସ୍‌ଆଇ ତାଲିମ

କଟକ ଅଫିସ, ୨୭ା୧୨: କନଷ୍ଟେବଳ, ଲାନ୍ସ ନାଏକ, ହାବିଲଦାର ଓ ସିଆଇ ହାବିଲଦାର ପଦବୀରୁ ଏଏସ୍‌ଆଇ ପଦବୀକୁ ପଦୋନ୍ନତି ଦିଆଯିବ। ଏହି ପଦୋନ୍ନତି ନିମନ୍ତେ ଆବଶ୍ୟକ ତାଲିମ ପାଇଁ ଡିଜିପି ଅଭୟ ଅନୁମୋଦନ କରିଛନ୍ତି। ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ…

ପରୀ ହତ୍ୟାକାଣ୍ଡ: ଫ୍ରକ୍‌ରେ ରହିଛି ସିମେନ୍‌ ଦାଗ, ଗ୍ରୁପ୍‌ ଚିହ୍ନଟ ହୋଇପାରୁନି

ନୟାଗଡ ଅଫିସ,୨୭ା୧୨: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉଦ୍ଧାର ହୋଇଥିବା ପରୀର ଫ୍ରକ୍‌ରେ ସିମେନ୍‌ର ଦାଗ ରହିଥିବା ଫରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ୁଛି। କିନ୍ତୁ ସେହି ସିମେନ୍‌ କାହାର ତାହା ଜଣାପଡ଼ୁନାହିଁ। କାରଣ ତାହା ଏଭଳି ନଷ୍ଟ…

ନବୀନ ଜମିଦାର, ଆମେ ଗୁମାସ୍ତା

ଖୋର୍ଦ୍ଧା ଅଫିସ,୨୭ା୧୨: ନବୀନବାବୁ ଦୟା, ମମତାର ସାଗର। ତାଙ୍କ ମଧ୍ୟରେ ଏକ ନିର୍ମଳ ହୃଦୟ ରହିଛି। ସାଧାରଣ ଜନତାଙ୍କ ପ୍ରତି ତାଙ୍କ ମନରେ ଅଶେଷ କରୁଣା ରହିଛି। କୌଣସି ସ୍ଥାନକୁ ଗଲାବେଳେ ଗରିବ ଲୋକଙ୍କୁ ଦେଖିଲେ ହାତ ହଲାଇ ତାଙ୍କୁ ଶୁଭେଚ୍ଛା…

ମେଡିକାଲରେ ଡାକ୍ତରଙ୍କ ଧୂମପାନ ଫଟୋ ଭାଇରାଲ

ପାତ୍ରପୁର,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪ଜଣ ଡାକ୍ତର ଏକାଠି ହୋଇ ଧୂମପାନ (ସିଗାରେଟ) କରୁଥିବା ଏକ ଫଟୋ ଶନିବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଫଟୋଟି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପ୍ରେକ୍ଷାଳୟ ପରିସରରେ ଉଠାଯାଇଥିବା ଜଣାପଡୁଛି। ଶୁକ୍ରବାର ରାତିରେ…

‘ଓଡ଼ିଶା ଚାଷୀଙ୍କୁ ମିଳୁନି କେନ୍ଦ୍ରୀୟ ଅନୁଦାନ’

ଢେଙ୍କାନାଳ ଅଫିସ, ୨୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ର ପାଇଁ ଓଡ଼ିଶାକୁ ବିପୁଳ ଆର୍ଥତ୍କ ଅନୁଦାନ ଦେଉଛନ୍ତି। ରାଜ୍ୟର ଚାଷୀଙ୍କ ପାଖରେ ଏହା ପହଞ୍ଚୁନାହିଁ। ନୂତନ କୃଷି ଆଇନ ଦ୍ୱାରା ଦେଶର ଚାଷୀ ଲାଭବାନ ହେବେ। ନଖ ଘଷୁଥିବା ଗୋଷ୍ଠୀ…

ବିଦ୍ୟୁତ୍‌ ଖୁଣ୍ଟରେ ବିପଦସଙ୍କୁଳ ଯାତ୍ରା

ବଇଣ୍ଡା, ୨୬।୧୨(ଡି.ଏନ୍‌.ଏ.) ପୋଲଟିଏ ପାଇଁ ଅନେକ ଦାବି, ଆନ୍ଦୋଳନ, ପ୍ରତିବାଦ। ଏହାପରେ ସରକାର ଶୁଣିଲେ ଗୁହାରି। ମଞ୍ଜୁର ହେଲା ଅନୁଦାନ। ଆରମ୍ଭ ହେଲା କାମ। ଇତିମଧ୍ୟରେ ୪ବର୍ଷ ବିତିଗଲାଣି। ହେଲେ ସପୋର୍ଟିଂ ପିଲାରରେ ସୀମିତ ରହିଯାଇଛି କାର୍ଯ୍ୟ। ପ୍ରଶାସନିକ ଅବହେଳା ପାଇଁ…

ଯେତେ ଖୋଜିଲେ ସେତେ ମିଳୁଛି

କଟକ ଅଫିସ,୨୭ା୧୨: ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଘରେ ପୋଲିସ ଯେତେ ଖୋଜୁଛି ସେତେ ମିଳୁଛି ବନ୍ଧୁକ, ଗୁଳି ଓ ଟଙ୍କା। ଦୁଇଦିନର ତନାଘନା ପରେ କମିଶନରେଟ ପୋଲିସ ୩ ବନ୍ଧୁକ, ୫ ମାଗାଜିନ, ୧୭୫ ଗୁଳି ଓ ୧୬ ଲକ୍ଷ ୫୦…

ଜଗା ଦର୍ଶନ କଲେ ପୁରୀବାସୀ: ଶୃଙ୍ଖଳିତ ଦର୍ଶନ, ଭାବବିହ୍ବଳ ପରିବେଶ

ପୁରୀ ଅଫିସ,୨୭ା୧୨: ଶ୍ରୀମନ୍ଦିର ଖୋଲିବାର ୩ଦିନ ପରେ ଶନିବାର ସ୍ଥାନୀୟ ଲୋକେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପ୍ରଥମ ଦିନରେ ୩ଟି ପର୍ଯ୍ୟାୟରେ ପୁରୀବାସୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସକାଳ ବେଳା ୬ ଓ ୯ ନମ୍ବର, ଅପରାହ୍ନରେ ୧୨ ଓ…

ଚାଷୀ ଆନ୍ଦୋଳନରେ ସାମିଲ ହେଲେ ବିଧାୟକ

ବଲାଙ୍ଗୀର ଅଫିସ, ୨୭ା୧୨- ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଶନିବାର ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ। ପ୍ରଥମେ ସେ ମୁଣ୍ଡପଲା ଛକଠାରେ ଚାଲିଥିବା କେନ୍ଦ୍ର କୃଷି ଆଇନ ବିରୋଧ ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନରତ ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?