ଆମ ଜିଲା ଖବର

ଲଗାଣ ବର୍ଷା: ଲେଙ୍ଗୁମହା ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ

ରାଇକିଆ,୧୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ରାଇକିଆ-ଦାରିଙ୍ଗିବାଡ଼ି ରାସ୍ତାର ଲେଙ୍ଗୁମହା ନିକଟରେ ଏକ ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି। ଛୋଟ ଯାନ ବାହାନ ରାସ୍ତା…

ମାଛ ଧରିବାକୁ ଯାଇ ଆଉ ଘରକୁ ଫେରିଲେନି ବ୍ୟକ୍ତି

ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ମାଛ ଧରିବାକୁ ଯାଇ ସଞ୍ଜୟ ରାଉତ ନାମକ ଜଣେ ବ୍ୟକ୍ତି ନିଖୋଜ ଥିଲେ। ତେବେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ସଞ୍ଜୟ ମାଛ ଧରିବା ପାଇଁ ଗ୍ରାମର ତ୍ରିନାଥ ମନ୍ଦିର…

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ବଢ଼ୁଛି ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷ ଜମିଗୁଡ଼ିକ ଜଳମଗ୍ନ ହୋଇଛି। ତିନିଦିନ ମଧ୍ୟରେ ସୋମବାର ସକାଳ ୧୧ଟା ୩୦ ସୁଧା ସମୁଦାୟ…

ମାଛ ଧରିବାକୁ ଯାଇ ନିଖୋଜ ଯୁବକ: ଚାଲିଛି ଖୋଜା

ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ଭାସି ଜଣେ ଯୁବକ ନିଖୋଜ ଅଛନ୍ତି। ସେ ହେଲେ ନତକାଇ ପଞ୍ଚାୟତ ଏକୁରିଖ ଗ୍ରାମର ସଞ୍ଜୟ ରାଉତ (୪୧)। ସଞ୍ଜୟ ମାଛ ଧରିବା ପାଇଁ ଗ୍ରାମର ତ୍ରିନାଥ ମନ୍ଦିର ନିକଟରେ ଥିବା…

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ପାଣି,ଅର୍ଦ୍ଧାଧିକ ବୁଡିଲା ବିଗ୍ରହ

ଆରଡି, ୧୩।୯, (ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ସୋମବାର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରାୟ ୧ ଫୁଟ ଉଚ୍ଚତାରେ ପାଣି ଥିବାରୁ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯାଇଛି। ଫଳରେ ମଙ୍ଗଳ ଆଳତି ସହ ଦୈନନ୍ଦିନ ନୀତିକାନ୍ତି ପୂଜାରେ ବିଳମ୍ବ…

ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଛେଣ୍ଡିପଦା ,୧୩।୯(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା କୋରଡ଼ା ଆମ୍ବୁରି ସାହିରେ ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଛନ୍ତି ଚୋର। ନିର୍ଦ୍ଧୁମ ମାଡ଼ ଖାଇବା ପରେ ପୋଲିସ ଚୋରକୁ ଗିରଫ କରିଛି। ସୂଚନା ଅନୁସାରେ, କୋରଡା ଗାଁର ଚକ୍ରଧର…

ସିନେମା ହଲ୍‌ ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୧୩ା୯: ଓଡ଼ିଆ ସିନେମା ଇତିହାସ ପାଇଁ ଅଭୁଲା ୧୯୩୬। ଏହି ବର୍ଷ ପରଦାକୁ ଆସିଥିଲା ପ୍ରଥମ କଳାଧଳା ଚଳଚ୍ଚିତ୍ର ‘ସୀତାବିବାହ’। ଏହାର ଦୀର୍ଘ ଚାରି ଦଶନ୍ଧି ପରେ ୧୯୭୬ରେ ବଡ଼ ପରଦାରେ ରିଲିଜ୍‌ ହୋଇଥିଲା ପ୍ରଥମ ରଙ୍ଗିନ ଚଳଚ୍ଚିତ୍ର…

ବର୍ଷା ନେଲା ୩ ଜୀବନ

କେନ୍ଦ୍ରାପଡ଼ା ଅଫିସ୍‌,୧୩।୯: କେନ୍ଦ୍ରାପଡା ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଙ୍ଗୋପସାଗରରେ ଲଘୁପାତଜନିତ ବର୍ଷା ବିପତ୍ାତ କେନ୍ଦ୍ରାପଡା ଜିଲାରେ ପ୍ରଭାବ ପକାଇଛି ା ଲଗାଣ ବର୍ଷା ୩ ଜଣଙ୍କର ଜୀବନ ନେଇଛି ା କାନ୍ଥ ପଡି ୨ ଜଣଙ୍କର ମୃତ୍ୟୁ…

ପାରାଦୀପରେ ବର୍ଷା ସାଙ୍ଗକୁ ପବନ: ସମୁଦ୍ର ଅଶାନ୍ତ

ପାରାଦୀପ,୧୩।୯(ସ୍ବ.ପ୍ର): ଜଗତସିଂହପୁର ଜିଲାରେ ଲଗାଣ ବର୍ଷାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡିଛି। ବର୍ଷା ସାଙ୍ଗକୁ ପବନ ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି।…

ରେକର୍ଡ ଭାଙ୍ଗିଲା ପୁରୀ, ଭୁବନେଶ୍ୱର

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି…

ଏସ୍‌ସିବି ମେଡିକାଲ ସିସିଟିଭି ଅଚଳ, ମିଳୁନି ସ୍ପଷ୍ଟ ଚିତ୍ର

କଟକ ଅଫିସ,୧୩ା୯:ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଷ୍ମନ୍ତ ଚିକିତ୍ସିତ ହେଉଥିବା ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅର୍ଥୋପେଡିକ ୱାର୍ଡରୁ ଆରମ୍ଭ କରି ଫାଟକ…

ଆଜିଠୁ ସକାଳ ୭ରୁ ରାତି ୯ ଯାଏ ଦର୍ଶନ

ପୁରୀ ଅଫିସ,୧୩।୯:ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଅନୁଯାୟୀ ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସୋମବାର (୧୩ ତାରିଖ) ଠାରୁ ଏହି ନୂତନ ଏସ୍‌ଓପି କାର୍ଯ୍ୟକାରୀ ହେବାକୁ ଯାଉଛି। ସେହିପରି ଶ୍ରୀମନ୍ଦିରକୁ ଭକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?