ପାଟଣାରେ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗର ଚଢ଼ାଉ
ପାଟଣା,୭।୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ମଙ୍ଗଳବାର ଚଢ଼ାଉ ହୋଇଛି। ଘର ଭିତରେ ବେଆଇନ ଭାବେ ଏଚ୍ପି ଗ୍ୟାସ ଟାଙ୍କି ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ମଙ୍ଗଳବାର ଯୋଗାଣ ବିଭାଗର ୫ ଜଣିଆ…
ଏଟିଏମ୍ ତାଡି ଟଙ୍କା ଲୁଟୁଥିଲେ ଦୁର୍ବୃତ୍ତ, ଆଉ ଶେଷରେ…
ପାରଳାଖେମୁଣ୍ଡି,୭।୧୨(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି କ୍ରିଷ୍ଣା ସିନେମା ହଲ ନିକଟରେ ଥିବା ଏସ୍ବିଆଇ ଏଟିଏମରୁ ସୋମବାର ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଏଟିଏମ୍ ତାଡ଼ି ଟଙ୍କା ବାହାର କରୁଥିବା ବେଳେ ଖବରପାଇ ପାଟ୍ରୋଲିଂ କରୁଥିବା ପୋଲିସ ୩ ଜଣଙ୍କୁ କାବୁ…
ଭିଜିଲାନ୍ସ ଜାଲରେ ନୂଆଗଡ ଫରେଷ୍ଟର
ପାରଳାଖେମୁଣ୍ଡି,୭।୧୨(ଡି.ଏନ୍.ଏ.): ଗଜପତି ଜିଲା ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକକାଳୀନ ତାଙ୍କ ପାରଳାଖେମୁଣ୍ଡି ଗାନ୍ଧୀନଗର, ହରିଶ୍ଚନ୍ଦ୍ରପୁର ପୈତୃକ ବାସଭବନ, ପାତପାଟନାସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ପ୍ରାଥମିକ ତଦନ୍ତରେ ପାରଳାଖେମୁଣ୍ଡି…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଅଫିସ,୭।୧୨: ଜଳସେଚନ ବିଭାଗର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ବିଲ ପାସ କରାଇଦେବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରପଡିଛନ୍ତି। ତାଙ୍କ…
ଆଇଟିଆଇ ଛାତ୍ରଙ୍କୁ ଧକ୍କା ଦେଲା ହାଇଓ୍ବା
ପଦ୍ମପୁର,୭।୧୨(ଡି.ଏନ୍.ଏ): ଭଦ୍ରକ ଜିଲା ବାସୁଦେବପୁର ବଜାର ପୁରୁଣା ଷ୍ଟେଟବ୍ୟାଙ୍କ ଛକ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବିନାୟକପୁର ଗ୍ରାମର ରିଙ୍କୁ ସାହୁ…
ରାତି ପାହିଲେ ପରିବେଶ ଚିନ୍ତା
ବନ୍ତ, ୭।୧୨ (ଡି.ଏନ.ଏ.)-ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ଯାଆନ୍ତି। ଦୁଇଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫା କରିବା ପରେ ବିଶ୍ରାମ ନିଅନ୍ତି। ସେହିପରି ସନ୍ଧ୍ୟା ପୂର୍ବରୁ ମଧ୍ୟ ଏସବୁ ସ୍ଥାନକୁ ସଫା କରିଥାନ୍ତି।…
ମିଳିବ ନିଃଶୁଳ୍କ ପ୍ରଶିକ୍ଷଣ
ଅନୁଗୋଳ ଅଫିସ, ୭।୧୨ ରାଜ୍ୟର ଶିକ୍ଷିତ ଯୁବତୀଯୁବକଙ୍କୁ ନିଃଶୁଳ୍କ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ଇଲେକ୍ଟ୍ରିସିଆନ, ରାଜମିସ୍ତ୍ରି ଏବଂ ୱେଲ୍ଡର ଟ୍ରେଡ୍ରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବା ପରେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଏଭଳି ଉଦ୍ଦେଶ୍ୟ ନେଇ ସୋମବାର ଜେଏସ୍ପିଏଲ୍ ଫାଉଣ୍ଡେଶନ ଦ୍ୱାରା…
‘ଗୃହରକ୍ଷୀଙ୍କ ଅବଦାନ ପ୍ରଶଂସନୀୟ’
ଅନୁଗୋଳ ଅଫିସ, ୭।୧୨ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଗ୍ରାଉଣ୍ଡରେ ୫୯ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଏସ୍ପି ଜଗମୋହନ ମୀନା…
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା
ଅନୁଗୋଳ ଅଫିସ, ୭।୧୨ ଶିକ୍ଷକ ନିଯୁକ୍ତି ଦାବିରେ ଅନୁଗୋଳ ବଲଙ୍ଗସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ସୋମବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ…
ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ବାରଣ
ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ପ୍ରତିହତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି। ବିଦେଶାଗତଙ୍କୁ ଚିହ୍ନଟ କରିବା, ଆର୍ଟି-ପିସିଆର ଟେଷ୍ଟ କରାଇବା, ହୋମ୍ କ୍ୱାରାଣ୍ଟାଇନ୍ରେ ରଖି ସେମାନଙ୍କ ଉପରେ ନଜର…
‘ଗୃହରକ୍ଷୀ ବାହିନୀ ସେବା ଅତୁଳନୀୟ’
ଢେଙ୍କାନାଳ ଅଫିସ, ୭।୧୨-ଢେଙ୍କାନାଳ ରିଜର୍ଭ ପୋଲିସ ପଡ଼ିଆରେ ସୋମବାର ପୂର୍ବାହ୍ନ ସାଢ଼େ ୮ଟାରେ ୫୯ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସ୍ପି ଏଲ୍. ଦିବ୍ୟା ଭି ଯୋଗଦେଇ କହିଲେ, ଦେଶରେ…
କଟକଣା ଭଙ୍ଗକାରୀଙ୍କ ପ୍ରତି କଠୋର
ଢେଙ୍କାନାଳ ଅଫିସ, ୭।୧୨-କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ ବୋଲି ଜିଲାପାଳ ସ୍ପଷ୍ଟ କରିବା…

