ଆମ ଜିଲା ଖବର

ଭଞ୍ଜନଗର ଥାନାରେ ଏତଲା ଦେଲା କଂଗ୍ରେସ, ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୩ ଦୁର୍ମୂଲ୍ୟ ରତ୍ନ ଚୋରି ଅଭିଯୋଗ

ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)- ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ରତ୍ନଭଣ୍ଡାର ରୁ ତିନୋଟି ରତ୍ନ ଅଳଙ୍କାର ନିଖୋଜ ବା ଚୋରି ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଗଞ୍ଜାମ ଜିଲା କଂଗ୍ରେସ ପଶ୍ଚିମ ସାଙ୍ଗଠନିକ ଜିଲା ପକ୍ଷରୁ ଶନିବାର ଭଞ୍ଜନଗର…

ସେରୁବନ୍ଧ ଖଣି ପାହାଡ଼ ନିକଟବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସାକ୍ଷାତ କରି ଫେରିଲା କଂଗ୍ରେସ କେନ୍ଦ୍ରୀୟ କମିଟି

ପଟ୍ଟାଙ୍ଗି,୨୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ଥିବା ସେରୁବନ୍ଧ ଖଣି ପାହାଡ଼ ନିକଟ ବର୍ତ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କଂଗ୍ରେସ ଦଳର ଏକ କେନ୍ଦ୍ରୀୟସ୍ତରୀୟ କମିଟି ସାକ୍ଷାତ କରି ଫେରି ଯାଇଥିଲେ ମଧ୍ୟ ପ୍ରକୃତ ଖଣି ସ୍ଥାନକୁ ପରିଦର୍ଶନ…

ସିଜିମାଳି-କୁଟ୍ରୁମାଳି ଖଣି ପାଇଁ ‘ସ୍ପେଶାଲ ରେଳ ପ୍ରକଳ୍ପ’ ଘୋଷଣା: ନୋଟିଫିକେସନ୍ ଜାରି; ବିକାଶ-ପରିବେଶ ସନ୍ତୁଳନ ମଧ୍ୟରେ…

ଥୁଆମୂଳ ରାମପୁର/କାଶୀପୁର, ୨୫।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲାର ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦକୁ ହାତେଇବା ପାଇଁ କର୍ପୋରେଟ୍ ସଂସ୍ଥାଙ୍କ ପ୍ରୟାସ ଏବେ ଦୁଇ ଜିଲାରେ ନିଆଁ ଜାଳିଛି। ନିକଟରେ ରାୟଗଡ଼ା ଜିଲାରେ ସିଜିମାଳି ଖଣି ପାଇଁ ଆପ୍ରୋଚ୍…

ଜୁଆଆଡ୍ଡାରେ ପୋଲିସ କଲା ଅତର୍କିତ ଚଢ଼ାଉ, ଛତ୍ରଭଙ୍ଗ କଲେ ଜୁଆଡି

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ନିକଟ ଦୁର୍ଗମ ମୁକୁନ୍ଦପୁର ଜଙ୍ଗଲରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ଶନିବାର ସନ୍ଧ୍ୟାରେ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ, ନୂଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ବାୟକଙ୍କ ସମେତ ସତନ୍ତ୍ର…

ଫେଡ଼ାଣ ଭୁଲ କରିଦେଲେ ହାଟଡିହୀ ବିଡିଓ 

ହାଟଡିହୀ/ଛେନାପଦୀ,୨୫l୪(ଶୁଭକାନ୍ତ ନାୟକ/ନିରାକାର ପରିଡା): ଜଣେ ଓଏଏସ୍‌ ଅଧିକାରୀ ସରକାରୀ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର (ୟୁସି/ୟୁଟିଲାଇଜେସନ ସାର୍ଟିଫିକେଟ) ଦେବା ବେଳେ ଫେଡ଼ାଣ ଭୁଲ କରିଦେଇଛନ୍ତି । ଯାହାକି ଏବେ ନଜରକୁ ଆସିଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଦସ୍ତଖତ…

ଭଞ୍ଜନଗରରେ ଜନ ଆକ୍ରୋଶ ମହିଳା ସମାବେଶ ପୁରୁଷ ପ୍ରଧାନ ସମାଜ ମହିଳାଙ୍କୁ ଆଗକୁ ଛାଡ଼ିବାକୁ ନାରାଜ: ଏମ୍‌ପି ଅନୀତା

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ସଡ଼କରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ସଭାପତି ନୀଳମାଧବ ପାତ୍ର ଅଧ୍ୟକ୍ଷତା କରିଥିଲେ। ଆସିକା ଏମ୍‌ପି ଅନିତା ଶୁଭଦର୍ଶିନୀ ମୁଖ୍ୟ…

ସେବାଶ୍ରମର ୭ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୨୫।୪,(ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟ ବିଜେଡି…

ବସ୍‌ଷ୍ଟାଣ୍ଡରୁ ପାଇଲେ ୫ ଭରିର ଦୁଇଟି ସୁନା ହାର, ପରେ…

ରିଷିଡା,୨୫।୪(ସୁଶାନ୍ତ ମଲ୍ଲିକ): ବସ୍‌ଷ୍ଟାଣ୍ଡରୁ ପାଇଥିବା ୫ ଭରିର ଦୁଇଟି ସୁନା ହାର ଫେରାଇଲେ ବ୍ୟକ୍ତି। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବସଷ୍ଟାଣ୍ଡରେ। ଏମ୍‌ ରାମପୁର ବ୍ଲକ ଗ୍ରାମ ତଲନୁଆଗାଁର କାହ୍ନା ଦେହେରିଆ ବଲାଙ୍ଗୀର…

ଟାଙ୍ଗିଆ ଚୋଟରେ ବଡ଼ଭାଇଙ୍କ ମୃତ୍ୟୁ, ଜେଲଗଲେ ସାନ

ମୁନିଗୁଡା,୨୫।୪(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ପଞ୍ଚାୟତ ଅଧୀନ ଗୋରଠା ଗ୍ରାମରେ ସାନଭାଇଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଭିଯୁକ୍ତ ସାନଭାଇ ଆଦୁ ଜାକାସିକାଙ୍କୁ ମୁନିଗୁଡ଼ା ପୋଲିସ ଶୁକ୍ରବାର ନିୟମଗିରି ପର୍ୱତ୍ୟାଞ୍ଚଳର…

ନାବାଳିକାଙ୍କୁ ଅପହରଣ କରି ନେଇଥିଲେ: ଏବେ ଗଲେ ଜେଲ୍‌

ଲାଞ୍ଜିଗଡ଼,୨୫ା୪(ରମେଶ ଚନ୍ଦ୍ର ନାୟକ) : ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ନାବାଳିକା ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବିଜେପୁର ଥାନା ଗୋପିଗୁଡା ଗ୍ରାମର କୁମର ନାଏକ (୨୫)। ସୂଚନାନୁସାରେ…

ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ, ବନ୍ଦ ଘରୁ ସୁନାଗହଣା ସହ ୩ ଲକ୍ଷ ଲୁଟିନେଲେ…

କଲ୍ୟାଣସିଂହପୁର,୨୫।୪(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦିନକୁ ଦିନ ଚୋରି ଓ ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କଲ୍ୟାଣସିଂହପୁର ଦାନୁ ସାହିରେ ସୁଶାନ୍ତ ସେନାପତିଙ୍କ ଘରେ କେହି ନ ଥିବାରୁ ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ…

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଧରାପଡ଼ିଲେ ଫେରାର ଅଭିଯୁକ୍ତ ସ୍ୱାମୀ

ଖଜୁରିପଡ଼ା,୨୫ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା ଘଟଣାରେ ଶନିବାର ସ୍ୱାମୀ ଗିରଫ ହୋଇଛନ୍ତି। ସେ ହେଲେ ଆଲୋକ ସାହୁ। ଏସ୍‌ଆଇ ସମ୍ୱିତ ବେହେରା କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?