ନାଲ୍କୋରେ ହେବ ଏଚ୍ଆଇଭି ସ୍କ୍ରିନିଂ
ଅନୁଗୋଳ ଅଫିସ୍, ୯।୮ : ଏଡ୍ସ ଓ ଏଚ୍ଆଇଭି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଏଡ୍ସ ନିୟନ୍ତ୍ରଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସରେ ନାଲ୍କୋଠାରେ...
୫୦୦ ଡେଇଁଲା କରୋନା
ଢେଙ୍କାନାଳ ଅଫିସ, ୯।୮ : ଢେଙ୍କାନାଳ ଜିଲାରେ କାୟାବିସ୍ତାର କରିବାରେ ଲାଗିଛି କରୋନା। ଶନିବାର ଦିନକରେ ୩୬ ପଜିଟିଭ୍ ଚିହ୍ନଟ ହେବାପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯ରେ ପହଞ୍ଚତ୍ଛି। ସେହିପରି ୪୭ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାପରେ ଆରୋଗ୍ୟଙ୍କ ସଂଖ୍ୟା ୩୧୭...
କୁନି ହାତରେ ପରିବା ବଗିଚା
ଭଦ୍ରକ ଅଫିସ, ୯ା୮-ମହାମାରୀ କରୋନା ପ୍ରଭାବରେ ଏବେ ସାରା ବିଶ୍ୱ କବଳିତ। ଲକ୍ଡାଉନ ଓ ଶଟ୍ଡାଉନ ପ୍ରଭାବରେ ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉଜୁଡିଯାଇଛି ଜୀବନଜୀବିକା। ଏହି ମହାବିପତ୍ତି ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍ପ୍ରକାଶ କିଛି ନୂଆ...
ରାଜ୍ୟରେ ଖୋଲିବ ୬୫ ସିଭିଲ୍ ଜଜ୍ କୋର୍ଟ
କଟକ ଅଫିସ,୮ା୮ -ରାଜ୍ୟରେ ଆଉ ୬୫ଟି ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ଜେଏମ୍ଏଫ୍ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନିକ)ଙ୍କ ପକ୍ଷରୁ ୨୩ଟି ଜିଲାର ଜିଲା ଜଜ୍ମାନଙ୍କୁ...
ଚଳିତ ବର୍ଷ କଟକରେ ହେବ ନିରାଡମ୍ବର ଦୁର୍ଗାପୂଜା
କଟକ ଅଫିସ, ୮।୮-ଚଳିତ ବର୍ଷ କଟକ ସହରରେ ନିରାଡମ୍ବର ଭାବେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଶନିବାର ପୂଜାକମିଟି ସହ ପ୍ରଶାସନର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ମା ଦୁର୍ଗାଙ୍କ ପାଇଁ ମାଟିଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି...
କଟକରୁ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୮।୮-କଟକ ସହରରୁୁ ଶନିବାର ପୁଣି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୬ ଜଣ ପୁଣି ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି। ସେହିପରି ହୋମ କ୍ୱାରାଣ୍ଟାଇନରୁ ୭, ସରକାରୀ କ୍ୱାରାଣ୍ଟାଇନରୁ ୭ ଏବଂ...
କରୋନାକୁ ହରାଇ ପୁତ୍ର ସନ୍ତାନ ଜନ୍ମଦେଲେ ଏହି ମହିଳା
ବ୍ରହ୍ମପୁର ଅଫିସ,୮ା୮: ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳାମାନେ ପ୍ରସବ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ସରକାରୀ ଡାକ୍ତରଖାନାକୁ ଜରୁରିକାଳୀନ ପରିସ୍ଥିତିରେ ଚିକିତ୍ସା କିମ୍ବା ପ୍ରସବ ପାଇଁ ଗଲେ ପ୍ରଥମେ ନମୁନା ପରୀକ୍ଷା କରିବା ପାଇଁ ଧାଡ଼ିରେ ଠିଆ...
କୋରାପୁଟରେ କରୋନା: ଆଜି ୬ ଯୋଦ୍ଧାଙ୍କ ସମେତ ୪୯ ପଜିଟିଭ୍ ଚିହ୍ନଟ
କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉନି। ଶନିବାର ପୁଣି ଜିଲାରୁ ୬ କରୋନା ଯୋଦ୍ଧାଙ୍କ ସମେତ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲାରେ କରୋନା ରୋଗୀ ଓ ପରିବାରକୁ ସହାୟତା ଦେବା ପାଇଁ...
ବରଗଡ଼ ଏମ୍ପିଙ୍କୁ କରୋନା
ବରଗଡ଼ ଅଫିସ,୮।୮: ବରଗଡ଼ ଏମ୍ପି ତଥା ଭାଜପା ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। କୋଭିଡ-୧୯ ଲକ୍ଷଣ ନ ଥାଇ ମଧ୍ୟ ସେ ଶୁକ୍ରବାର ନିଜର ପରୀକ୍ଷା କରାଇଥିଲେ।...
କେନ୍ଦୁଝରରେ ୫ ଦିନରେ କରୋନା ନେଲାଣି ୪ ଜୀବନ
କେନ୍ଦୁଝର,୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶନିବାର ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଗତ ୫ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।...
କଟକ @୧୫୪୬: ବେହେରା ସାହିରେ ମାଡ଼ିଲା କରୋନା; ଆଜି ଚିହ୍ନଟ ହେଲେ…
କଟକ ଅଫିସ,୮।୮: ବେଳକୁ ବେଳ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର କଟକରୁ ଆଉ ୭୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୫୪୬ରେ ପହଞ୍ଚିଛି। ସେଥିରୁ ୭୬୩ଜଣ...
ମିଶନ ‘ଗଗନଯାନ’ ପାଇଁ ମନୋନୀତ ହେଲେ ବଲାଙ୍ଗୀରର ଓ୍ବିଙ୍ଗ୍ସ କମାଣ୍ଡର ନିଖିଲ ରଥ
ବଲାଙ୍ଗୀର ଅଫିସ,୮ା୮: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍ ‘ଗଗନଯାନ’ ପାଇଁ ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗସ୍ କମାଣ୍ଡର ନିଖିଲ ରଥ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ମିଶନ୍ ପାଇଁ ତାଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜାଣିବା ପରେ...
Archives


