ଆମ ଜିଲା ଖବର

ଦାବି ପୂରଣ ନ ହେଲେ ଜାରି ରହିବ ଗଞ୍ଜେଇ ଚାଷ

ମାଲକାନଗିରି/ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ଏବଂ ଧୂଳିପୁଟ ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ପଞ୍ଚାୟତର ବାସିନ୍ଦା ସୋମବାର ଧୂଳିପୁଟରେ ଏକାଠି ହୋଇ ପ୍ରଜାମେଳି କରିଛନ୍ତି। ପୋଲିସର ଗଞ୍ଜେଇ କଟା ଅଭିଯାନକୁ ବିରୋଧ କରି ଗଞ୍ଜେଇଚାଷକୁ ସରକାରୀ ସ୍ବୀକୃତି ମାନ୍ୟତା…

ପରିଚୟ ଲୁଚାଇବାକୁ ପଥରରେ ଛେଚି ହତ୍ୟା

ଯୋଡ଼ା,୨୨।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ ହାତୀଦରୀ-ଧାତିକା ରାସ୍ତା କଡ଼ରୁ ସୋମବାର ଏକ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଉକ୍ତ ରାସ୍ତା କଡ଼ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ…

ପରିବା ଖାଇଦେବାରୁ ହତ୍ୟା

ପାପଡାହାଣ୍ଡି,୨୧।୧୧(ଡି.ଏନ୍‌.ଏ.): ଫେରାର ହତ୍ୟା ଅଭିଯୁକ୍ତଙ୍କୁ ପାପଡ଼ାହାଣ୍ଡି ପୋଲିସ ଶନିବାର ବିଳମ୍ବିତ ରାତିରେ ଗିରଫ କରିଛି। ଅଭିଯୁକ୍ତ ହେଲେ ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଗ୍ରାମର ହତ୍ୟା ପ୍ରହଲ୍ଲାଦ ଜାନୀ। ସୂଚନାନୁଯାୟୀ, ଦୁଇ ଦିନ ତଳେ ସନ୍ନ୍ୟାସୀଙ୍କ ବାଡିରେ ଲାଗିଥିବା ପରିବାକୁ ପ୍ରହଲ୍ଲାଦଙ୍କ ଗୋରୁ…

ବିଡିଓଙ୍କୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଦାବିପତ୍ର

କର୍ଲାମୁଣ୍ଡା,୨୨।୧୧(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ ୱାର୍କସ ଆସୋସିଏଶନ କର୍ଲାମୁଣ୍ଡା ଶାଖା ପକ୍ଷରୁ ଅଙ୍ଗନୱାଡି କର୍ମୀମାନେ ସୋମବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ସଭାନେତ୍ରୀ ସଲମୀ ନାଗ, ସମ୍ପାଦିକା ସୁଲକ୍ଷଣି ସାହୁଙ୍କ ନେତୃତ୍ୱରେ ଅଙ୍ଗନୱାଡି…

ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା: ଅଭିଯୁକ୍ତ ଗିରଫ

ସାଲେପୁର, ୨୨।୧୧ (ଡି.ଏନ୍‌.ଏ.): ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସିପୁନଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତ ୯ ତାରିଖରେ କଟକ ଜିଲା ସାଲେପୁର ଥାନା ସୁନାଖଣ୍ଡି ଗାଁର ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା କରିଥିଲେ । ପରେ ତାଙ୍କ…

ପଥର ଅନ୍‌ଲୋଡ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାପି ହୋଇଗଲେ ଡ୍ରାଇଭର

ଅମରପାଲି,୨୨ା୧୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ନିକଟରେ ନିର୍ମାଣାଧୀନ ପୋଲ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ପଥର ପ୍ୟାଚିଂ ପାଇଁ ପଥର ଆଣୁଥିବା ବେଳେ ଏହି…

ଚୁଲି ଜାଳି ପ୍ରତିବାଦ କଲେ ମହିଳା

ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ ସଭା କରାଯାଇଛି । ନିଶ୍ଚିନ୍ତକୋଇଲି ବଉଳ ବଜାରରୁ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ବିଡିଓଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…

ପ୍ଲାଷ୍ଟିକ୍‌ ମୁକ୍ତ ହେବ କପିଳାସ

ଢେଙ୍କାନାଳ ଅଫିସ, ୨୨।୧୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଇକୋ ସେନ୍‌ସିଟିଭ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇଥିବା କପିଳାସ ଶୈବପୀଠ ହେବ ପ୍ଲାଷ୍ଟିକ ମୁକ୍ତ। ସଫାସୁତରା ପରିବେଶରେ ପର୍ଯ୍ୟଟକ ଦିଅଁ ଦର୍ଶନ କରିପାରିବେ। ଏକ ସୁଖଦ ଅନୁଭୂତି ନେଇ ଫେରିବେ। ଏଭଳି…

୨୪ରେ ଓଏଚ୍‌ଆରସିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର, ୨୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏନ୍‌ଏଚ୍‌ ୪୯ର ତଦନ୍ତ ଆସନ୍ତା ୨୪ ତାରିଖରେ କରାଯିବ। ଏନେଇ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଚିଠି ନମ୍ବର (୧୦୭୮୯/୧୬।୧୧।୨୦୨୧)ରେ ସୂଚିତ କରିଛନ୍ତି। କେନ୍ଦୁଝର ସିଟିଜେନ ଫୋରମ ପକ୍ଷରୁ କରାଯାଇଥିବା କେଶ ନମ୍ବର…

ଜାମୁଝାଡ଼ି ସମବାୟ ସମିତି ଗୋଦାମ ସିଲ୍‌

ସିମୁଳିଆ,୨୨।୧୧(ଡି.ଏନ.ଏ.): ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ନିର୍ଦ୍ଦେଶରେ ଜିଲା ଯୋଗାଣ ବିଭାଗ ଶନିବାର ରାତିରେ ସିମୁଳିଆ ବ୍ଲକ ଜାମୁଝାଡ଼ି ସେବା ସମବାୟ ସମତିର ଗୋଦାମ ଗୃହକୁ ସିଲ୍‌ କରିଛି। ଗତ ୧୫ ତାରିଖରେ ଏହି ସେବା ସମବାୟ ସମିତି ଗୋଦାମ ଗୃହ…

ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପରଭାଇଜର

ନୂଆପଡା, ୨୨।୧୧(ଡି.ଏନ୍‌.ଏ.): ନୂଆପଡା ଜିଲା ସିନାପାଲି ବ୍ଲକର ଆଇସିଡିଏସ୍‌ ସୁପରଭାଇଜର ହର୍ଷମଣି ଦେଈ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସିନାପାଲି ବ୍ଲକର ଆଇସିଡିଏସ୍‌ ସୁପରଭାଇଜର ହର୍ଷମଣି ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନୱାଡି ପଦବୀ କରାଇ ଦେବା ପାଇଁ ୮୦ ହଜାର…

କନ୍ଧମାଳରେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ ଅଫିସ,୨୨।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିଛନ୍ତି। ପରେ ବିଜୁ ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?