ଆମ ଜିଲା ଖବର

ନଦୀପଠାରେ ହସିଲାଣି କାଶତଣ୍ଡୀ

ମହାକାଳପଡ଼ା,୧୦ା୯(ଡି.ଏନ.ଏ.): ଶରତର ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ ଯେମିତି ଦୋଳି ଖେଳୁଛି। ପାର୍ବଣ ଆରମ୍ଭରେ ଖିଲି ଖିଲି ହସୁଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା…

ବହିର୍ବିଭାଗ ସମ୍ମୁଖରେ ଓହଳିଛି ବିଦ୍ୟୁତ୍‌ ତାର

ନାଉଗାଁ,୧୦।୯(ସ୍ବ.ପ୍ର.): ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୧୬ ପଞ୍ଚାୟତର ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧରାଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରର ବହିର୍ବିଭାଗ ସମ୍ମୁଖରେ କେନ୍ଦ୍ରର ବିଭିନ୍ନ ଓାର୍ଡ, କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବାକୁ ମିଟର ବସାଯାଇଥିବା ବେଳେ ମେନ…

ତହସିଲ ପ୍ରଶାସନ, ଥାନା ମଧ୍ୟରେ ଛକାପଞ୍ଝା

ନାଉଗଁା,୧୦ା୯(ସ୍ବ.ପ୍ର.):ନାଉଗଁା ତହସିଲ ଓ ଥାନା ମଧ୍ୟରେ ଛକାପଞ୍ଝା ଚାଲିଛି। ଏହାର ଫାଇଦା ବାଲି ମାଫିଆ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ତହସିଲ…

ରୋଗର ବାହକ ସାଜିଛି ଭେଜାଲ, ଅପମିଶ୍ରିତ ଖାଦ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୦ା୯:କଟକର ଏକ ହୋଟେଲରେ ବାସି ଖାଦ୍ୟ ବିକ୍ରି ସମୟରେ ପ୍ରଶାସନିକ ଚଢାଉ ନିକଟରେ ହୋଇଛି। ଏହି ଦୋକାନକୁ ସିଲ୍‌ କରାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଅପମିଶ୍ରିତ ଚଟପଟି ଖାଦ୍ୟ ବିକ୍ରି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି…

‘ଜାଗା ମିଶନ’ ଦିଗହରା

ଭୁବନ, ୧୦।୯ ସହରାଞ୍ଚଳର ଗରିବ ଭୂମିହୀନ ବସ୍ତିବାସିନ୍ଦାଙ୍କ ମୁହଁରେ ଫୁଟିବ ହସ। ମୁଣ୍ଡକୁ ଛାତ। ପେଟକୁ ଭାତ। ହାତପାହାନ୍ତାରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର। ଆର୍ଥିକ ଅନଗ୍ରସର ପରିବାରର ଜୀବନଧାରଣ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ…

ଜଗି ବସୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୧୦ା୯ ଅସହ୍ୟ ଯନ୍ତ୍ରଣା ଅଥୟ କରିଦେଉଛି। ତଥାପି ରାତିଅନିଦ୍ରା ହୋଇ ପୂର୍ବଦିନରୁ ଡାକ୍ତରଙ୍କୁ ଜଗି ବସୁଛନ୍ତି ରୋଗୀ। କାରଣ ପ୍ରତି ସପ୍ତାହରେ କେବଳ ଗୁରୁବାର ଦିନକ ପାଇଁ ବିଶେଷଜ୍ଞ ଡାକ୍ତର ଆସୁଥିବାବେଳେ ମାତ୍ର ୫୦ ଜଣଙ୍କୁ ଟିକେଟ୍‌ ମିଳୁଛି।…

ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ: ବିଚିତ୍ରପୁର ଇକୋ ଟୁରିଜମ୍‌

ଭୋଗରାଇ, ୧୦।୯ (ଡି.ଏନ.ଏ.)-ଇକୋ ଟୁରିଜମ୍‌ସ୍ଥଳୀ ଭାବେ ମାନ୍ୟତା ପାଇଛି ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଚିତ୍ରପୁର। ୮କି.ମି. ଲମ୍ବ ଓ ୫ କି.ମି. ପରିଧି ମଧ୍ୟରେ ଏଠାରେ ରହିଛି ୪ଟି ଛୋଟ ଛୋଟ ଆକର୍ଷଣୀୟ ଦୀପପୁଞ୍ଜ। ଜଙ୍ଗଲ…

ଜୁଆରରେ ଉଜୁଡ଼ିଯାଉଛି ଝାଉଁ ଜଙ୍ଗଲ

ବାହାନଗା, ୧୦।୯ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଝାଉଁ ଜଙ୍ଗଲ ଜୁଆର ମାଡରେ ଉଜୁଡିଯିବାକୁ ବସିଲାଣି। ଏପରିକି ବରିପଦା ପଞ୍ଚାୟତର ମହାରୁଦ୍ରପୁର ଆଡିଆ ସମେତ ଆଡିଆର ବଙ୍ଗାଳିସାହି ଓ କଲ୍ୟାଣି ପଞ୍ଚାୟତର ଜହ୍ନିପୁରର ଭିଲ୍ଲା ଆଡିଆ…

ଚିତ୍ରକଳାରେ ସଚେତନତା ବାର୍ତ୍ତା

ବାରିପଦା ଅଫିସ, ୧୦।୯-ଚିତ୍ରକଳାରେ ନିଜର ପାରଦର୍ଶିତା ଦେଖାଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି ବାରିପଦାର ଯୁବ ଚିତ୍ରଶିଳ୍ପୀ ମାନସରଞ୍ଜନ ପତି ା କାଳ୍ପନିକ ଚିତ୍ର ପ୍ରସ୍ତୁତ କରିବା ଅପେକ୍ଷା ସମସାମୟିକ ସାମାଜିକ ପରିସ୍ଥିତି ସହିତ ଅସଜଡ଼ା ପରିବେଶର କରାଳ ରୂପକୁ…

ଜାମତରା ଲିଙ୍କ୍‌ରେ ଝାରସୁଗୁଡ଼ାର ସାଇବର୍‌ ଅପରାଧି

ଝାରସୁଗୁଡ଼ା ଅଫିସ,୧୦ା୯: ଝାରସୁଗୁଡ଼ା ପୋଲିସ ଆଉ ଏକ ଆନ୍ତଃ ରାଜ୍ୟ ସାଇବର୍‌ କ୍ରାଇମ୍‌ ରହସ୍ୟ ଉନ୍ମୋଚନ କରିଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୂଳବାସିନ୍ଦା ଝାରସୁଗୁଡ଼ା କାଳୀମନ୍ଦିର ରୋଡ୍‌ରେ…

ରାଜ୍ୟ ସାରା ବୁଲିିବୁଲି ଲୁଟୁଥିଲେ

ଝାରସୁଗୁଡ଼ା ଅଫିସ,୯ା୯: ଝାରସୁଗଡ଼ା ପୋଲିସ ୨ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ଏରସମା ଥାନା ବତୀଗାଁର ବିକ୍ରମ ବିଶ୍ୱାଳ(୩୫) ଓ ଢେଙ୍କାନାଳ ଚାନ୍ଦମାରୀ ସାହିର ଅଜୟ ବେହେରା(୪୬)। ଏମାନଙ୍କ…

ରାସ୍ତାରେ ବୁଲିଲା ହାତୀ

ଚିତ୍ରଡା,୯।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜକୁ ପ୍ରବେଶ କରି ଆତଙ୍କ ଖେଳାଇଛି ଏକ ଝାଡ଼ଖଣ୍ଡୀ ହାତୀ। ରାତି ପ୍ରାୟ ୯ଟାରେ ହାତୀଟି ଚିତ୍ରଡା ଅଞ୍ଚଳର ଗାଁରେ ଏଣେତେଣେ ବୁଲିଥିଲା। ବନ କର୍ମଚାରୀ ଘଉଡାଇବାରେ ବିଫଳ ହେବାରୁ ଅଞ୍ଚଳବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?