ଫାର୍ମରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ଲକ୍ଷାଧିକ ଟଙ୍କାର କୁକୁଡ଼ା
ବୁଗୁଡ଼ା,୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ହାଉସ୍ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡ଼ିଛି। ଖୋଳଖାଳି ଗ୍ରାମର ଶେଷଦେବ ବିଷୋୟୀ ଦଣ୍ଡାସି ବଞ୍ଜର ଛକ ନିକଟରେ ନୂତନ ଭାବେ…
ଚାଷ କରୁଛନ୍ତି ଅତିରିକ୍ତ ତହସିଲଦାର
ମାଲକାନଗିରି/ଚିତ୍ରକୋଣ୍ଡା,୨ା୭(ଡି.ଏନ.ଏ.): ସେ ଯେତେବେଳେ ସମୟ ପାଆନ୍ତି ଗାଁକୁ ଚାଲିଯାନ୍ତି। ଆଉ ଗାଁରେ ନିଜ ଚାଷଜମିରେ ଚାଷ କରନ୍ତି। ଚାଷ କାମ ଯାହାର କି ଆନନ୍ଦ ତାହାର ଉକ୍ତିକୁ ଅନୁଭବ କରି ନିଜ ଜୀବନରେ ତା’ର ପ୍ରୟୋଗ କରିଛନ୍ତି ଏହି ବ୍ୟକ୍ତି ଜଣକ।…
ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ
ବେଗୁନିଆ,୨।୭(ଡି.ଏନ୍.ଏ.): ବିଭିନ୍ନ କାରଣରୁ ଏବେ ଚାଷରୁ ଚାଷୀ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଫଳରେ ଚାଷ ଜମି ପଡ଼ିଆ ପଡୁଛି। ମାତ୍ର ଏଥିପ୍ରତି କୃଷି ବିଭାଗ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ…
ବଡ଼ଚଣା ପ୍ୟାକ୍ସରେ ମହାଦୁର୍ନୀତି
ଯାଜପୁର ଅଫିସ,୨।୭: ଚାଷୀଙ୍କୁ ସେବା ଯୋଗାଇ ଦେବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ପ୍ରତିଷ୍ଠା କରାଯାଇଛି। ଅଥଚ ଯାଜପୁର ଜିଲାର ପ୍ୟାକ୍ସଗୁଡ଼ିକରେ ସେବା ନାମରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ ବିକ୍ରି ଅର୍ଥ ହରିଲୁଟ ହେଉଛି। ପୂର୍ବରୁ…
ବିପଦରେ ବିରଳ ପ୍ରଜାତିର ହର୍ଲି କଙ୍କଡ଼ା
ମହାକାଳପଡ଼ା,୨।୭(ଡି.ଏନ୍.ଏ.): ଜୈବ ବିବିଧତା ଓ ମୃତ୍ତିକା ଉର୍ବରତା ସହ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବିରଳ ପ୍ରଜାତିର ସାମୁଦ୍ରିକ ହର୍ଲି କଙ୍କଡ଼ାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଏହି ବିରଳ ହର୍ଲି କଙ୍କଡ଼ା ସମୁଦ୍ର କୂଳିଆ ବାଲିଆ ଦୋରସା ପଟୁ ମାଟିରେ ଏକ…
୫ରୁ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ
ଭୁବନେଶ୍ୱର,୨।୭(ବ୍ୟୁରୋ): ସରକାର ଜୁଲାଇ ୧ରୁ ୧୬ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ଏହାକୁ ବିଚାର କରି ଆସନ୍ତା ୫ରୁ ୧୭ତାରିଖ ପର୍ଯ୍ୟନ୍ତ କଟକଣା ମଧ୍ୟରେ ହାଇକୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟ ଦିବସରେ…
ତଦନ୍ତ କରିବାକୁ ଯାଇ ମାଡ଼ ଖାଇଲା ପୋଲିସ
ଜଗତ୍ସିଂହପୁର ଅଫିସ/ରାହାମା,୨।୭ (ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ରାହାମାର ତେରମାଣପୁର(ବାଲିସାହି) ଗଁାରେ ଏକ ଚୋରି ଘଟଣାରେ ଗୁରୁବାର ପୋଲିସ ତଦନ୍ତ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛି। ରଞ୍ଜିତ ବରାଳ ଓରଫ ନନ୍ଦ (୩୫) ହାବିଲଦାରଙ୍କ ଲାଠି ଛଡ଼ାଇ ନିସ୍ତୁକ…
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ: ପ୍ରଥମ କୁଳସଚିବ ଭାବେ ଦାୟିତ୍ୱ ନେଲେ ନିରୁପମା ସ୍ବାଇଁ
କଟକ ଅଫିସ,୨।୭: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳସଚିବ ଭାବେ ଓଏଏସ୍ ଅଫିସର ନିରୁପମା ସ୍ବାଇଁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର କମଲଜିତ ସିଂ ତାଙ୍କୁ ସ୍ବାଗତ କରିଥିଲେ। ନିରୁପମା ଦାୟିତ୍ୱ ଗ୍ରହଣ କରିବାବେଳେ ଡ. ସୁଶାନ୍ତ…
ରାଜ୍ୟରେ ନକଲି ଔଷଧ କାରବାର ଘଟଣା: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ ଅଫିସ,୨।୭: ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ଦାବିକରି ଆମ୍ ଜନତା ଅଧିକାର ଟ୍ରଷ୍ଟର ଆବାହକ ବାସୁଦେବ ଭଟ୍ଟ ଗୁରୁବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଆବେଦନକାରୀ ଭଟ୍ଟ ଏହି ମାମଲାରେ ସିବିଆଇ ନିର୍ଦ୍ଦେଶକ, ରାଜ୍ୟ…
ପକ୍କା ଅପେକ୍ଷାରେ ୧୦ ପଥ
ବଇଣ୍ଡା,୨ା୭ ଗ୍ରାମାଞ୍ଚଳର ସହରୀକରଣ ଚାଲିଛି। କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁ ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ସଡ଼କ ସହ ଯୋଡ଼ାଯାଉଛି। ବସୁଧା ଯୋଜନାରେ ବିଶୁଦ୍ଧ ପାଇପ୍ ପାଣି ଯୋଗାଇ ଦେବାକୁ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ବିଦ୍ୟୁତ୍ ଭିତ୍ତିଭୂମିକୁ ଅଧିକ…
ଗାଁ ମୁହାଁ ସମୁଦ୍ର
ଗୋପାଳପୁର,୨ା୭: ଗଁା ଆଡକୁ ମାଡ଼ି ଆସୁଛି ସମୁଦ୍ର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ। ଗତ ୫ ଦିନ ହେବ ସମୁଦ୍ରର ଉଚ୍ଚ ଜୁଆର ମାଡ଼ ହେବାରୁ ଏଲ. ଭୋଗରାଜୁ, ଏଲ.ଆପନା ଓ କେ.ଭୀମାଙ୍କର…
ଅପରାଧୀଙ୍କୁ ଦୌଡ଼ାରେ ପାରିଲାନି ପୋଲିସ
ଝାରସୁଗୁଡା ଅଫିସ,୧।୭: ଏକ ବାଇକ୍ ଯୋଗେ ଗୁରୁବାର ସମ୍ବଲପୁରରୁ ଝାରସୁଗୁଡ଼ା ଚାଲାଣ ହେଉଥିଲା ଗଞ୍ଜେଇ। ଏକ ବିଶେଷ ସୂତ୍ରରୁ ଖବର ପାଇ ବଡମାଲ ଥାନା ପୋଲିସ ବିଜୁ ପଟ୍ଟନାୟକ ଛକରେ ଜଗି ରହିଥିଲା। ଏହି ସମୟରେ ଜଣେ ଯୁବକ ବାଇକ୍ରେ ଗଞ୍ଜେଇ…

