କ୍ଷେପଣାସ୍ତ୍ର ଏସ୍‌ଆର୍‌ଏସ୍‌ଏଏମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୭ା୩: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ପେକ୍ଷଣାସ୍ତ୍ର ଏସ୍‌ଆରଏସ୍‌ଏମ୍‌ ସଫଳ ଉତ୍‌କ୍ଷେପଣ ହୋଇଛି। ରବିବାର ପୂର୍ବାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡ୍‌ର ଅଢ଼େଇ କିଲୋମିଟର ପରିଧି ମଧ୍ୟରେ ଥିବା ୬ଟି ଗାଁର ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ଜିମ୍ନାସିୟମ ଏବେ ଖାଁ ଖାଁ

କୋରାପୁଟ,୧।୫(ସ୍ବ.ପ୍ର.): ସୋମବାର ଅପରାହ୍ନରେ କାଳବୈଶାଖୀର ୫୦ ମିନିଟ କୋରାପୁଟ ସହରକୁ ଏକପ୍ରକାର ଛିନଛତ୍ର କରିଦେଇଛି। ୧୮ ଘଣ୍ଟା ପରେ ସହରରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି।...

ପାର୍ବଣରେ ବଢିପାରେ ସଂକ୍ରମଣ: ଡିଏମ୍‌ଇଟି

  ଭୁବନେଶ୍ୱର,୩୦।୯(ବ୍ୟୁରୋ): ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏନେଇ ଗୁରୁବାର   ଡିଏମ୍‌ଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସମସ୍ତେ କୋଭିଡ...

ସୁସ୍ଥ ହେଲେ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪।୩ : ଓଡ଼ିଶାରେ ଗୁରୁବାର ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୧୧, ବରଗଡ଼ ଓ ସମ୍ବଲପୁରରୁ ୮, କଟକରୁ ୭, ବଲାଙ୍ଗୀରରୁ ୬,...

ଖାଦ୍ୟର ମାନ ଯାଞ୍ଚ କଲେ ବିଧାୟକ

ବରଗଡ଼ ଅଫିସ୍‌,୩୧।୩-ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ଖଣ୍ଡହଥା ଜଗନ୍ନାଥ ହାଇସ୍କୁଲରେ କରୋନା ପ୍ରତିହତ ପାଇଁ ହୋଇଥିବା...

ବଢୁଛି ମହିଳା ଅପରାଧୀଙ୍କ ସଂଖ୍ୟା

ଯାଜପୁର ଅଫିସ,୪ା୪: ରାଜ୍ୟରେ ମହିଳା ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ସେମାନେ ବିଭିନ୍ନ ଅପରାଧରେ ଅଭିଯୁକ୍ତ ସାବ୍ୟସ୍ତ ହୋଇ ଜେଲ୍‌କୁ ଆସୁଛନ୍ତି ା ୨୦୧୦ରୁ...

ମାର୍ଚ୍ଚରୁ ମେ’ କରିବ କଲବଲ

ଭୁବନେଶ୍ୱର,୨ା୩(ବ୍ୟୁରୋ):ମାଡ଼ିଆସୁଛି ପ୍ରଚଣ୍ଡ ତାତି। ମାର୍ଚ୍ଚରୁ ମେ ଯାଏ ଓଡ଼ିଶାକୁ ଗ୍ରୀଷ୍ମ କଲବଲ କରିବ। ରାଜ୍ୟରେ ଦିନର ତାପମାତ୍ରା ୪୦ରୁ ୪୪ ଡିଗ୍ରୀକୁ ଚାଲିଯିବ। କେତେକ ସ୍ଥାନରେ...

ପୁରୀରେ ହାଜତ ମୃତ୍ୟୁକୁ ନେଇ ପୋଲିସ-ଜନତା ମୁହାଁମୁହିଁ: ଏନ୍‌ଏଚ୍‌ଆର୍‌ସି ଗାଇଡଲାଇନ୍‌ ଅନୁଯାୟୀ ତଦନ୍ତ ହେବ ବୋଲି କହିଲେ ଏସ୍‌ପି

ପୁରୀ ଅଫିସ, ୧୯।୧୧: ହାଜତ ମତ୍ୟୁକୁ ନେଇ ପୁରୀରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ପୋଲିସ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିବା...

୧ରୁ ବଟାନିକାଲ ଗାର୍ଡେନରେ ବଣଭୋଜି

ବାରଙ୍ଗ, ୨୭।୧୧ (ଡି.ଏନ୍‌.ଏ.): ଶୀତ ସହ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକ ଯିବା ଆରମ୍ଭ ହୋଇଗଲାଣି। ଏହି...

Advertisement
Archives

Model This Week