ଆମ ଜିଲା ଖବର

ପଞ୍ଚାୟତକୁ ଆସିଥିଲା ୮୦ ଲକ୍ଷ ଟଙ୍କା, ଖର୍ଚ୍ଚ କରିପାରିଲେନି ସରପଞ୍ଚ

ଜଳେଶ୍ୱର,୧୧।୮(ଡି.ଏନ.ଏ.): ପଞ୍ଚାୟତରେ ପିଇବାପାଣି, ସ୍ବଚ୍ଛତା, ଆଲୋକୀକରଣ, ରାସ୍ତା ନିର୍ମାଣ ଭଳି ଉନ୍ନତି ମୂଳକ କାର୍ଯ୍ୟ ଲାଗି ଆସିଥିଲା ୮୦,୭୪,୭୯୪ ଟଙ୍କା। କିନ୍ତୁ ଏହାକୁ ଖର୍ଚ୍ଚ କରିପାରିଲେ ନାହିଁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାକିଡିଆ ପଞ୍ଚାୟତ ସରପଞ୍ଚ ବଳରାମ ବର୍ଷାଳ। ଏଥିଯୋଗୁ…

ସୁନା ବିକିବାକୁ ଆସି ଧରାପଡ଼ିଲେ

ଗଞ୍ଜାମ,୧୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କରପଡା ଗ୍ରାମର ବୃନ୍ଦାବନ ଚାର୍ଟଙ୍କ ଘରୁ ଗତ ୨୮ ତାରିଖରେ ୨୧ ଭରି ସୁନା, ୧୦୦ ଭରି ରୁପା ସହ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଥିଲା। ଏ ନେଇ ଗଞ୍ଜାମ ଥାନାରେ ଏକ (ନଂ.୧୧୨/୨୧)…

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ୍‌ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ କୋର୍ଟଙ୍କ ପ୍ରଦୀପ ପାଣିଗ୍ରାହୀ। ପାଠକ ବାପ-ପୁଅ ମାମଲାରେ ଗିରଫ ହୋଇଥିବା…

ଟାଟା ପ୍ରକଳ୍ପ ଆଗରେ ଧାରଣା: ନିଯୁକ୍ତି ଦିଅ ନଚେତ ଜମି ଛାଡ଼

ଛତ୍ରପୁର,୧୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ତଥା ତାଲିମପ୍ରାପ୍ତ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦାବି ହୋଇଛି। ଏ ନେଇ କମ୍ପାନୀ ଫାଟକ ଆଗରେ ଧାରଣା ଚାଲିଥିବା ସହ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଜୀବିକା ଦିଅ…

ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

କେନ୍ଦୁଝର,୧୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ସାରୁକୁଦର ଗ୍ରାମ ନିକଟ ପାରାଭାଡି ଜଙ୍ଗଲରେ ମୃତ୍ୟୁ ଘଟିଥିବା ଏକ ମାଈ ହାତୀକୁ ଦେଖିବାକୁ ଡିଏଫ୍‌ଓ ଅଜିତ୍‌ ଶତପଥୀ, ଆରସିସିଏଫ୍‌ ଅରୁଣ କୁମାର ମିଶ୍ର , ଭେଟନାରୀ କଲେଜ, ଭୁବନେଶ୍ୱରର…

‘ନିର୍ଭୟ’ର ସଫଳ ଉତ୍‌କ୍ଷେପଣ

ବାଲେଶ୍ୱର ଅଫିସ,୧୧।୮: ବାଲେଶ୍ୱର ଜିଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ବୁଧବାର ଦୂରଗାମୀ ସବ୍ନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରକୁ ପୂର୍ବାହ୍ନ ୯ଟା ୫୩ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ପରୀକ୍ଷା…

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ : ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ

କଟକ ଅଫିସ,୧୧।୮: ମାଟ୍ରିକ ଅଫଲାଇନ ଖାତାଦେଖା ବୁଧବାରଠାରୁ ଆରମ୍ଭ ହୋଇଛି। ୭ଟି ଜିଲାର ୯ଟି କେନ୍ଦ୍ରରେ ଖାତା ଦେଖାହେଉଛି। କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ୧୫୦୦ ଶିକ୍ଷୟିତ୍ରୀ, ଶିକ୍ଷକ ଏଥିରେ…

ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସ୍‌ଓପି: ୧୬ରୁ ଜଗା ଦର୍ଶନ

ପୁରୀ ଅଫିସ,୧୧ା୮: ଶ୍ରୀମନ୍ଦିର ଖୋଲିବା ନେଇ ଏସ୍‌ଓପି ଜାରି ହୋଇଛି। ଗୁରୁବାରଠୁ ଦୁଇଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ…

ଚାଷୀଙ୍କୁ ବିହନ ନ ବାଣ୍ଟି ନଷ୍ଟ ହେଉଛି

ଖଇରପୁଟ,୧୧ା୮(ଡି.ଏନ୍‌.ଏ.):ମାଲକାନଗିରି ଜିଲାର କୁଡୁମୁଲୁଗୁମ୍ମା, କୋରକୋଣ୍ଡା ଏବଂ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ୫୮ଟି ଗ୍ରାମରେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ସମ୍ପଦାୟର ୨୦ ହଜାରରୁ ଊଦ୍ଧର୍‌ବ ଲୋକଙ୍କ ବିକାଶ ଲାଗି ଡିଡାଇ ଉନ୍ନୟନ ସଂସ୍ଥା ଗଠିତ ହୋଇଛି।…

ହନୁମାନ ପଇସା ପାଇଁ ହତ୍ୟା କରିଥିଲେ ୪ ସାଙ୍ଗ

ଦେବଗଡ,୧୧ା୮(ଡି.ଏନ.ଏ):ଗତ ୫ ତାରିଖରେ ଦେବଗଡ ଥାନା ଅଧୀନ ରାଇତାଲ ଗାଁରେ ଥିବା ଏକ ଟ୍ରାନ୍ସଫର୍ମର ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହନୁମାନ ପଇସା ପାଇଁ ଉକ୍ତ ଯୁବକଙ୍କୁ ତାଙ୍କ ସାଙ୍ଗମାନେ ପିଟି ପିଟି ହତ୍ୟା…

ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ନୂଆ ନୂଆ ଘୋଷଣା କରିଚାଲିଛନ୍ତି। ସମ୍ପ୍ରତି ରାଜ୍ୟରେ ୬୯୩କୋଟି ଟଙ୍କା ଖର୍ଚ୍ଚରେ…

ଜଳୁନି ୫ହଜାର ଷ୍ଟ୍ରିଟ୍‌ ଲାଇଟ: ଅନ୍ଧାରରେ ବାରିପଦା ପୌର ପରିଷଦ

ବାରିପଦା ଅଫିସ,୧୧ା୮-ମୟୂରଭଞ୍ଜ ଜିଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫ ହଜାର ଷ୍ଟ୍ରିଟ୍‌ ଲାଇଟ ଜଳୁ ନାହିଁ। ଏହାର ସୁଯୋଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?