ଆମ ଜିଲା ଖବର

ଏନ୍‌ଜିଟିକୁ ଗଲା ମେଗା ଜଳ ପ୍ରକଳ୍ପ ବିବାଦ

କେନ୍ଦ୍ରାପଡ଼ା ଅଫିସ,୧୧।୯: ଗତ ୨ ବର୍ଷ ଧରି ଖରସ୍ରୋତାର ପାଣି ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି। କେନ୍ଦ୍ରାପଡ଼ା ସହରର ସାମାଜିକ କର୍ମୀ କ୍ଷିତୀଶ କୁମାର ସିଂହ ଏନେଇ ଶୁକ୍ରବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଖରସ୍ରୋତା ନଦୀରୁ…

ଚାଟ୍‌ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାରଙ୍ଗ,୧୧।୯ (ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗ୍ରାମ ହାଇସ୍କୁଲ ଛକରେ ଥିବା ଏକ ଚାଟ୍‌ ଦୋକାନରେ ଚାଟ୍‌ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଶୁକ୍ରବାର ସାବେଳେ ଏହି ଚାଟ୍‌ ଦୋକାନରେ ଗଣ୍ଡରପୁର ଓ କଲ୍ୟାଣପୁର ଗ୍ରାମର…

କୃଷିଭିତ୍ତିକ ଗଣପର୍ବ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ପୁରପଲ୍ଲି ସବୁଠି ସବୁ ବର୍ଗର ଲୋକେ ଆନନ୍ଦ ଉଲ୍ଲାସରେ ଏହା ପାଳନ କରିଥାନ୍ତି। ଏହି ପର୍ବ ଆଧୁନିକ ସମାଜକୁ ଅନେକ ବାର୍ତ୍ତା ଦେଇଥାଏ। ଦୈନନ୍ଦିନ ଜୀବନ, ବ୍ୟବହାର, ଐତିହ୍ୟ, ସଂସ୍କୃତି, ଚାଲିଚଳନ, ପରିଧାନ, ଖାଦ୍ୟପେୟ…

ପୋଲିସ ସ୍ବାମୀ ଦେଉଛନ୍ତି ଯୌତୁକ ନିର୍ଯାତନା

ନିଶ୍ଚିନ୍ତକୋଇଲି,୧୧।୯(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅଧୀନ ଜନାର୍ଦ୍ଦନପୁର ଗ୍ରାମରେ ଜଣେ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ କିରୋସିନ ଢ଼ାଳି ମାରିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ପୋଲିସ କର୍ମଚାରୀ ହୋଇଥିବାରୁ ୭…

ନୂଆ ରୂପରେ ନୂଆଁଖାଇ

ପଶ୍ଚିମ ଓଡିଶାର ଭିନ୍ନ ଏକ ପରମ୍ପରା ହେଉଛି କୃଷିଭିତ୍ତିକ ଗଣପର୍ବ ନବାନ୍ନ (ନୂଆଁଖାଇ)। ଏହି ପର୍ବକୁ ପଶ୍ଚିମ ଓଡିଶାବାସୀ ମୁଖ୍ୟପର୍ବ ଭାବେ ପାଳନ କରିଥାନ୍ତି। ଅନ୍ୟ ପର୍ବ ପର୍ବାଣିଠାରୁ ଏହା ଏକ ନିଆରା ପର୍ବ। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ…

ସଙ୍କଟରେ ସଁପୁର ସୂତା କାରିଗର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଇ ପର୍ବରେ ଲୋକେ ନୂଆଁଲୁଗା ପନ୍ଧିଥାନ୍ତି। ନୂଆଁଲୁଗା ପିନ୍ଧି ପରିବାରର ମୁରବି ଦେବଦେବୀ ଓ ପିତୃପୁରୁଷଙ୍କୁ ଚୁରାକୁଁଡା’ ଅର୍ପଣ କରିବାର ବିଧି କୋଉ କାଳରୁ ରହିଆସିଛି। ଏହାସହିତ ନୂଆଁଖାଇରେ ପରିବାର ସମସ୍ତେ ନୂଆଁଲୁଗା ପରିଧାନ କରି…

ନନ୍ଦନକାନନରେ ବଢୁଛି ପର୍ଯ୍ୟଟକ ସଂଖ୍ୟା

ବାରଙ୍ଗ,୧୧।୯(ଡି.ଏନ୍‌.ଏ.): କୋଭିଡ କଟକଣା କୋହଳ ହେବାପରେ ନନ୍ଦନକାନନରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଗଣେଶ ପୂଜାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଲିଛନ୍ତି ୬୯୨୦ଜଣ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରେ ନନ୍ଦନକାନନ ଟିକଟ କାଉଣ୍ଟରରେ ୬୮୩୨ ଓ ଅନ୍‌ଲାଇନ…

ବଲାଙ୍ଗୀରରେ ନୂଆଁଖାଇ

ବଲାଙ୍ଗୀର ଅଫିସ,୧୧ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀରର ଦେବୀ ପାଟଣେଶ୍ୱରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ୧୦ଟା ୧୯ରୁ ୧୦ଟା ୪୦ ମଧ୍ୟରେ ନୂଆ ଅର୍ପଣ କରାଯାଇଛି । ବିଧି ଅନୁସାରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ…

ଦୁଇ ସଉତୁଣୀ କଳି ଲାଗି ଜଣେ କଲେ ଆତ୍ମହତ୍ୟା

ପାଟଣା,୧୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଖିଞ୍ଚିବେଡ଼ା ଗ୍ରାମର ମୁଣ୍ଡାସାହିରେ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳୁ ଘର ଭିତରୁ ବିଷ୍ଣୁ ମୁଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ରୀନା ମୁଣ୍ଡା (୩୫)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ପିନ୍ଧା…

ଆଜି ନୂଆଁଖାଇ: ମା’ଙ୍କ ପାଖରେ ଲାଗିହେଲା ନବାନ୍ନ

ସମ୍ବଲପୁର ଅଫିସ,୧୧।୯: ପଶ୍ଚିମ ଓଡ଼ଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଉତ୍ସାହ ଉଦ୍ଦୀପନାରେ ପାଳନ ହୋଇଛି। ଲଗ୍ନ ଅନୁସାରେ ଆଜି ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେଘରେ ଏହି ଉତ୍ସବ ପାଳନ କରାଯାଇଛି। କରୋନା କଟକଣା ଲାଗି…

ପୁଲକିତ କରୁନି ପାର୍ବଣ

ଅନୁଗୋଳ ଅଫିସ, ୧୧ା୯ – ପୁଲକିତ କରେ ପାର୍ବଣ। ଆନନ୍ଦ, ଉତ୍ସାହରେ ଭରିଦିଏ ମନ। କିନ୍ତୁ କୋଭିଡ୍‌ ମହାମାରୀ କାରଣରୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ଉତ୍ସବ ଋତୁ ଆରମ୍ଭରୁ କେଉଁଠି ନାହିଁ ଉତ୍ସାହ କି ଉଦ୍ଦୀପନା। ସରକାର କଟକଣାକୁ…

ସୁରକ୍ଷା ଖୋଜୁଛି ବନୀ ଜଙ୍ଗଲ

ଲଙ୍ଗଳେଶ୍ୱର,୧୧ା୯ (ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବାଲେଶ୍ୱର ଜିଲା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କେଉଁ ଆବହମାନ କାଳରୁ ବନୀ ଜଙ୍ଗଲ ସୃଷ୍ଟି କରାଯାଇଛି। ହେଲେ ସଂରକ୍ଷଣ କି ରକ୍ଷଣାବେକ୍ଷଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ଏହା ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?