ଆମ ଜିଲା ଖବର

ମମିତା ମେହେର ହତ୍ୟା ମାମଲା: ଘୁଞ୍ଚିଲା ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି

ବଲାଙ୍ଗୀର ଅଫିସ,୬।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ସୋମବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ମାତ୍ର କୋର୍ଟ ଜାମିନ…

କଟକଣାକୁ ଖାତିର ନାହିଁ

ଢେଙ୍କାନାଳ ଅଫିସ, ୬।୧୨: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାବେଳେ ଢେଙ୍କାନାଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଘରୋଇ ସାଇକୃପା ଆବାସିକ ବିଦ୍ୟାଳୟରେ କରୋନା ବିସ୍ଫୋରଣ ସହିତ ୫୬ ଛାତ୍ରୀଛାତ୍ର ଆକ୍ରାନ୍ତ ହେବା ନୂଆ ସମସ୍ୟା ସୃଷ୍ଟି କରିଛି। ପିଲାମାନଙ୍କୁ ସେମାନଙ୍କ ଅଭିଭାବକ ସାଙ୍ଗରେ…

ପାଚିଲା ଧାନ ଉପରେ ବର୍ଷା ପାଣି

ଅନୁଗୋଳ ଅଫିସ, ୬।୧୨: ବାତ୍ୟା ଜଓ୍ବାଦ ପ୍ରଭାବରେ ୨ ଦିନ ଧରି ବର୍ଷା ଲାଗିରହିବାରୁ ଅନୁଗୋଳ ଜିଲାର ସହସ୍ରାଧିକ ଏକର ଧାନ ଫସଲ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ପାଚିଲା ଧାନ ଜମିରେ ବର୍ଷା ପାଣି ଠିଆ ହୋଇରହିଥିବାରୁ ତଳେ…

ପାଣିରେ ବୁଡ଼ିଛି ପାଚିଲା ଧାନ

ଢେଙ୍କାନାଳ ଅଫିସ, ୬।୧୨: ଗଭୀର ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ଜଓ୍ବାଦ’। ଓଡ଼ିଶା ଉପରୁ ଯଦିଓ ବାତ୍ୟା ଭୟ ଟଳିଛି, ହେଲେ ସାମୁଦ୍ରିକ ଝଡ଼ ପ୍ରଭାବରେ ହୋଇଥିବା ଲଗାଣବର୍ଷା ଚାଷୀଙ୍କ ପାଇଁ ଆଣିଛି ଦାରୁଣ ଦୁଃଖ। ପାଚିଲା…

ତପୋବନରେ ଯୋଗନିଦ୍ରା ଉତ୍ସବ

ଢେଙ୍କାନାଳ ଅଫିସ, ୬।୧୨: ମହିମା ଧର୍ମର ଆଦିପୀଠ ତପୋବନରେ ରବିବାରଠାରୁ ଆରମ୍ଭ ହୋଇଛି ମହିମା ଗୋସାଇଁଙ୍କ ୨୧ ଦିନାତ୍ମକ ଯୋଗନିଦ୍ରା ଉତ୍ସବ। ଏହି ଉପଲକ୍ଷେ ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡଧ୍ୱନି ସଂସ୍ଥାପିତ ହୋଇ ଅଖଣ୍ଡବତି ପ୍ରଜ୍ୱଳନ କରାଯାଇଥିଲା। କୌପିନଧାରୀ ମହିମା ସମାଜ ଧର୍ମାଧ୍ୟକ୍ଷ…

୪ ମାସ ହେଲା ଏଟିଏମ୍‌ରେ ତାଲା

ଢେଙ୍କିକୋଟ,୬।୧୨(ଡି.ଏନ.ଏ.) କେନ୍ଦୁଝର ଜିଲା ଢେଙ୍କିକୋଟ ଏକ ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ। ଏଠାରେ ଛୋଟ ବଡ଼ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଥିବାବେଳେ ଏହି ବଜାର ଉପରେ ଘଟଗାଁ ବ୍ଲକ ଏବଂ ପାଟଣା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଜନସାଧାରଣ…

ବର୍ଷାରେ ବ୍ୟାପକ ଫସଲ କ୍ଷତି

କେନ୍ଦୁଝର, ୬।୧୨ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଜଓ୍ବାଦ ବାତ୍ୟାର ପ୍ରଭାବରେ କୋହଲା ପାଗ ସାଙ୍ଗକୁ ସାମାନ୍ୟ ବର୍ଷା ହୋଇଛି। ଜିଲାରେ ସେଭଳି କାୈଣସି କ୍ଷୟକ୍ଷତି ଘଟି ନାହିଁ। କିନ୍ତୁ ବ୍ୟାପକ ଫସଲ ପ୍ରଭାବିତ ହୋଇଛି। ତେବେ ବର୍ଷା ଯୋଗୁ ଧାନ କାଟି…

ଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ

ବାଲେଶ୍ୱର ଅଫିସ/ ଭୋଗରାଇ,୬।୧୨(ଡି.ଏନ.ଏ) ବାତ୍ୟା ‘ଜୱାଦ’ ପ୍ରଭାବରେ ବାଲେଶ୍ୱର ଜିଲାରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି। ଶନିବାର ଦିନତମାମ୍‌ ଝିପି ଝିପି ବର୍ଷା ହେବା କାରଣରୁ ରବିବାର ସକାଳ ୮ଟା ସୁଦ୍ଧା ଜିଲାରେ ହାରାହାରି ୨୪ ମି.ମି. ବର୍ଷା ହୋଇଥିବା…

ଦରଗଡ଼ିଶିଳାକୁ ମିଳୁନି ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା

କେନ୍ଦୁଝର,୬।୧୨(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ସିଂହନାଳୀ ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦରଗଡ଼ିଶୀଳା ଅଞ୍ଚଳକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା ନିକଟରେ ରହିଛି ଜିଲାର ପ୍ରଥମ ଜଳ…

ବାର୍‌ହା ଆକ୍ରମଣରେ ୨ ଚାଷୀ ଗୁରୁତର

ମହାକାଳପଡ଼ା,୬ା୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ଷାଠିଏବାଟି ଗ୍ରାମର ପ୍ରମୋଦ ସାମଲ (୫୮), କୌଳାସ ବେହେରା(୫୫) ଆଖଡ଼ାଶାଳୀ ଯୋର ନିକଟ ଖେଣ୍ଟା ଜମିରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…

ପୋଖରୀରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ

ପଦ୍ମପୁର,୬।୧୨(ବ୍ୟୁରୋ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ରାଜଘରପୋଖରୀ ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତଦେହ ନିକଟସ୍ଥ ମହାପାତ୍ର ସାହି ପୋଖରୀରୁ ସୋମବାର ଜବତ କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ବନମାଳୀ ମହାନ୍ତି(୪୫)। ସୂଚନାନୁସାରେ, ବ୍ୟକ୍ତି ଜଣଙ୍କ ଗତ…

ପାଣିରେ ପଡ଼ିଛି ପାଚିଲା ଧାନ

ଖୋର୍ଦ୍ଧା ଅଫିସ/ବାଲୁଗାଁ/ଟାଙ୍ଗୀ,୬ା୧୨ (ଡି.ଏନ.ଏ.): ‘ଜଓ୍ବାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାଚିଲା ଧାନ ବିଲରେ ମିଶିଯାଇଛି। ଫଳରେ ବର୍ଷକର ଦାନାପାଣି ଉଜୁଡ଼ିବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର, ଜଟଣୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?