ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ ଅଫିସ,୧୯।୧୧ : ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ଉପରେ ପ୍ରଶାସନ ଶୁକ୍ରବାର  କଟକଣା ଲଗାଇଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଦୁର୍ଲଭ ରାଜରାଜେଶର ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜାଇବେ ।

ତେବେ ଏହି ଦୁର୍ଲଭ ସୁବର୍ଣ୍ଣ ବେଶ ଦର୍ଶନରୁ ଭକ୍ତ ଶ୍ରଦ୍ଧାଳୁମାନେ ବଞ୍ଚିତ ହେବେ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ବନ୍ଦ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୁର୍ଭାଗ୍ୟଜନକ କହିବା ସହ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କର ଶୀଘ୍ର ଆରୋଗ୍ୟ ଲାଗି କାମନା କରିଛନ୍ତି।...

ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲରେ ସିଦ୍ଧିକ୍ଷା ଦ୍ୱିତୀୟ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ):ଦୁବାଇଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ୍‌ କଣ୍ଟେଷ୍ଟରେ ୨ୟ ରନର୍ସ ଅପ୍‌ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଯୁବତୀ ସିଧିକ୍ଷା...

ଚିକିଛା ଅଭାବୁ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ବୁଲୁ: ମାଏକିନାର ଉପରେ ୫ ପରାନୀର ବୋଝ୍‌

ଗଣ୍ଡତୁରୁମ, ୮ା୧(ଡି.ଏନ୍‌.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଭାଙ୍ଗକୁଦ ଗଁାର ବୁଲୁ ହଂସ(୪୩)। ସେ ଆଏଜ୍‌କେ ୨ ବଛର ହେଲା ରୋଗ୍‌ ବେମାରୀରେ ଶଢ଼ୁଛନ୍‌।...

କରୋନା ବ୍ୟାପିବା ଘଟଣା: ଜେଲ ବିଭାଗକୁ ଓଏଚ୍‌ଆର୍‌ସିଙ୍କ ନୋଟିସ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲ୍‌ରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ନିକଟରେ ବ୍ରହ୍ମପୁର ଜେଲ୍‌ରେ ୩୩ କଏଦୀ ଓ ଜେଲରଙ୍କ ସମେତ ୧୦ଜଣ କର୍ମଚାରୀ ପଜିଟିଭ୍‌...

ଚୁଲିରୁ ନିଆଁ ଲାଗି ବୃଦ୍ଧା ଗୁରୁତର

ପାଟଣା,୮।୧୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ରସପଡା ଗ୍ରାମରେ ଚୁଲିରୁ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ...

ହତ୍ୟା କରିଥିବା ମାନିଲେ ଶର୍ମିଷ୍ଠା

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)/ଚାନ୍ଦବାଲି (ଡି.ଏନ.ଏ.),୨ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ...

ବିସ୍କୁଟ ଖାଇବା ପାଇଁ ଅଳି କରିବାରୁ ୮ ବର୍ଷର ଝିଅଙ୍କୁ ଚେଙ୍କ

ବ୍ରହ୍ମପୁର ଅଫିସ,୧୩ା୬: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାବତ ମା’ ନିଜ ମାନବିକତା ଭୁଲିଯାଇ ୮ବର୍ଷର ଶିଶୁକନ୍ୟାଙ୍କୁ ଅମାନବୀୟ ଦଣ୍ଡ ଦେଇଛନ୍ତି। ଶିଶୁଟିର...

ଜାତୀୟ ରାଜପଥଉପରୁ ଛେଳି ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ

ଦାରିଙ୍ଗବାଡି,୩୦।୫(ଡି.ଏନ.ଏ ): ଜାତୀୟ ରାଜପଥଉପରୁ ଛେଳି ଚୋରିକରି ନେଉଥିବା ବେଳେ ୨ ଜଣଙ୍କୁ କାବୁ କଲେ ଲୋକେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡି...

Advertisement
Archives

Model This Week