ଆମ ଜିଲା ଖବର

କମ୍ପ୍ୟୁଟର ସେଣ୍ଟରରେ ଲାଗିଲା ନିଆଁ : ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ରାୟଗଡା ଅଫିସ,୨୮।୩: ରାୟଗଡ଼ା ଜିଲା ଏଚ୍‌ପି ଗ୍ୟାସ ଅଫିସ ପୁରୁଣା ହାତୀ ପଥର ରୋଡ଼ ଲାଇନରେ ଥିବା ଏକ କମ୍ପ୍ୟୁଟର ସେଣ୍ଟରରେ ଶନିବାର ବିଳମ୍ବିିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟ ଘଟି ନିଆଁ ଲାଗି କମ୍ପ୍ୟୁଟର ଜେରକ୍ସ ମେଶିନ ନଷ୍ଟ ହୋଇଯାଇଛି।…

କନ୍ଧମାଳରେ ଦଣ୍ଡ ଯାତ୍ରାକୁ ମିଳିଲା ଅନୁମତି: ବୌଦ୍ଧରେ କେବେ ?

ବାଉଁଶୁଣୀ,୨୮।୩( ଡି.ଏନ୍‌. ଏ.): ଗଞ୍ଜାମ ପରେ କନ୍ଧମାଳ ଜିଲାପାଳ ଦଣ୍ଡଯାତ୍ରାକୁ ଅନୁମତି ମିଳିଛି। ତେବେ ବୌଦ୍ଧରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏ ନେଇ କେବେ ଅନୁମତି ଦେବେ ସେଥିପାଇଁ ଦଣ୍ଡ ଯାତ୍ରା ପାର୍ଟିର ଆୟୋଜକ, ଦଣ୍ଡୁଆ ଓ ଭକ୍ତମାନେ ଚାତକ ପରି…

ନଦୀ ନିକଟରେ ଓଲଟିଲା ଗାଡ଼ି, ଚାଲିଗଲା ଜୀବନ

ଭଞ୍ଜନଗର,୨୮।୩: ଗଞ୍ଜାମ ଜିଲା ତୁରୁମୁ ଗ୍ରାମ ନିକଟରେ ଥିବା ଏକ ନଦୀ ପାଖରେ ରବିବାର ଦୁର୍ଘଟଣା ଘଟିଛି। ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ କାଳିଆ ନାୟକ। ତେବେ ଗୁରୁତର…

ଗଜପତିର ମହେନ୍ଦ୍ରଗିରିରେ ନାଚ, ଗୀତ, ଆମିଷ ଭୋଜନ ଘଟଣା: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ

ପାରଳାଖେମୁଣ୍ଡି:୨୮।୩: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବତୀଯୁବକ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିଥିଲେ। ଏହାସହ ବିଭିନ୍ନ ବଲିଉଡ, ଓଲିଉଡ ଗୀତରେ ମଧ୍ୟ ନାଚିଥିଲେ। ଏପରି କି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର…

ମନ ମୋହୁଛି ହନୁମାନ ବାଟିକା

ଢେଙ୍କାନାଳ ଅଫିସ, ୨୮ା୩: ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ଛକ ନିକଟରେ ଥିବା ହନୁମାନ ବାଟିକାର ନବକଳେବର ପରେ ବଢ଼ିଛି ଏହାର ଆକର୍ଷଣ। ଏହି ସ୍ଥାନ କେବଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ତାହା ନୁହେଁ, ଅଧିକନ୍ତୁ ବୟସ୍କମାନେ ଏଠାରୁ ପାଉଛନ୍ତି ମାନସିକ…

ଓଡ଼ିଶାର ଏହି ଜିଲାରୁ ହଟିଲା ନାଇଟ କର୍ଫ୍ୟୁ

ନବରଙ୍ଗପୁର,୨୮।୩(ବି.ପ୍ର.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିବା ଆଶଙ୍କା କରି ଗତ ୨୫ତାରିଖରୁ ନବରଙ୍ଗପୁର ଜିଲାରେ ନାଇଟ କର୍ଫ୍ୟୁ ଜାରି ହୋଇଥିଲା। ଏହା ସହ ଜିଲା ପ୍ରଶାସନ କିଛି କଟକଣା ମଧ୍ୟ ଲାଗୁ କରିଥିଲେ। ମାତ୍ର ନବରଙ୍ଗପୁରରେ କରୋନା ପଜିଟିଭଙ୍କ ସଂଖ୍ୟା…

ଜଳୁଥିବା ଦୀପର ସଳିତାକୁ ଚାଳରେ ପକାଇଲା କାଉ, ଚାହୁଁଚାହୁଁ ଜଳିଗଲା ୩୬ ବଖରା

ସୋରଡ଼ା,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଧେତାପଲ୍ଲୀ ଗ୍ରାମରେ ରବିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ ପରିବାରର ୩୬ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଠାକୁରଙ୍କ ପାଇଁ ଲାଗିଥିବା…

ଅବ୍ୟବସ୍ଥାରେ ଗଞ୍ଜାମ ଦୋଳଯାତ୍ରା: ୯୦ ପ୍ରତିଶତ ଲୋକଙ୍କ ମୁହଁରେ ନାହିଁ ମାସ୍କ

ଗଞ୍ଜାମ,୨୮।୩(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ରବିବାର ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଦୋଳଯାତ୍ରାରେ ୧୬ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଛି । ତେବେ ଏହି ଯାତ୍ରା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ ୯୦ ପ୍ରତିଶତ ଲୋକେ ବିନା ମାସ୍କରେ…

ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଖସିପଡ଼ିଲା ହିରଣ୍ୟକଶ୍ୟପ ମୂର୍ତ୍ତି, ଭାଙ୍ଗିଲା ଗୋଡ

ପୁରୀ ଅଫିସ,୨୮।୩: ଶ୍ରୀମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତୀ ଖସି ପଡ଼ିବାରୁ ଜଣେ ସେବାୟତ ଆହତ ହୋଇଛନ୍ତି। ସେ ହେଲେ କୁନୁ ମହାପାତ୍ର। ତେବେ ତାଙ୍କର ଗୋଡ଼…

ରହସ୍ୟ ହୋଇଗଲା ଝରାଫୁଲଙ୍କ ମୃତ୍ୟୁ: ୨ ମାସ ବିତିଯାଇଛି, ହେଲେ…

ରସୁଲପୁର,୨୮ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ୨ ମାସ ବିତିଯାଇଛି। ହେଲେ ଝରାଫୁଲଙ୍କ ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହୋଇପାରିଲା ନାହିଁ। ଏହି ଘଟଣା ଉପରେ ରାଜ୍ୟବାସୀଙ୍କ ନଜର…

କଟକଣା ଯୋଗୁ ବ୍ୟବସାୟ ମାନ୍ଦା

କଟକ ଅଫିସ, ୨୮। ୩: କଟକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ହୋଲି ପାଳନ ଉପରେ କଟକଣା ଜାରି କରାଯାଇଛି। ଏକାସଙ୍ଗରେ ବହୁସଂଖ୍ୟକ ଲୋକଙ୍କୁ ହୋଲି ଖେଳିବାକୁ ବାରଣ କରାଯାଇଛି। ଲୋକମାନେ ବାହାରକୁ ନ ଆସି ଘରେ…

ଓଡ଼ିଶାରେ ସର୍ବାଧିକ ୨୩ ସଂକ୍ରମିତ ସ୍ଥାନ

ଯାଜପୁର ଅଫିସ,୨୮ା୩: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ ଦେଶରେ ମୋଟ ୧୧୨ ସଂକ୍ରମିତ ଅଞ୍ଚଳ ରହିଛି। ସେଥିରୁ ଓଡ଼ିଶାରେ ଟକ୍ସିକ ଓ ହାଜାର୍ଡସ୍‌ ସବ୍‌ଷ୍ଟାନ୍ସସ୍‌ (ବିଷାକ୍ତ ଓ ବିପଦପୂର୍ଣ୍ଣ ପଦାର୍ଥ) ଦ୍ୱାରା ସର୍ବାଧିକ ୨୩ଟି ସଂକ୍ରମିତ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?