ଆମ ଜିଲା ଖବର

ଗଛମୂଳରୁ ଶୁଭୁଥିଲା ନବଜାତକର କାନ୍ଦ ଶବ୍ଦ, ଆଉ ତା’ ପରେ…

ବାରଙ୍ଗ,୨।୫(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଗ୍ରାମମୁଣ୍ଡ ପୋଖରୀ ହୁଡ଼ା ପଛପଟରୁ ଇନ୍‌ ଫୋସିସ୍‌ ଥାନା ପୋଲିସ ରବିବାର ସକାଳେ ଏକ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ଆଜି ସକାଳେ କଳାରାହଙ୍ଗ ଗ୍ରାମର କିଛି ଲୋକ ଗାଧୋଇବା…

ନଦୀ କୂଳରେ ଥାଇ ମଧ୍ୟ ପାଣି ପାଇଁ ହନ୍ତସନ୍ତ

ଗୁଡଭେଲା,୨ା୫(ଡି.ଏନ.ଏ.): ତୁଷୁରା ସହରଟି ନଦୀ କୂଳରେ ଥାଇ ମଧ୍ୟ ପିଇବା ପାଇଁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସହରକୁ ସ୍ଥାନୀୟ ସୋନଗଡ ନଦୀରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ପାଇପ ମାଧ୍ୟମରେ ଯୋଗାଣ ହୋଇଥାଏ। ଏବେ ଉକ୍ତ ନଦୀରେ ପାଣି ନ ଥିବାରୁ…

ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ଚାଲିଗଲା ପଡ଼ୋଶୀର ଜୀବନ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଏକ ଅଘଟଣ ଘଟିଛି । ସହରର ମନ୍ଦାରବଗିଚାପଡ଼ାରେ ରାଜୁ ରଣା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ମାଡ ମାରୁଥିଲେ। ଭଡା ଘରେ ରହୁଥିବା ପଡୋଶୀ ରବୀନ୍ଦ୍ର ପାତ୍ର ଛଡାଇବାକୁ ଆସିଥିଲେ। ହେଲେ…

କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍‌ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ପାଇଖାନାକୁ ଶୌଚ ପାଇଁ ଯାଇଥିଲେ। ସେ ଦୀର୍ଘ ସମୟ ଧରି…

ହେଲମେଟ ପିନ୍ଧି ନ ଥିବାରୁ ଫାଇନ ଗଣିଲେ ଟ୍ରକ୍‌ ଡ୍ରାଇଭର

ଚିତ୍ରଡ଼ା,୧।୫: ୨ ହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ଜଣେ ପୋଲିସ ଏସ୍‌ଆଇ ଦେଖାଇଛନ୍ତି ଦବଙ୍ଗଗିରି। ସିଟ୍‌ବେଲ୍ଟ ସହ ହେଲମେଟ ପିନ୍ଧି ନ ଥିବା କହି ଟ୍ରକ୍‌ ଡ୍ରାଇଭରଙ୍କ ନାମରେ ଚାଲାଣ କାଟିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି…

କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର କିଣ୍ଡୋ (୪୫)ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତ ୨…

ସପ୍ତାହାନ୍ତ ଶଟଡାଉନ: ଶୂନ୍‌ସାନ ଦେବଗଡ଼ ସହର

ଦେବଗଡ଼,୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଘୋଷିତ ୨ ଦିନିଆ ସପ୍ତାହାନ୍ତ ଶଟଡାଉନ ପରିପ୍ରେକ୍ଷୀରେ ଶନିବାର ଦେବଗଡ଼ ସହର ଶୂନ୍‌ଶାନ ରହିଛି। ଶନିବାର ସକାଳେ ଅଳ୍ପ ସମୟ ପର୍ଯ୍ୟନ୍ତ ଦେବଗଡ଼ ପୌରାଞ୍ଚଳରେ କେବଳ କ୍ଷୀର ଦୋକାନଗୁଡିକ ଖୋଲା ରହିଥିଲା।…

ପରିବା ଗାଡ଼ିରୁ ମିଳିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଜୟପୁର, ୧।୫: ପନିପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ତାହା ଜୟପୁର ସଦର ଥାନା ପୋଲିସ ହାତରେ ଧରାପଡିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ମହିନ୍ଦ୍ରା ପିକ୍‌ଆପ, ୩ଟି ବାଇକ, ୫ଟି…

କୋଭିଡ୍‌ ଟେଷ୍ଟ ପାଇଁ ତୁଷୁରା ଚିକିତ୍ସାଳୟରେ ଭିଡ: ରହୁନି ସାମାଜିକ ଦୂରତା

ଗୁଡଭେଲା,୧।୫(ଡି.ଏନ.ଏ ): ବଲାଙ୍ଗୀର ଜିଲା ତୁଷୁରା ଏନ.ଏ.ସି ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ତୁଷୁରା ଚିକିତ୍ସାଳୟରେ କୋଭିଡ୍‌ ଟେଷ୍ଟ ପାଇଁ ଭିଡ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ସହରରେ ଲୋକଙ୍କୁ ଜ୍ବର ଓ ଥଣ୍ଡା ହୋଇଥିଲେ…

ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ, ୧।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ବନ୍ଦ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁ ଏବଂ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା କରି ଶିମିଳିପାଳ ବ୍ୟାଘ୍ର…

ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ ଢାଳି ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି। ଉପସ୍ଥିତ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାରେ…

ବନ୍ଦ ରହିବ ଧର୍ମାନୁଷ୍ଠାନ

ଭଦ୍ରକ ଅଫିସ, ୧ା୫: ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି କରାଯାଇଛି। ଦିନକୁ ଦିନ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?