ଅଳିଆ ଆବର୍ଜନା ସଂଗ୍ରହ କରି : ମହିଳା ହେଉଛନ୍ତି ସ୍ବାବଲମ୍ବୀ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଉଭୟ ସହରାଞ୍ଚଳଓ ଗ୍ରାମାଞ୍ଚଳରେ ମହିଳା ସଶକ୍ତୀକରଣ ଆଉ ପାଦେ ଆଗେଇଛି । ସହରାଞ୍ଚଳ ପରେ ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ୱ ନେବା ଆରମ୍ଭ କରିଛନ୍ତି ମହିଳା। ସୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବ୍ୟାଟେରୀ ଚାଳିତ ଯାନ ଦାରା ଘର ଘର ବୁଲି ଆବର୍ଜନା ସଂଗ୍ରହ କରି ଜୈବିକ କେନ୍ଦ୍ରରେ ତାହାର ପ୍ରକ୍ରିୟାକରଣ ଜରିଆରେ ପ୍ରାକୃତିକ ‘ମୋ ଖତ’ ବାହାର କରାଯାଉଛି। ସହରାଞ୍ଚଳ ରେ ମହିଳା ସଙ୍ଘ ପକ୍ଷରୁ ଖୋଲାଯାଇଥିବା ଦୋକାନରୁ ଜନସାଧାରଣ ମଧ୍ୟ ଉକ୍ତ ସୁଲଭ ଦରରେ କିଣିପାରୁଛନ୍ତି । ଏଥିସହ ବନ ବିଭାଗ ପକ୍ଷରୁ ମହିଳା ସଙ୍ଘ ମାନଙ୍କଠାରୁ ଖତ କିଣାଯିବାର ବ୍ୟବସ୍ଥା ହୋଇଛି। ଉକ୍ତ ବିଭାଗ ଏହି ଖତ କିଣି ନର୍ସରୀ ଓ ବନିକରରଣରେ ପ୍ରୟୋଗ କରୁଛନ୍ତି। ଛତ୍ରପୁର ଏନଏସିରେ ମହାବୀର ନଗରରେ ଥିବା ମା’ ଆଦିଶକ୍ତି ମହିଳା ସୟଂ ସହାୟିକା ଗୋଷ୍ଠୀଠାରୁ ୧ ହଜାର କିଗ୍ରା ବନ ବିଭାଗ କିଣିଛନ୍ତି । ପୂର୍ବରୁ ମଧ୍ୟ ମହିଳାସଙ୍ଘଠାରୁ ୫୦୦ କିଗ୍ରା କିଣି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ ଲକ୍ଷ ଚାଷୀଙ୍କୁ ମିଳିଲାନି ବୀମା ସହାୟତା

ଛତ୍ରପୁର,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ୧ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ମିଳି ନ ଥିବା ଜଣାପଡିଛି। ଏହି ଯୋଜନାରେ ପ୍ରିମିୟମ ଦେଇ...

ଗୋରୁପଲ ଉପରେ ମାଡିଗଲା ଟ୍ରକ୍‌, ୬ ମୃତ

ହିଞ୍ଜିଳିକାଟୁ,୧୮।୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ସହରରେ ବୁଧବାର ବିଳମ୍ବିତ ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା ଉପରେ ଶୋଇଥିବା ଗୋରୁପଲଙ୍କ ଉପରେ ମାଡିଯିବାରୁ ୬ଗୋରୁଙ୍କ ମୃତ୍ୟୁ ଘଟିଛି।...

ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର: ସ୍ତ୍ରୀ, ଝିଅଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଛତ୍ରପୁର, ୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପାଲିଆ ଛତ୍ରପୁର ମଝି ସାହିରେ ବୁଧବାର ଏକ ଦୁଃଖଦ ଘଟଣା ଘଟିିଛି। ଗୋଟିଏ ଘରୁ ୩...

ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ୨ ଗରୁଡପକ୍ଷୀ

ସୋରଡା,୫ା୨(ଡି.ଏନ୍‌.ଏ.): ବ୍ଲକର ସୋରଡା ଆସିକା ରାସ୍ତା ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ବୁଧବାର ମଧ୍ୟାହ୍ନରେ ୨ଟି ଗରୁଡା ପକ୍ଷୀ କେଉଁଆଡୁ ଆସି ପହଁଞ୍ଚତ୍ଥିଲେ। ବିରଳ ଗରୁଡ ପକ୍ଷୀ...

ଜାପାନରେ ଫସିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଭାରତ ଫେରିଲେ: ପରିବାରରେ ଆନନ୍ଦର ଲହରି

ବ୍ରହ୍ମପୁର ଅଫିସ,୨୭।୨: ଦୀର୍ଘ ୨୪ ଦିନ ଧରି ନାନା ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଜାପାନ ଜଳ ଜାହାଜରେ କରୋନା ଭାଇରସ୍‌ ପାଇଁ ଅଟକି ରହିଥିବା...

ଆଇଆଇସିଙ୍କ ମୃତ୍ୟୁକୁ ପୋଲିସ ରୋକିପାରିନାହିଁ

ଭଞ୍ଜନଗର,୩୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି। ବୁଧବାର ୩ଟି...

ଗଞ୍ଜାମରେ ଧିମେଇଛି ଚାଷୀ ପଞ୍ଜିକରଣ : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି ଦାବି

ଛତ୍ରପୁର,୨୬।୮(ଡି.ଏନ୍‌.ଏ.): ଧାନ ବିକିବା ନେଇ ଚାଷୀଙ୍କ ନାମ ଅନଲାଇନ୍‌ ପଞ୍ଜିକରଣ ଅବଧି ଚଳିତ ମାସ ୩୧ ତାରିଖରେ ସରିବ । ଅପରପକ୍ଷରେ କରୋନା କଟକଣା ନେଇ...

ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ

ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...

Advertisement
Archives

Model This Week