ଆମ ଜିଲା ଖବର

ଚାଷଜମିରେ ପାଣି, ଫସଲ ନଷ୍ଟ ଆଶଙ୍କା

ପାପଡ଼ାହାଣ୍ଡି/ମଇଦଲପୁର,୧୪।୯(ସ୍ବପ୍ନଜିତ ପଟ୍ଟନାୟକ/ ସଦାଶିବ ଦାସ)ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ଘି ଖଣ୍ଡି ନିକଟ ପୋଲ ଉପରେ ପାଣି ଆସିବା ଯୋଗୁ ମଇଦଲପୁରରୁ ମାଝିଗୁଡ଼ା, ସାନବାର୍ଲି ଓ ଝରିଗାଁ...

ରୁଆର ୧୫ ଦିନରେ ଧାନଗଛରେ ଥୋଡ଼

ପଟ୍ଟାମୁଣ୍ଡାଇ, ୧୪ା୯(କଳ୍ପତରୁ ନାୟକ)କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୫ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି। ଏହାକୁ ନେଇ ଚାଷୀ ଭାଗ୍ୟକୁ ଆଦରି ବସି ଥିବା ବେଳେ କୃଷି ବିଭାଗ ଅଫିସରେ ଜଣାଇଛନ୍ତି। କୃଷି...

ସାମୂହିକ ଛୁଟିରେ ଗଲେ ପ୍ରାଥମିକ ଶିକ୍ଷକ

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଭୁବନେଶ୍ୱର ଡାକରାରେ ସାରା ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ଛୁଟିରେ ଯିବା ପରେ ବୁଧବାରଠାରୁ ପାଠପଢ଼ାରେ ଅଚଳାବସ୍ଥା ଦେଖା ଦେଇଛି। ଜିଲାର...

ବାରଣ୍ଡା,ଶିଡ଼ି ତଳେ ପାଠପଢ଼ା

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକ ନୟାଗଡ଼ର ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟିରେ ସାମିଲ ହୋଇ ଗୃହ ନିର୍ମାଣ କାମ ଆରମ୍ଭ ପାଇଁ ପିଲର ଗାତ ଖୋଳା ଯାଇଛି। ତେବେ ପିଲର ଗାତ ଖୋଳି ୧ମାସ ହେଲା ପକାଯାଇଛି...

ଜଣେ ମାଓବାଦୀ ଗିରଫ, ୬ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୯(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୋଣ୍ଟା ଅଞ୍ଚଳରେ ପୋଲିସ ଓ ସିଆର୍‌ପିଏଫ୍‌ର ୨୧୯ ବାଟାଲିୟନର ଯବାନ କୋମ୍ବିଂ ଅପରେଶନ କରୁଥିବାବେଳେ ମାଡକମ ବୁଦରା ନାମକ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୧୦ଟି ଜିଲୋଟିନ...

ଜୀବନକୁ ବାଜି ଲଗାଇ ନଦୀ ପାର

ବାଲିଗୁଡା,୧୪ା୯(ସଞ୍ଜୟ କୁମାର ପାଣିଗ୍ରାହୀ)ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଭରା ନଈରେ ରୋଗୀଙ୍କୁ ଟ୍ୟୁବରେ ବସାଇ ଖଡ଼ଗ ନଦୀ ପାର କରାଇଲେ ପରିବାର। ବାଲିଗୁଡାଠାରୁ ସାଇନପଡାକୁ ଯିବା ପାଇଁ ଖଡ଼ଗ ନଦୀରେ ଏକ ପୋଲ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ...

ବାଇକ୍‌ ଧକ୍କାରେ ଯୁବ କାଉନସିଲରଙ୍କ ମୃତ୍ୟୁ

କାମାକ୍ଷାନଗର,୧୪।୯(ସୁଧୀର କୁମାର ପରିଡ଼ା)ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୫ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ସରୋଜ କୁମାର ମହାଲିକ (୩୫) ବୁଧବାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ଜିରିଡାମାଳି ନିକଟରେ ଏକ ହୋଟଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ଦ୍ରୁତଗତିରେ...

ରେଳଲାଇନରେ ଖସିଲା ପଥର, ମାଟି ଅତଡ଼ା

ରାୟଗଡ଼ା,୧୪।୯(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲାରେ ବୁଧବାର ପ୍ରବଳ ବର୍ଷା ଯୋଗୁ ରାଉଳି ଓ ଲେଲିଗୁମା ରେଳ ଷ୍ଟେଶନ ମଧ୍ୟରେ ବୁଧବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ଭୂସ୍ଖଳନ ଘଟିଛି। ପାହାଡ଼ରୁ ପଥର ଓ ମାଟି ଅତଡା ଖସି କୋରାପୁଟ-ରାୟଗଡ଼ା...

ପଥର ତଳେ ଚାପିହୋଇ ୨ ଭାଇଙ୍କ ମୃତ୍ୟୁ

ଦିଗପହଣ୍ଡି, ୧୪।୯ (ଅଶେଷ ନାଥ ମିଶ୍ର)ପଥର ଖାଦାନରେ କାମ କରୁଥିବା ବେଳେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପିଲିକାଢ଼ିହ ଗ୍ରାମର ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀକାଳୁଆ ଛକ ନିକଟରେ...

ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ

କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ ନାହିଁ। ଡଙ୍ଗା ଦ୍ୱାରା ଯାତାୟାତ ଚାଲିଛି। ସେହି ପରିମାଣରେ ଡଙ୍ଗାବୁଡ଼ି ଘଟଣା ବାରମ୍ବାର...

ଭୁଶୁଡ଼ିଲା ଶ୍ରେଣୀଗୃହ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡ଼ି ପଡ଼ିଛି। ମାତ୍ର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୨୮ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର। ବୁଧବାର...

ରାଇସ୍‌ ମିଲ୍‌ ବନ୍ଦ ଦାବିରେ ରାସ୍ତାରୋକୋ

ଡୁଙ୍ଗୁରିପାଲି,୧୩ା୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ରାମପୁର ରାସ୍ତାର ଲଙ୍ଗଳକଣ୍ଟା ଛକରେ ରାଇସ ମିଲ୍‌ ନିର୍ମାଣ ବନ୍ଦ ଦାବି ନେଇ ଲଙ୍ଗଳକଣ୍ଟାର ଶତାଧିକ ଗ୍ରାମବାସୀ ବୁଧବାର ଲଙ୍ଗଳକଣ୍ଟା ଛକ ରାସ୍ତା ଉପରେ ଧାରଣା ଦେଇଥିଲେ। ସୂଚନାନୁସାରେ, ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଣ୍ଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri