ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିଲା ବିମାନ
ଲଖନପୁର,୧୩ା୧(ଡି.ଏନ୍.ଏ.): ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ (ଭିଏସ୍ଏସ୍) ବିମାନ ବନ୍ଦରରୁ ମଙ୍ଗଳବାର ମୁମ୍ବାଇ ଓ ବେଙ୍ଗାଲୁରୁ ସହରକୁ ସ୍ପାଇସ୍ ଜେଟ୍ ବିମାନ ଉଡାଣ ଆରମ୍ଭ ହୋଇଛି। ଏହି ସମୟରେ ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗଦେବ, ବରଗଡ ଏମ୍ପି ସୁରେଶ ପୂଜାରୀ, ସୁନ୍ଦରଗଡ…
‘ନିଯୁକ୍ତି, ସ୍ବାଭିମାନ ଓ ଅଧିକାର ଲଢେଇ ଜାରି ରହିବ’
ବଲାଙ୍ଗୀର ଅଫିସ, ୧୩ା୧ – ଜାତୀୟ ଯୁବ ଦିବସ ଅବସରରେ ବଲାଙ୍ଗୀରଠାରେ ଜିଲା କଂଗ୍ରେସର ଛାତ୍ର କମ୍ପନ ସମାବେଶ ଅନୁଷ୍ଠିତ ହୋଇଥିଲା। ଜିଲାର ଶତାଧିକ ଯୁବତୀ, ଯୁବକ କଲେଜ ଛକର ସରୋଜିନୀ ରେସିଡେନ୍ସିଠାରୁ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।…
କମିବ କୋଭିଡ୍ କୋପ
ଅନୁଗୋଳ ଅଫିସ, ୧୩।୧ – ରାଜ୍ୟରେ ପହଞ୍ଚିସାରିଛି କରୋନା ଭାକ୍ସିନ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଫଳରେ ବର୍ଷେ ହେଲା ମହାସଙ୍କଟ ସୃଷ୍ଟି କରିଥିବା ଏହି ମହାମାରୀର କୋପ ଏଣିକି ହ୍ରାସ ପାଇବ ବୋଲି ସାଧାରଣରେ ଅନୁମାନ କରାଯାଉଛି।…
ଜଣେ ଶିକ୍ଷକରେ ଚାଲିଛି ଦଶମ ଶ୍ରେଣୀ
ଧାମନଗର,୧୩ା୧- ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଗତ ୮ ତାରିଖଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ହାଇସ୍କୁଲ ଖୋଲିଛି। ପିଲାମାନେ ୧୦୦ ଦିନ କ୍ଲାସ କରିବା ପରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର ସରକାରୀ ସ୍କୁଲମାନଙ୍କରେ ଶିକ୍ଷକ…
ଦିଲ୍ଲୀକୁ ସାଇକେଲରେ ଯାତ୍ରାକଲେ ମୁକ୍ତିକାନ୍ତ
ରାଉରକେଲା ଅଫିସ,୧୨ା୧-ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଦିଲ୍ଲୀରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ପ୍ରାୟ ୮୦ରୁ ଊର୍ଦ୍ଧ୍ୱ କୃଷକଙ୍କ ମୃତ୍ୟୁ ଘଟିଲାଣି। କୃଷକମାନଙ୍କ ସହ ଆନ୍ଦୋଳନରେ ନିଜକୁ ସାମିଲ କରିବା ପାଇଁ ରାଉରକେଲାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ସାଇକେଲ ଯୋଗେ ରାଉରକେଲାରୁ…
ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିଲା ବିମାନ
ଲଖନପୁର,୧୨ା୧: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍ଏସ୍) ବିମାନ ବନ୍ଦରରୁ ମଙ୍ଗଳବାର ମୁମ୍ବାଇ ଓ ବେଙ୍ଗାଲୁରୁ ସହରକୁ ସ୍ପାଇସ୍ ଜେଟ୍ ବିମାନ ଉଡାଣ ଆରମ୍ଭ ହୋଇଛି। ଏହି ସମୟରେ ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗଦେବ, ବରଗଡ଼ ଏମ୍ପି ସୁରେଶ ପୂଜାରୀ, ସୁନ୍ଦରଗଡ଼ ଏମ୍ପି…
କୋଟିପତି ଉପନିର୍ବାହୀ ଯନ୍ତ୍ରୀ ନିଲମ୍ବିତ
ଗୁଣପୁର,୧୨।୧(ଡି.ଏନ୍.ଏ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ ଗତ ୨୫ରେ ଗିରଫ ହୋଇଥିଲେ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ତାଙ୍କୁ ନିଲମ୍ବିତ କରିଛନ୍ତି।…
ଶୂଲିଆଯାତ୍ରା: ବଳି ପକାଯିବ, ମହୋତ୍ସବ ହେବ ନାହିଁ
ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୧: ଆଦିବାସୀଙ୍କ ପ୍ରସିଦ୍ଧ ଶୂଲିଆ ଯାତ୍ରା ଆସନ୍ତା ୧୯ତାରିଖ ପୌଷଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ବଲାଙ୍ଗୀର ଜିଲା ଖଇରଗୁଡା ବଡଖଳା ଓ କୁମରିଆ ସାନଖଳାଠାରେ ପାରମ୍ପରିକ ରୀତିନୀତିରେ ପାଳନ କରାଯିବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ…
ଗ୍ୟାସ ଲିକ୍ ଘଟଣାରେ ଆର୍ଏସ୍ପିକୁ ଏନ୍ଜିଟିର ନୋଟିସ୍
ରାଉରକେଲା ଅଫିସ,୧୨ା୧: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)କୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ନୋଟିସ୍ ଜାରି କରିଛି। ଗ୍ୟାସ ନିର୍ଗତ ହେବା ଯୋଗୁ ପରିବେଶ ପ୍ରଦୂଷଣ ପ୍ରସଙ୍ଗରେ ଏନ୍ଜିଟି ନୋଟିସ୍ ଜାରିକରି ଆସନ୍ତା ଫେବୃୟାରୀ ୧୧ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି।…
୨ ବାଇକ୍ ମୁହାଁ ମୁହିଁ: ଜିପିଓ ଗୁରୁତର
ଜୁନାଗଡ଼,୧୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଟିଗାଁ ନିକଟରେ ମଙ୍ଗଳବାର ୨ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ବ୍ଲକର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ଜିପିଓ) ଜ୍ଞାନ ରଞ୍ଜନ ଭୋଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କର…
ଭାଇରାଲ ଭିଡିଓ: ଶିକ୍ଷକଙ୍କୁ ସିଆର୍ସିସିଙ୍କ ଆଶାଳୀନ ବ୍ୟବହାର
ବରଗଡ଼ ଅଫିସ୍,୧୨।୧।: ବରଗଡ଼ ଜିଲା ବିଜେପୁର ବ୍ଲକ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କେନ୍ଦ୍ର ସାଧନ ସଂଯୋଜକ(ସିଆର୍ସିସି) ସ୍ଥାନୀୟ ଶିକ୍ଷକଙ୍କ ପ୍ରତି ଆଶାଳୀନ ବ୍ୟବହାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବ୍ଲକ ଶିକ୍ଷକ…
ଏବେ ବି ଚୁଆପାଣି ଭରସା
ଚିତ୍ରକୋଣ୍ଡା,୧୨।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ଅଣ୍ଡିରାପାଲି ପଞ୍ଚାୟତ ଅନ୍ତର୍ଭୁକ୍ତ କୋଡ଼ିଗନ୍ଧି ଗାଁରେ ୧୨୦ଟି ଆସିବାସୀ ବସବାସ କରନ୍ତି। ଏହି ଗାଁର ବାସିନ୍ଦା ପାଣି ପିଇବା ପାଇଁ ନାଳ ପାଣି ଓ ଚୁଆ ପାଣି ଉପରେ ନିର୍ଭର କରିଆସୁଛନ୍ତି।…

