ପୁଣି ବାଘ ଛାଲ ଜବତ, ଜଣେ ଗିରଫ
କଣ୍ଟାମାଳ,୨୧।୭(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର କପାଶିରା ଛକ ନିକଟରେ ବୁଧବାର ଏସ୍ଟିଏଫ କବଜାରେ ବାଘ ଶିକାରୀ ହର ରଣାଙ୍କୁ ଗିରଫ କରିଛି । ବାଘ ଛାଲ ବିକ୍ରି ନିମନ୍ତେ କଥା ଚାଲିଥିବା ବେଳେ ଏସ୍ଟିଏଫ ସ୍ବତନ୍ତ୍ର ଟିମ ବନ୍ଧୁକ ଓ…
ଭାଙ୍ଗିଲା ଶାଖା କେନାଲ
ଭୁବନ, ୨୧ା୭(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ଧଳପଡ଼ା ଗ୍ରାମ ନିକଟରେ ନବନିର୍ମିତ ରେଙ୍ଗାଳି ମୁଖ୍ୟକେନାଲର ଡିଷ୍ଟ୍ରିବ୍ୟୁଟାରୀ କେନାଲ ମଙ୍ଗଳବାର ଭାଙ୍ଗିଯାଇଛି। ଏଥିରେ ବହୁ ଚାଷୀଙ୍କ ଧାନତଳି ଭାସିଯିବା ସହ ଜମିରେ ମାଟି ମାଡ଼ିଯାଇଛି। ୪ଦିନ ତଳେ ପରୀକ୍ଷାମୂଳକ ଭାବେ…
ଯୁବତୀ ଚାଲାଣ ଅଭିଯୋଗରେ ପୁଅକୁ ବାନ୍ଧିନେଲା ପୋଲିସ, ଅଟକାଇବାକୁ ଯାଇ ମା’ ଗୁରୁତର
କୁତ୍ରା,୨୧।୭(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ସିମଡେଗା ପୋଲିସ ବୁଧବାର ସକାଳୁ ଗିରଫ କରିଛି। ସୂଚନାଯୋଗ୍ୟ, କଣ୍ଟାଝାର ଗ୍ରାମର ଲାଲମୋନ ନାଏକଙ୍କ ବଡ଼ ପୁଅ ସଞ୍ଜୁ ନାଏକ(୩୧) ଦିଲ୍ଲୀରେ…
କରୋନା କଟକଣାରେ ଇଦ୍- ଉଜ୍-ଜୁହା
ଭଦ୍ରକ ଅଫିସ,୨୧।୭: ବଳିଦାନର ପର୍ବ ଇଦ୍- ଉଜ୍-ଜୁହା। ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି। ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଘରେ ରହି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। କରୋନା…
ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ: ଷ୍ଟେଶନରୁ ପଡ଼ିଲେ ଧରା
ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଚରମ୍ପା ରେଳ ଷ୍ଟେଶନ ନିକଟରୁ ଜଣେ ବ୍ୟକ୍ତିଙ୍କୁ କାବୁ କରି ନିକଟସ୍ଥ ଜିଆର୍ପି ଥାନାରେ ଲୋକେ ଜିମା ଦେଇଛନ୍ତି। ବ୍ୟକ୍ତି ଜଣକ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିବା ଜଣାପଡ଼ିଛି। ସେ ହେଲେ ଅନିଲ…
ଅବକାରୀ ବିଭାଗର ଚଢ଼ାଉ, ୪ ଜଣଙ୍କୁ ଉଠାଇ ନେଲା ଟିମ୍
ଗଞ୍ଜାମ,୨୧ା୭(ଡି.ଏନ୍.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅଧିକାଂଶ ସମୟରେ ବେଆଇନ ମଦ ବିକ୍ରି ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ପୂର୍ବ ଓ୍ବାରେଣ୍ଟ ଥିବା ୪ ଜଣଙ୍କୁ ବୁଧବାର ସ୍ବତନ୍ତ୍ର ଅବକାରୀ ଟିମ୍ ଉଠାଇ ନେଇଥିବା ଜଣାପଡିଛି…
ଆହାର ଉପରେ ପାହାର
ରଜନୀକାନ୍ତ ମହାରଣା ଖମାର,୨୧ା୭ – ଚାଷକୁ ନେଇ ଚାଷୀ ଗର୍ବ ଅନୁଭବ କରେ। ସର୍ବୋଚ୍ଚ ସମ୍ମାନ ବୋଲି ଭାବେ। ଅନ୍ନଦାତାର ପରିଚୟ ଚାଷୀଙ୍କୁ ଅଧିକ ଆତ୍ମବିଶ୍ୱାସୀ କରେ। ଆନନ୍ଦ ଦିଏ। ସେଥିପାଇଁ କଠିନ ପରିଶ୍ରମ କରିବାକୁ ସେ କେବେ କୁଣ୍ଠିତ ହୁଏନାହିଁ।…
ବାହୁଡ଼ାରେ ଗଡ଼ିଲା ୪ଫୁଟ ଉଚ୍ଚର ରଥ
ସଜନାଗଡ,୨୧।୭(ଡି.ଏନ.ଏ.): ଜଗନ୍ନାଥଙ୍କର ସ୍ବପ୍ନାଦେଶ ପାଇ ୧୯ବର୍ଷର ଦିବ୍ୟାଙ୍ଗ ଯୁବକ ତିଆରି କରିଛନ୍ତି ୪ଫୁଟ ଉଚ୍ଚର ସୁସଜ୍ଜିତ ରଥ। ସେଥିରେ ବଳଭଦ୍ର, ଜଗନ୍ନାଥ, ଓ ମା’ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ କରି ବାହୁଡ଼ାରେ ରଥ ଟାଣି ସେ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଉକ୍ତ…
ଜରିବାହାଲ ଖଣିରୁ ପରିବହନ ବାତିଲ
ଯୋଡ଼ା,୨୧।୭(ଡି.ଏନ.ଏ.): ୨୦୨୦ରେ କେନ୍ଦୁଝର ଜିଲା ଖଣି ମଣ୍ଡଳର ଏକାଧିକ ଖଣିକୁ ବିଭିନ୍ନ କମ୍ପାନୀ ନିଲାମ ନେଇଛନ୍ତି। ଏପରି କି କିଛି ଖଣିକୁ ବିକ୍ରି ମୂଲ୍ୟଠାରୁ ଶହେ ପ୍ରତିଶତରୁ ଅଧିକ ମୂଲ୍ୟ ଦେଇ ଏକାଧିକ ବ୍ୟବସାୟୀମାନେ ହାତେଇଛନ୍ତି। ନୂଆ ଭାବେ ନିଲାମ ମାଧ୍ୟମରେ…
ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ
ଝାରସୁଗୁଡା ଅଫିସ, ୨୦।୭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ପଲିଟେକନିକ କଲେଜର ମେକାନିକାଲ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଝାରସୁଗୁଡା ଘର ସମତେ ୪ ସ୍ଥାନରେ ମଙ୍ଗଳବାର ଏକ ସଙ୍ଗେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ…
ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ
ବାରିପଦା ଅଫିସ,୨୦।୭: ଶିମିଳିପାଳ ଉତ୍ତର ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରୁ ବନବିଭାଗ ଚଢ଼ାଉ କରି ୩ଜଣ ଶିକାରୀଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ କୁଟୁରା ମାଂସ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗିରଫ ଶିକାରୀମାନେ…
କାମ ଯୋଗାଇବାରେ ଛତ୍ରପୁର ବ୍ଲକ ବିଫଳ: ପୁଣି ବିରକ୍ତି ହେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୦।୭(ଡି.ଏନ୍.ଏ.): କରୋନା ସମୟରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପ୍ରଶାସନ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ଏମ୍ଜିଏନ୍ଆରଜିଏସ୍ରେ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତି ବ୍ଲକରେ କାମ ଯୋଗାଇ ଦୈନିକ ୧୦ ହଜାର ଶ୍ରମଦିବସ ସୃଷ୍ଟି ପାଇଁ ଟାର୍ଗେଟ ରହିଛି।…

