ଆମ ଜିଲା ଖବର

ଖ୍ୟାତି ବଢ଼ାଇଛି କ୍ଷେତ ପୋଖରୀ

ଢେଙ୍କାନାଳ ଅଫିସ, ୧ା୭: ପୋଖରୀ ହୁଡ଼ାରେ ଲାଗିଥିବା ଅମୃତଭଣ୍ଡା ଗଛରେ ଭର୍ତ୍ତି ହୋଇଛି ଫଳ। ଛନଛନିଆ ହୋଇ ବଢ଼ିଛି ଉନ୍ନତ କିସମର ଆମ୍ବ, ପିଜୁଳି ଗଛ। ମାଛ ଚାଷରୁ ମିଳୁଛି ଅତିରିକ୍ତ ଲାଭ। ଏକଦା ଯେଉଁ ଜମିରେ ବର୍ଷକୁ ଦୁଇଥର ଫସଲ…

ତଳିରେ ପାଣି ମଡ଼ାଇବାକୁ ଯାଇଥିଲେ ବିଲକୁ, ଘରକୁ ଫେରିଲା ମୃତଦେହ

ପଦ୍ମପୁର,୧।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କିସ୍ମତକୃଷ୍ଣପୁର ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ରାଉତ ତଳିରେ ପାଣି ମଡ଼ାଇବାକୁ ବିଲକୁ ଯାଇଥିଲେ। ତେବେ ପରେ ସେ ଆଉ ଘରକୁ ଫେରି ନଥିଲେ।…

ପୋଖରୀରେ ବୁଡ଼ି ଶିଶୁ ପୁତ୍ରର ଗଲା ଜୀବନ

ପାଟଣା,୧।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣି ଘାଟ ପଞ୍ଚାୟତ ସଡ଼ଙ୍ଗବାହାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଜଣେ ସାଢ଼େ ୩ ବର୍ଷର ଶିଶୁପୁତ୍ର ଗାଁ ପୋଖରୀରେ ବୁଡ଼ିଯିବାରୁ ମୃତ୍ୟୁ ଘଟିଛି। ମୃତକ…

ପାରାଦୀପ ବେଳାଭୂମିରୁ ବିରଳ ମୃତ ସ୍ପିନ୍ନର ଡଲ୍‌ଫିନ ଜବତ

ପାରାଦୀପ, ୧।୭(ସ୍ବ.ପ୍ର.): ପାରାଦୀପ ବେଳାଭୂମିର ହନୁମାନ ମନ୍ଦିର ପଛପଟେ ବୁଧବାର ସକାଳୁ ଏକ ମୃତ ସ୍ପିନ୍ନର ଡଲ୍‌ଫିନ ଦେଖିବାକୁ ମିଳିଥିଲା। ସେହି ଡଲ୍‌ଫିନକୁ କେତେଜଣ ଲୋକ ବାଲିରେ ପୋତି ଦେଇଥିଲେ। ଏହି ଖବର ଗଣମାଧ୍ୟମ ପ୍ରତିନିଧିମାନେ ଜାଣିବା ପରେ ବନ ବିଭାଗକୁ…

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ କ୍ରାଇମବ୍ରାଞ୍ଚର ଆଡ୍‌ଭାଇଜରି

କଟକ ଅଫିସ, ୧।୭: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବୁଧବାର ଟୁଇଟର ମାଧ୍ୟମରେ ଆଡ୍‌ଭାଇଜରି ଜାରି କରାଯାଇଛି। ଏଥିରେ କୁହାଯାଇଛି, ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ସମୟରେ ସେହି ୱେବ୍‌ସାଇଟ୍‌ର ପ୍ରିଭେସି ପଲିସିକୁ ଭଲଭାବେ ପଢି ତୃତୀୟ ପକ୍ଷ…

ମହାନଦୀରୁ ୩୫ କେଜିର ମାଛ ଉଦ୍ଧାର

କଟକ ଅଫିସ, ୧।୭: କଟକସ୍ଥିତ ମୁଣ୍ଡଳି ପୋଲ ନିକଟ ମହାନଦୀରୁ ବୁଧବାର ୩୫ କେଜି ଓଜନର ଏକ ମାଛ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର ଭୀମସେନ ନାମକ ଜଣେ ମତ୍ସ୍ୟଜୀବୀ ମଙ୍ଗଳବାର ରାତିରେ ମୁଣ୍ଡଳି ନିକଟ ମହାନଦୀରେ ମାଛ ଧରିବା ପାଇଁ…

ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ

ଦଶପଲ୍ଲା,୧।୭(ଡି.ଏନ.ଏ.): ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ୍‌ ଅଧୀନ ବୁଗୁଡ଼ା ନିକଟ ପଶ୍ଚିମ ବନ୍ୟପ୍ରାଣୀ ଅଞ୍ଚଳ ଶାଳଭଙ୍ଗା ଜଙ୍ଗଲରେ କୌଣସି ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ମୃତ…

‘ବର୍ଷକରେ ୮ଲକ୍ଷ ଶିଶୁଙ୍କୁ ଟିକା ଲକ୍ଷ୍ୟ’

ଝାରସୁଗୁଡ଼ା ଅଫିସ,୧।୭: ୫ବର୍ଷରୁ କମ୍‌ ବୟସର ଶିଶୁ, କମ୍‌ ରୋଗ ପ୍ରତିରୋଧକ ଶକ୍ତିଥିବା ଶିଶୁ, ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବା ଆଶଙ୍କା ରହିଥାଏ। ଏହି ରୋଗ ପ୍ରତିହତ କରିବା ପାଇଁ ସମସ୍ତ ଯୋଗ୍ୟ ଶିଶୁମାନଙ୍କୁ ପିସିଭି (ନିମୋକୋକାଲ…

ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ଗୋଲ୍‌ଡେନ୍‌ ଭିଜା

ଭୁବନେଶ୍ୱର, ୧।୭(ବ୍ୟୁରୋ): ମୟୂରଭଞ୍ଜ ଜିଲା ବାରିପଦାର କଳାକାର ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇର ସମ୍ମାନଜନକ ଗୋଲଡେନ୍‌ ଭିଜା ମିଳିଛି। ୟୁଏଇ ସରକାରଙ୍କ ପକ୍ଷରୁ ତାଙ୍କୁ ୧୦ ବର୍ଷ ଲାଗି ଏହି ଭିଜା ପ୍ରଦାନ କରାଯାଇଛି। ଗୋଲଡେନ୍‌ ଭିଜା ପାଇଥିବା ବ୍ୟକ୍ତି କୌଣସି ଜାତୀୟ…

କାଳ ସାଜିଲା ବଜ୍ରପାତ

ପାରଳାଖେମୁଣ୍ଡି/ହିଞ୍ଜିଳିକାଟୁ/ପୋଲିସରା,୩୦ା୬: ଗଜପତି ଓ ଗଞ୍ଜାମ ଜିଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି ଜିଲା ତାଟିପୋଟି ଗ୍ରାମର ବି.ଜନାର୍ଦ୍ଦନ ଓ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଚନ୍ଦ୍ରଶେଖର ମାର୍ଗର ଶିବରାମ…

୪ ମାସ ତିଷ୍ଠିଲାନି ପ୍ରେମ ବିବାହ

ରାଜନଗର,୩୦ା୬: ବିବାହକୁ ୪ ମାସ ପୁରି ନ ଥିବା ବେଳେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ଏଣ୍ଡୁଳାପୁରଗାଁର ନିମାଇଁ ଚରଣ…

ପୂର୍ବତନ ଉପବାଚସ୍ପତି ଗୁରୁତର

ମାଲକାନଗିରି,୩୦ା୬: ପୂର୍ବତନ ଉପ ବାଚସ୍ପତି ତଥା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ଦୋରା ମଙ୍ଗଳବାର ରାତିରେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନ ହେବ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?