ଆମ ଜିଲା ଖବର

ଭାଜପା ଦଖଲରେ ପରଜଙ୍ଗ

ପରଜଙ୍ଗ, ୧୩।୩(ଡି.ଏନ୍‌.ଏ.): ଦୀର୍ଘ ୨୦ବର୍ଷ ପରେ ବଦଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ପଞ୍ଚାୟତ ସମିତିର ରାଜନୈତିକ ସମୀକରଣ। ବିଜେଡି ଗଡ଼ ଭାବେ ପରିଚିତ ଏହି ବ୍ଲକର ସମିତି ଅଧ୍ୟକ୍ଷା ପଦବୀ ହାତେଇ ନେଇଛି ଭାଜପା। କଙ୍କଡ଼ାସୋଡ଼ା ପଞ୍ଚାୟତର ସମିତିସଭ୍ୟା ତଥା ଭାଜପା…

ବିଜେଡି ସମର୍ଥିତଙ୍କୁ ସମର୍ଥନ

ଅନୁଗୋଳ ଅଫିସ, ୧୩।୩: ଅନୁଗୋଳ ଜିଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ଶେଷ ହୋଇଛି। ଜିଲାର ମୋଟ୍‌ ୮ଟି ବ୍ଲକରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିବାବେଳେ ସବୁଠି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ମିଳିଛି। ଫଳରେ ସମସ୍ତ…

କଣ୍ଟେନର୍‌ରୁ ବିଦେଶୀ ମଦ ଜବତ ଘଟଣା: ଗିରଫ ସଂଖ୍ୟା ୫ରେ ପହଞ୍ଚିଲା

ଢେଙ୍କାନାଳ ଅଫିସ, ୧୩।୩: ଏକ କଣ୍ଟେନରରେ ଆସାମରୁ ଅନୁଗୋଳକୁ ୭୫ ଲକ୍ଷ ଟଙ୍କାର ମଦ ଚୋରା ଚାଲାଣ ବେଳେ ଢେଙ୍କାନାଳ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା। ଗତ ୧ ତାରିଖରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।…

ସାମ୍ବିଧାନିକ ପ୍ରକ୍ରିୟାରେ ହେଉନି ପୌର ନିର୍ବାଚନ

ବ୍ରହ୍ମପୁର ଅଫିସ, ୧୩।୩: ବ୍ରହ୍ମପୁର ପୌର ନିର୍ବାଚନର କଂଗ୍ରେସ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ଭୋଟ ପ୍ରଚାର ଶନିବାର ଆରମ୍ଭ ହୋଇଛି। ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବଡ଼ ବଜାର ଓ ସାନ ବଜାର…

ଅଜ୍ଞାତବାସରେ ୧୦ ଭାଜପା କର୍ପୋରେଟର ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୧୩।୩: ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ଲାଗି ଚାପ ଓ ଧମକ ଯୋଗୁ ୧୦ ଭାଜପା ପ୍ରାର୍ଥୀ ଅଜ୍ଞାତବାସରେ ଅଛନ୍ତି। ଅନ୍ୟପକ୍ଷରେ ଭାଜପାର ସଂଗୀନ ଅଭିଯୋଗ ପରେ ଶନି ଓ ରବିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ପ୍ରଶାସନ ବନ୍ଦ…

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବ୍ରହ୍ମପୁର ଅଫିସ,୧୩।୩: ରାଜ୍ୟ ଆଇନସେବା ପ୍ରାଧିକରଣ ସଂଯୋଜନାରେ ଗଞ୍ଜାମ ଜିଲା ଅଦାଲତଗୁଡ଼ିକରେ ଚଳିତବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୩୧ ମୋଟରଯାନ ଦୁର୍ଘଟଣା ମାମଲାର ବିଚାର କରାଯାଇ ବୀମା କମ୍ପାନୀଗୁଡିକୁ ୬ କୋଟି ୫୯…

ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ

କେନ୍ଦୁଝର, ୧୩।୩(ଡିଏନ୍‌ଏ): ରାଜ୍ୟର ବିଭିନ୍ନ ପୌରପାଳିକା ଓ ଅଧିସ୍ବୀକୃତି କ୍ଷେତ୍ର ବା ଏନ୍‌ଏସିରେ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାବେଳେ ରାଜ୍ୟର ଅନ୍ୟତମ ପୁରାତନ ତଥା ୭୦ବର୍ଷର ପୌରପାଳିକା କେନ୍ଦୁଝରଗଡ ପୌର ପରିଷଦରେ ନିର୍ବାଚନରେ ଚଳିତ ଥର ସିଧାସଳଖ ଅଧ୍ୟକ୍ଷା ନିର୍ବାଚନ…

ଖୋଲୁନିି ଜେଏମ୍‌ଏଫସି କୋର୍ଟ

ଖଇରା,୧୩।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକରେ ଜେଏମଏଫସି କୋର୍ଟ ଖୋଲାଯିବା ନେଇ ଘୋଷଣାର ୨୦ ମାସ ବିତି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଅସ୍ଥାୟୀ କୋର୍ଟ ଚାଲି ପାରିଲାନ। ପରିତ୍ୟକ୍ତ ଅବସ୍ଥାରେ ଥିବା ପୁରୁଣା ବାଳିକା ବିଦ୍ୟାଳୟକୁ ମରାମତି କରି ଚଲାଇବାକୁ…

ଅଧ୍ୟକ୍ଷ ପଦ ହାତେଇଲେ ଯତୀନ୍ଦ୍ର, ଦୁଇ ପ୍ରାର୍ଥୀଙ୍କ କ୍ରସିଂଭୋଟ୍‌କୁ ନେଇ ଜୋର୍‌ଦାର ଚର୍ଚ୍ଚା

ଲୋଇସିଂହା,୧୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀକୁ ଲାଗି ରହିଥିବା ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ଶନିବାର ଅନ୍ତ ଘଟିଛି। ଏମ୍‌ପି କଳିକେଶ ନାରାୟଣ ସିଂଦେଓଙ୍କ ସମର୍ଥିତ ପ୍ରାର୍ଥୀ ଝିଲି ସାହୁଙ୍କୁ ୪ ଖଣ୍ଡ ଭୋଟ୍‌ରେ ହରାଇ ଯତୀନ୍ଦ୍ର ପଟେଲ…

ରାତି ପାହିଲେ ପାଣି ଚିନ୍ତା

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡବାସୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଯେଉଁଠି ରାତି ପାହିଲେ ଲୋକଙ୍କୁ ପାଣିର ଚିନ୍ତା ଘାରୁଛି। ପାଇପ୍‌ ପାଣି ସୁବିଧା ଅଛି, ହେଲେ ବ୍ୟବହାର ଉପଯୋଗୀ ନୁହେଁ। ଅଧିକାଂଶ ସମୟରେ ଗୋଳିଆ ପାଣି…

ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ ଅଫିସ,୧୩।୩: ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ । ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ନୀତି କରାଯିବ । ଠାକୁରେ ଝିମିରି ଫଗୁ, ଚନ୍ଦନ ଓ ପ୍ରସାଦ ଲାଗି ହୋଇ ବନ୍ଦାପନା ହେବ । ଚାଚେରୀ…

ଜିଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳି

କେନ୍ଦ୍ରାପଡ଼ା ଅଫିସ,୧୩ା୩: କେନ୍ଦ୍ରାପଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦ ରବିବାର ନିର୍ବାଚନ ହୋଇଛି। ଏହି ପଦ ପାଇଁ ବିଜେଡିର ଗୀତାଞ୍ଜଳି ସେଠୀ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହୋଇଛନ୍ତି। ସେ ଚଳିତ ଥର ୧୩ ନଂ ଜୋନ୍‌ର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?