ରାସ୍ତା ନିର୍ମାଣ ନ ହେଲେ ଭୋଟ, ସରକାରୀ ସହାୟତା ବର୍ଜନ

ଛତ୍ରପୁର,୧୮।୬(ଡି.ଏନ୍‌.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତ କଣଭାଗ ଗାଁର ଲୋକେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ସ୍ଥାୟୀ ରାସ୍ତା ନ ଥିବାରୁ ଯିବା ଆସିବାରେ ସମସ୍ୟା ହେଉଛି। ତେବେ ବର୍ତ୍ତମାନ ମାରୁଡି ଜଗନ୍ନାଥପୁରରୁ କଣଭାଗ ଗାଁ ଦେଇ ପିଡବ୍ଲ୍ୟୁଡି ରାସ୍ତାରେ ମିଶିବା ଯୋଜନା ରହିଛି। ଏଥିଲାଗି ସ୍ଥାୟୀ ରାସ୍ତା ନିର୍ମାଣ କରିବା ନେଇ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଅନୁରୋଧ ସତ୍ତ୍ୱେ ଯଦି ସ୍ଥାୟୀ ରାସ୍ତା ନିର୍ମାଣ କରା ନ ଯାଏ ସମସ୍ତ ସରକାରୀ ତଥା ଉନ୍ନୟନମୂଳକ ଯୋଜନାକୁ ଅସହଯୋଗ କରିବା ସହ ଭୋଟ, ଭତ୍ତା ଓ ରାଶନ ଗ୍ରହଣ ଆଦି ବର୍ଜନ କରିବାକୁ ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍‌ଡାଉନ

ଜଟଣୀ,୧୦ା୬(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା...

ବଞ୍ଚିବାକୁ ରାହା ଖୋଜୁଛନ୍ତି ମମତା

ଆରଡ଼ି,୩।୨(ଡି.ଏନ.ଏ.)-ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଖାମଖିଆଲି ଯୋଗୁ ଖାଦ୍ୟନଳୀ କଣା ହୋଇଯାଇଛି। ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ତଥାପି ସ୍ବାସ୍ଥ୍ୟାବସ୍ଥାରେ...

ପୁଅର ମୃତଦେହ ବିଦେଶରୁ ଫେରାଇ ଆଣ

ବରୀ,୧।୫(ଡି.ଏନ୍‌.ଏ): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ବିଭୁତି ଭୂଷଣ ଜେନାଙ୍କର ୟୁଏଇରେ ମୃତ୍ୟୁ ଘଟିଛି। ବିଭୁତିଙ୍କ ମୃତଦେହକୁ...

ଗାଇସିଲେଟ ଥାନା ଆଇଆଇସିଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୨୨ା୫: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ବାସଭବନରେ...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗଡ଼ରେ ଫୁଟିଲା ପଦ୍ମ

ଜୁନାଗଡ଼,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ଭାବେ ଭାଜପା ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ମହେଶ...

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି: ହାଇକୋର୍ଟ

କଟକ ପ୍ରଦୂଷଣ,୨୯ା୧୦: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି...

ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଲୋକେ

ରାଉରକେଲା ଅଫିସ,୧୭।୪: ରାଉରକେଲା ଟିସିଆଇରୁ ଆଇଡିସି ବାଇପାସ ରାସ୍ତାକୁ ଗ୍ୟାସ ପାଇପ୍‌ ବିଛାଇବା ନାଁରେ ଖୋଳି ଦିଆଯାଇଛି। ଉକ୍ତ ରାସ୍ତାକୁ ପୋତାଯାଉ ନ ଥିବାରୁ ଯାତାୟାତରେ...

ସ୍ବର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବା ଘଟଣା: ଶ୍ରେୟ ପାଇଁ ପ୍ରତିଯୋଗିତା, ଦ୍ୱନ୍ଦ୍ୱରେ ଲୋକେ

ପୁରୀ ଅଫିସ, ୩।୧୧: ସ୍ବର୍ଗଦ୍ୱାରରୁ ହଟିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ। ସ୍ମାରକୀ ଭାବେ କେବଳ ସ୍ମୃତି ଫଳକ ହିଁ ରହିବ। ଶୁକ୍ରବାର...

Advertisement
Archives

Model This Week