କୂଅରୁ ମିଳିଲା ଯୁବତୀଙ୍କ ମୃତଦେହ, ଯୁବକ ଅଟକ
ସୋରଡା,୧।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ସୋରଡା ଆସିକା ଜାତୀୟ ରାଜପଥ ଖରିଗୁମା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବତୀଙ୍କ ମୃତଦେହ ଜବତ କରାଯାଇଛି। ସେ ହେଲେ ଖାରିଗୁଡା ଗ୍ରାମର ରଙ୍କନିଧି ଗଉଡଙ୍କ ଝିଅ ଅଭାବିନୀ ଗଉଡ(୨୦)। ମିଳିଥିବା…
କ୍ୟାମେରାମ୍ୟାନ ହତ୍ୟା ମାମଲା: ସ୍କ୍ରିନ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ
ଚାନ୍ଦବାଲି,୧।୪(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ସ୍କ୍ରିନ ରିକ୍ରିଏଶନ କରାଯାଇଛି। ଚାନ୍ଦବାଲି ପଳାସପୁର ଗ୍ରାମରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ସ୍କ୍ରିନ ରିକ୍ରିଏଶନ କରିଛି। ଶୁକ୍ରବାର କଟକରୁ ଚାନ୍ଦବାଲି ପଳାସପୁର ବଧିମୁହ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ…
ଆଓ୍ବାର୍ଡ ନେବାକୁ ଆସି ଚାଲିଗଲା ଏସ୍ଆଇଙ୍କ ଜୀବନ
ପଦ୍ମପୁର,୧।୪(ଡି.ଏନ୍.ଏ.): ଉତ୍କଳ ଦିବସ ଅବସରରେ ରାଜ୍ୟସ୍ତରୀୟ ପୁରସ୍କାର ପାଇବା ପାଇଁ ଭୁବନେଶ୍ୱର ଆସିଥିବା ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଧୀନ କେନ୍ଦୁଗୁଡା ଫାଣ୍ଡି ଏସ୍ଆଇ କିଶୋର ବେହେରାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। କିଶୋରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକର…
ତୁରନ୍ତ ପ୍ରକଳ୍ପ କାମ ଆରମ୍ଭ ଲାଗି ନିର୍ଦ୍ଦେଶ
ବନ୍ତ, ୧।୪ (ଡି.ଏନ୍.ଏ./ସ୍ବ.ପ୍ର.) ଭଦ୍ରକ ଜିଲା ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନେଇ ଗୁରୁବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ସାହୁ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଉକ୍ତ ପଞ୍ଚାୟତରେ ରୁରାଲ୍ ପାର୍କ, ଖେଳପଡ଼ିଆ, କଲ୍ୟାଣ…
ମିଳୁନି ରାଜସ୍ୱ ଗ୍ରାମ ମାନ୍ୟତା
କେନ୍ଦୁଝର,୧।୪ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର କଅଁଳେଇ ବାଲିପାଳ ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁନି। ଫଳରେ ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ସଂରକ୍ଷିତ ଜଙ୍ଗଲାଞ୍ଚଳରେ ଥିବା ଏହି ଗାଁର ୧୫୦ ବନବାସୀ ପରିବାର…
ଆସ୍ଥାନରେ ଚାଦର ଚଢ଼ାଇଲେ ଶ୍ରଦ୍ଧାଳୁ
ବାଲେଶ୍ୱର ଅଫିସ, ୧।୪ ବାଲେଶ୍ୱର ଜିଲାର ଭାଇଚାରାର ପ୍ରତୀକ ସହରର ସୁନହଟ ସ୍ଥିତ ‘ବାବା ଭୁଜାଖିଆ ପୀରଙ୍କ ୩ ଦିନିଆ ୭୮ତମ ବାର୍ଷିକ ଉତ୍ସବ ‘ଉର୍ସ’ ଉଦ୍ଘାଟିତ ହୋଇଯାଇଛି। ପ୍ରତିବର୍ଷ ମାର୍ଚ୍ଚ ଶେଷ ବୁଧବାର, ଗୁରୁବାର, ଶୁକ୍ରବାର ୩ ଦିନ ଧରି…
ଆର୍ଟିଓ ଘେରିଲା ମୋଟର ସଂଘ
ବାଲେଶ୍ୱର ଅଫିସ, ୧।୪ ବାଲେଶ୍ୱର ଜିଲା ଆଞ୍ଚଳିକ ପରିବହନ ଅଫିସ୍ (ଆର୍ଟିଓ)କୁ ଗୁରୁବାର ବାଲେଶ୍ୱର ମୋଟର ସଂଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ଓ ଅଡିଟ୍ ସରିଥିବା ଫାଇଲ୍କୁ ରି-ଓପନ୍ କରି ମନଇଚ୍ଛା ଲାଞ୍ଚ ନେବା ଅଭିଯୋଗରେ ଘେରାଉ କରାଯାଇଥିଲା। ଜିଲାରେ…
ସନ୍ଦେହରେ ଅବକାରୀ ବିଭାଗ ଆଭିମୁଖ୍ୟ
ବଇଣ୍ଡା,୧।୪ (ପରିକ୍ଷିତ ସାହୁ) ଭଡ଼ାଘରେ ଚାଲିଥିବା ବଇଣ୍ଡା ଅବକାରୀ ଥାନା ଭଙ୍ଗାଯିବା ପରେ ନୂଆ କାର୍ଯ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ୩୩ ଲକ୍ଷ ଟଙ୍କା ବ୍ୟୟରେ ଏଥିପାଇଁ କୋଠା ନିର୍ମାଣ ହେଲା। ହେଲେ ୨ ବର୍ଷ ତଳୁ କାର୍ଯ୍ୟ ଶେଷ…
ରଣନୀତି ପ୍ରସ୍ତୁତିରେ ବିଜେଡି-ଭାଜପା
ଅନୁଗୋଳ ଅଫିସ,୧।୪ ୨୦୨୨ ପୌର ନିର୍ବାଚନ ଅନୁଗୋଳରେ ଅନେକ ନୂତନତା ଆଣିଛି। ପ୍ରଥମ ଥର ପାଇଁ ପୌର ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇପାରିଛି। ସେହିପରି ଅଧିକ କାଉନସିଲର ପଦବୀ ଅକ୍ତିଆର କରି ଭାଜପା ଏଠାରେ ବିଜେଡିକୁ ପଛରେ ପକାଇ ଦେଇଛି।…
୨୯ରେ ପଦାର୍ପଣ କଲା ଅନୁଗୋଳ
ଅନୁଗୋଳ ଅଫିସ,୧।୪ ୧୯୯୩ ଏପ୍ରିଲ ୧ରେ ଜିଲା ମାନ୍ୟତା ପାଇଥିବା ଅନୁଗୋଳ ୨୯ ବର୍ଷରେ ପଦାର୍ପଣ କରିଛି। ତେଣୁ ଏପ୍ରିଲ୍ ୧ ଶୁକ୍ରବାର ଓଡ଼ିଶା ଦିବସ ସହ ଜିଲାର ଏହି ପ୍ରତିଷ୍ଠା ଦିବସକୁ ବେଶ୍ ଧୁମ୍ଧାମରେ ପାଳନ କରିବାକୁ ଅନୁଗୋଳ ଜିଲା…
ବିପଦରେ ଛୁଆ ହାତୀ
ଢେଙ୍କାନାଳ ଅଫିସ/ ଭାପୁର(ଡି.ଏନ୍.ଏ.) ୧।୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସିଧାସଳଖ ପ୍ରଭାବ ଢେଙ୍କାନାଳର ବନ୍ୟଜୀବନ ଉପରେ ପଡ଼ିଲାଣି। ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବ ହାତୀ ଭଳି ବିଶାଳକାୟ ତୃଣଭୋଜୀ ପ୍ରାଣୀଙ୍କୁ ଗଁା ମୁହଁା କରାଇଛି। କମ୍ ବୟସର ଛୁଆ ହାତୀ ଗୋଠରୁ…
ଫୁଟାଇଲେ ୫ ରାଉଣ୍ଡ ଗୁଳି
ଢେଙ୍କାନାଳ ଅଫିସ୍, ୧।୪ ପୌର ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ସହର। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏକ ଗୋଷ୍ଠୀ ବୁଧବାର ରାତିରେ ପୌରାଧ୍ୟକ୍ଷାଙ୍କ ଘର ଆଗରେ ୫ ରାଉଣ୍ଡ ଗୁଳିଚାଳନା କରିବା ସହିତ…

