ଆମ ଜିଲା ଖବର

ସ୍ଥାୟୀ ପଦବୀ ଘୋଷଣା ଦାବିରେ ବିକ୍ଷୋଭ

ଭଦ୍ରକ ଅଫିସ, ୮ା୮- ଦେଶବାସୀ କରୋନା ମହାମାରୀ କବଳିତ ହୋଇଥିବା ବେଳେ କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣ କରୁନାହିଁ। ସରକାରୀ ଶିଳ୍ପ କଳ କାରଖାନାକୁ ବେପାରୀଙ୍କୁ ଟେକି ଦେଉଛି। ବ୍ୟାଙ୍କ, ରେଳ, ଉଡ଼ାଜାହାଜ ଓ ଜୀବନବୀମା ସବୁଠି ପୁଞ୍ଜି ପ୍ରତ୍ୟାହାର...

ଅଧିକ ଟେଷ୍ଟ ପାଇଁ ପରାମର୍ଶ

ଭଦ୍ରକ ଅଫିସ, ୮ା୮- ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ତଥା ଭଦ୍ରକ ଜିଲା କୋଭିଡ୍‌ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ଶୁକ୍ରବାର ଜିଲା ଗସ୍ତରେ ଆସି କୋଭିଡ୍‌ ସମ୍ପର୍କୀତ ବିଭିନ୍ନ ସମୀକ୍ଷା କରି ଫେରିଛନ୍ତି। ଜିଲାରେ ଶୁକ୍ରବାର ସୁଦ୍ଧା...

ଜମି ଅଧିଗ୍ରହଣ ପରେ ଅଟକିଛି ବିକାଶ

ଭଦ୍ରକ ଅଫିସ, ୮ା୮- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ, ଜିଲାସ୍ତରୀୟ ଷ୍ଟାଡିୟମ୍‌, ଜିଲା କାରାଗାର, ଇଣ୍ଡୋର ଷ୍ଟାଡିୟମ୍‌ ଭଳି କେତେକ ସରକାରୀ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁନାହିଁ। କାଗଜ କଲମରେ ଏଭଳି କେତେକ ପ୍ରକଳ୍ପ...

ବାଲେଶ୍ୱରରୁ ୬ଜଣ କରିବେ ପ୍ଲାଜମା ଦାନ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରୁ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ୬ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଶୁକ୍ରବାର କଟକରେ ପାନ୍ଥନିବାସରେ ପହଞ୍ଚତ୍ଛନ୍ତି। ସେଠାରେ ତାଙ୍କୁ ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସେମାନଙ୍କୁ ସ୍ବାଗତ...

ସୁରଟ ଫେରିଗଲେ ପ୍ରବାସୀ ଓଡ଼ିଆ

* ମିଳିଲାନି ସଙ୍ଗରୋଧ ସହାୟତା ଟଙ୍କା * ମଉଳିଲା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଆଶା ପାଟପୁର,୮ା୮- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର, ଇନ୍ଦ୍ରାବାସ, ଲୁଣିଲାଠୀ, ଗଙ୍ଗାପୁର, ସୁମନ୍ତପୁର ଆଦି ଅଞ୍ଚଳରୁ ୩୮ ପ୍ରବାସୀ ଶ୍ରମିକ ଶୁକ୍ରବାର ପୁଣି ସୁରଟ ଫେରିଯାଇଛନ୍ତି। କାମଧନ୍ଦା...

କଷ୍ଟ ଦେଉଛି ଗଁ। ରାସ୍ତା

ମାଧପୁର,୮ା୮ – ୩ ଗ୍ରାମର ଲୋକଙ୍କ ଭରସା ଗୋଟିଏ ରାସ୍ତା। ହେଲେ ଟିକେ ବର୍ଷା ହୋଇଗଲେ ଆଉ ସେହି ରାସ୍ତା ଦେଇ ଯିବାଆସିବା ସହଜ ହୋଇପାରୁନି। ଭଲ ରାସ୍ତାଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି...

ଷ୍ଟାମ୍ପ କାଳିରୁ ସଂକ୍ରମଣ

ଢେଙ୍କାନାଳ ଅଫିସ, ୬ା୮ ବିମାନ ବନ୍ଦରର ଷ୍ଟାମ୍ପ କାଳି ପାଇଁ ହାତରେ ସୃଷ୍ଟି ହୋଇଛି ଗୁରୁତର ସଂକ୍ରମଣ। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ କାଲ୍‌ଟ୍ୟାକ୍ସ ଅଞ୍ଚଳର ଜୟନ୍ତୀ ମହାପାତ୍ର (୫୮)। ଗତ ଅଗଷ୍ଟ ୫ ସନ୍ଧ୍ୟା ପ୍ରାୟ ୭ଟା ୧୫ରେ...

ଜିଲାରେ ପ୍ରଥମ କରୋନା ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୮ ଢେଙ୍କାନାଳ ଜିଲାରେ ପ୍ରଥମ ମୁଣ୍ଡ ନେଇଛି କରୋନା। ମୃତକ ଭୁବନ ଏନ୍‌ଏସିର ୬୧ ବର୍ଷୀୟ ପୁରୁଷ। ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ଆକ୍ରାନ୍ତ ଥିଲେ। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବାବେଳେ କରାଯାଇଥିବା...

ଆଶା ଆଶଙ୍କାରେ ୩ଶହ ମୂର୍ତ୍ତି କାରିଗର

ବଅଁରପାଳ,୮ା୮(ଡି.ଏନ.ଏ.) – ପୂଜାଋତୁ ଆସିବ। ମାସ ମାସ ଧରି ଗଢ଼ାଯାଇଥିବା ମୂର୍ତ୍ତିସବୁ ବିକ୍ରି ହୋଇଯିବ। ବର୍ଷକର ଖୋରାକ ଯୋଗାଡ଼ରେ ଆଉ ଅସୁବିଧା ହେବନି। ଏପରି ଭାବନା ନେଇ ମାଟି ସହ ମାଟି ହୋଇ ଖଟିଚାଲିଥିବା ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର...

ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ

ଗୋପ,୭ା୮(ଡି.ଏନ୍‌.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ ଚଢ଼ାଉ କରିଥିବା ଗ୍ରାମବାସୀ ଅଭିଯୋଗ କରି ୨ ଅଫିସରଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ...

କଟକରୁ ଆଉ ୮୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୭।୮-କଟକ ସହରରୁ ଶୁକ୍ରବାର ପୁଣି ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୩୮ଜଣ ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନରୁ ୩୧ ଜଣ ଏବଂ ୧୨ ଲୋକାଲ କଣ୍ଟାକ୍ଟ...

କବାଡି ଖେଳ ପଡିଲା ମହଙ୍ଗା: ୧୬ ଜଣଙ୍କ ନାଁ ରେ ମାମଲା

ଦିଗପହଣ୍ଡି,୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଟାଉନ୍‌ ରୋଡ ଜନତାଲେନ୍‌ – ଆଠଗଡ଼ିଆ ସାହି ଛକରେ କୋଭିଡ଼ -୧୯ ନିୟମ ଉଲ୍ଲଂଘନ କରି କବାଡି ଖେଳୁଥିବା ୧୬ ଜଣଙ୍କ ନାଁ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ଦିଗପହଣ୍ଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri