ଅଳିଆ ଆବର୍ଜନା ସଂଗ୍ରହ କରି : ମହିଳା ହେଉଛନ୍ତି ସ୍ବାବଲମ୍ବୀ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଉଭୟ ସହରାଞ୍ଚଳଓ ଗ୍ରାମାଞ୍ଚଳରେ ମହିଳା ସଶକ୍ତୀକରଣ ଆଉ ପାଦେ ଆଗେଇଛି । ସହରାଞ୍ଚଳ ପରେ ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ୱ ନେବା ଆରମ୍ଭ କରିଛନ୍ତି ମହିଳା। ସୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବ୍ୟାଟେରୀ ଚାଳିତ ଯାନ ଦାରା ଘର ଘର ବୁଲି ଆବର୍ଜନା ସଂଗ୍ରହ କରି ଜୈବିକ କେନ୍ଦ୍ରରେ ତାହାର ପ୍ରକ୍ରିୟାକରଣ ଜରିଆରେ ପ୍ରାକୃତିକ ‘ମୋ ଖତ’ ବାହାର କରାଯାଉଛି। ସହରାଞ୍ଚଳ ରେ ମହିଳା ସଙ୍ଘ ପକ୍ଷରୁ ଖୋଲାଯାଇଥିବା ଦୋକାନରୁ ଜନସାଧାରଣ ମଧ୍ୟ ଉକ୍ତ ସୁଲଭ ଦରରେ କିଣିପାରୁଛନ୍ତି । ଏଥିସହ ବନ ବିଭାଗ ପକ୍ଷରୁ ମହିଳା ସଙ୍ଘ ମାନଙ୍କଠାରୁ ଖତ କିଣାଯିବାର ବ୍ୟବସ୍ଥା ହୋଇଛି। ଉକ୍ତ ବିଭାଗ ଏହି ଖତ କିଣି ନର୍ସରୀ ଓ ବନିକରରଣରେ ପ୍ରୟୋଗ କରୁଛନ୍ତି। ଛତ୍ରପୁର ଏନଏସିରେ ମହାବୀର ନଗରରେ ଥିବା ମା’ ଆଦିଶକ୍ତି ମହିଳା ସୟଂ ସହାୟିକା ଗୋଷ୍ଠୀଠାରୁ ୧ ହଜାର କିଗ୍ରା ବନ ବିଭାଗ କିଣିଛନ୍ତି । ପୂର୍ବରୁ ମଧ୍ୟ ମହିଳାସଙ୍ଘଠାରୁ ୫୦୦ କିଗ୍ରା କିଣି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ୬୪ ହାତୀ

ଭଞ୍ଜନଗର,୨୫।୯(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ନିକଟସ୍ଥ...

ଗଣବଳାତ୍କାର ପରେ, ଅଶ୍ଳୀଳ ଫଟୋ ଭାଇରଲ ମାମଲା: ପୂର୍ବତନ ସରପଞ୍ଚଙ୍କ ସହ ୪ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ସୋରଡ଼ା ଥାନା ଅଞ୍ଚଳରେ ୨୦୧୫ ମସିହାରେ ଜଣେ ମହିଳାଙ୍କୁ ଗଣବଳତ୍କାର ପରେ ଅଶ୍ଳୀଳ ଫଟୋ ଭାଇରଲ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ସବ୍‌ଜଜ୍‌...

ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଅତୁଳନୀୟ: ପୂର୍ତ୍ତ ବିଭାଗ ମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇସ୍ପାତ, ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ...

ପ୍ରେମ ପାଇଁ ବାପାଙ୍କୁ ହାଣିଲେ ପୁଅ

ବ୍ରହ୍ମପୁର ଅଫିସ,୨୭ା୫: ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପୁଅ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଚି...

ମିଳିଲା ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ

ଗୋପାଳପୁର,୨୩ା୭(ଡି.ଏନ.ଏ.): ଗୋପାଳପୁର ଥାନା ଗୋଳାବନ୍ଧ ଗ୍ରାମ ସ୍ଥିତ ଆର୍ମି ଏଡ଼ି କଲେଜ ପରିସରରୁ ଶୁକ୍ରବାର ଜଣେ ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି।...

ପାଲୁରୁ ସାହେବ କେନାଲ ଅବରୋଧ, ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

ଗଞ୍ଜାମ,୬ା୮(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅଧୀନରେ ଥିବା ପାଲୁରୁ ସାହେବ କେନାଲ ନୂତନ ପୋଡ଼ାମପେଟା ଓଡିଆର୍‌ପି ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୟୂରପଦା ଗ୍ରାମ ନିକଟରେ...

ସୋରଡ଼ାରେ ପର୍ଯ୍ୟଟକଙ୍କ ଭିଡ଼

ସୋରଡା,୩୦।୧୧(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ସୋରଡ଼ାକୁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ପର୍ଯ୍ୟଟକମାନେ ସୋରଡା ଦେଇ...

ସଚେତନତା ବାର୍ତ୍ତା ବାଣ୍ଟୁଛି ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୧୪।୧୨: ରୁଟ୍‌ସ ଅଫ ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ମିଶନ ଓଡ଼ିଶା ସହଯୋଗରେ ଗତ ୧୧ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରୁ ଟୁର ଦି କଳିଙ୍ଗ...

Advertisement
Archives

Model This Week