ଆମ ଜିଲା ଖବର

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ପ୍ରାର୍ଥୀ

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ): ମାଲକାନଗିରି ଜିଲା ପରିଷଦ ଅଧକ୍ଷ ଭାବେ ବିଜେଡି ପ୍ରାର୍ଥୀ ସମାରି ତାଙ୍ଗୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୨ର ଜିଲା ପରିଷଦ ବିଜେଡି ପ୍ରାର୍ଥୀ ଭାବରେ ବିଜୟ ହୋଇଥିଲେ। ଏଠାରେ ପ୍ରଥମଥର ଜିଲା ପରିଷଦ…

ନିର୍ଦ୍ୱନ୍ଦ୍ୱରେ ଜିତିଲେ ଅଞ୍ଜଳି

ଛତ୍ରପୁର,୧୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ନବର୍ନିବାଚିତ ଜିଲା ପରିଷଦ ସଭ୍ୟା/ସଭ୍ୟଙ୍କୁ ବିଧିବଦ୍ଧ ଭାବରେ ଶପଥପାଠ କରାଇଥିଲେ। ପରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ…

ବିଜେଡି ହାତକୁ ଗଲା ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ପଦ

ବଲାଙ୍ଗୀର ଅଫିସ,୧୩ା୩: ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ଆଗଲପୁର ଜୋନ୍‌ ୧ର ବିଜେଡି ଜିଲା ପରିଷଦ ସଦସ୍ୟା ଦେବକୀ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୩୪ ଆସନ ବିଶିଷ୍ଟ ଜିଲା ପରିଷଦରୁ ବିଜେଡି ୨୬ଟି ଆସନରେ ବିଜୟୀ ହୋଇ ଜିଲା…

ନିର୍ଦ୍ୱନ୍ଦ୍ୱରେ ଜିତିଲେ ତୁଳାବତୀ

ଝାରସୁଗୁଡ଼ା ଅଫିସ,୧୩।୩: ଝାରସୁଗୁଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦବୀପାଇଁ ରବିବାର ନିର୍ବାଚନ ହୋଇଛି। ଏଥିରେ ବିଜେଡିର ଏକମାତ୍ର ପ୍ରାର୍ଥିନୀ ଲଇକେରା ୧ ନଂ ଜୋନ ଜିଲା ପରିଷଦ ସଦସ୍ୟା ତୁଳାବତୀ ମିଞ୍ଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦ୍ୱରେ ଜିଲାପରିଷଦ…

ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ସୋନପୁର,୧୩ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ସୁପରା ଠେଲା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ଠେଲା ଜିଲାର ୩ ନମ୍ବର ଜୋନ୍‌ରୁ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ମୋଟ୍‌ ୧୩ ଜିଲାପରିଷଦ ଜୋନ୍‌ରୁ ୧୨ଟିରେ…

‘ଠିକଣା ବେଳେ ଜବାବ ଦେବୁ’

ନବରଙ୍ଗପୁର,୧୩।୩(ବି.ପ୍ର.): ନିର୍ବାଚନ ଆସିଲେ ନେତା ଦେଇଥାନ୍ତି ପ୍ରତିଶ୍ରୁତି। ଜିତିଲା ପରେ ପୁଣି ତାହାକୁ ଭୁଲିଯାଆନ୍ତି। ସାହି ସମସ୍ୟା ଯୋଉଁଠି ଥିଲା ସେଇଠି। ତେଣୁ ଏଥର ଠିକଣାବେଳେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ.…

ବିଜେଡିରୁ ଇସ୍ତଫା ଦେଲେ ୩ ଅସନ୍ତୁଷ୍ଟ ନେତା

କୋଟପାଡ଼,୧୩।୩(ଡି.ଏନ.ଏ.): କୋରପୁଟ ଜିଲା କୋଟପାଡ଼ ବିଜେଡିରେ ଦଳୀୟ ଅସନ୍ତୋଷ ଲାଗି ରହିଛି। ଫଳରେ ଦଳର ୩ ପୁରୁଖା ନେତା ପଙ୍କଜ ପାତ୍ର, ଈଶ୍ୱର ମହାନ୍ତି, ରଞ୍ଜିତ ପାତ୍ର ଶନିବାର ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ଇସ୍ତଫାପତ୍ର…

ହାଇ ଭୋଲ୍‌ଟେଜ ଡ୍ରାମାରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଗୁଣପୁର,୧୩।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହାଇ ଭୋଲ୍‌ଟେଜ ଡ୍ରାମାରେ ଶେଷ ହୋଇଛି। ରବିଶଙ୍କର ଗମାଙ୍ଗ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହେବାରେ ସଫଳ ହୋଇଛନ୍ତି। ଗତ ନିର୍ବାଚନରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ଦଖଲରେ ରହିଥିଲା।…

୨ଘଣ୍ଟା ମୃତ ସାଥୀକୁ ଜଗି ରହିଲା ପାରା

ଉମରକୋଟ, ୧୩।୩(ସ୍ବ.ପ୍ର.): କଥା କହି ପାରୁ ନ ଥିଲେ ବି ପଶୁପକ୍ଷୀଙ୍କ ଭିତରେ ରହିଛି ସ୍ନେହ ଶ୍ରଦ୍ଧାର ଆବେଗ। ମଣିଷ ଯେପରି ନିଜ ପରିଚିତ, ସାଙ୍ଗ ସାଥୀ ତଥା ଖାସ୍‌ ଲୋକଙ୍କୁ ହରାଇ ଭାଙ୍ଗିପଡେ ଠିକ୍‌ ସେହିପରି ଏକ ପାରା ନିଜ…

ଗ୍ରାମବାସୀଙ୍କ ଦାବିକୁ ମାନିନେଲା କମ୍ପାନୀ

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ସାବେରୀ ନଦୀ ନିକଟବର୍ତ୍ତୀ କତାମାଟେରୁ ଗ୍ରାମରେ ବହୁଳ ପରିମାଣରେ ଚୂନପଥର ଗଚ୍ଛିତ ଥିବା ସର୍ଭେରୁ ଜଣାପଡିବା ପରେ ଏହାକୁ ୨୦୧୭ରେ ରାଜ୍ୟ ସରକାର ନିଲାମ କରିଥିଲେ। ଏହି ନିଲାମକୁ ଡାଲମିଆ ସିମେଣ୍ଟ…

ହାତୀ ଆକ୍ରମଣରେ ଗୁରୁତର ସ୍କ୍ବାଡ୍‌ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୧୩।୩: ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଗହମଖୁଣ୍ଟି ଅଞ୍ଚଳରେ ୩ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା କ୍ଷତାକ୍ତ ଦନ୍ତା ହାତୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ସ୍କ୍ବାଡ୍‌ କର୍ମଚାରୀ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର…

ମହିଳାଙ୍କ ହାତରେ ୭ ସମିତି

ଢେଙ୍କାନାଳ ଅଫିସ, ୧୩।୩: ଢେଙ୍କାନାଳ ଜିଲାରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଢେଙ୍କାନାଳ ସଦର, ଗଁଦିଆ, ଓଡ଼ାପଡ଼ା, ଭୁବନ ଏବଂ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପରଜଙ୍ଗ, କାମାକ୍ଷାନଗର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?