ଆମ ଜିଲା ଖବର

ରାତି ଅଧରେ ଗାଁରେ ପଶିଲେ ହାତୀପଲ: ଘର ଭାଙ୍ଗି କଲେ ଆକ୍ରମଣ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଳଡ଼ିହା ବନ ବିଭାଗ ଅଧୀନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମରେ ଶନିବାର ରାତିରେ ହାତୀପଲ ପଶିଛନ୍ତି। ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଜଣଙ୍କ ଘର ଭାଙ୍ଗି ତାଙ୍କୁ...

ଡ୍ରମ ଭିତରେ ରଖାଯାଇ ଜଙ୍ଗଲରେ ପୋତାଯାଇଥିଲା ଲ୍ୟାଣ୍ଡମାଇନ୍‌

ଚିତ୍ରକୋଣ୍ଡା:୧୦।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ଶନିବାର ବିଏସ୍‌ଏଫ୍‌ ଯବାନମାନେ ୫ କିଲୋ ଅଫୁଟା ଲ୍ୟାଣ୍ଡମାଇନ ଜବତ କରିଛନ୍ତି। ଏହା ସହ ମାଓବାଦୀମାନେ ବ୍ୟବହାର କରୁଥିବା ପୋଷାକପତ୍ର, ପଲିଥିନ, ମଲ୍ଟିମିଟର୍‌, ମଧ୍ୟ ଯବାନଙ୍କ...

୩ ଶୁଷ୍କ ନଦୀରେ ମାଛଚାଷ ଯୋଜନା ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୧୦।୧: ସମୟ ଚକ୍ରରେ ସୁଗଭୀର ଅଳକା ନଦୀ ତା’ର ସ୍ଥିତି ହରାଇ ବସିଛି । ଏହି ନଦୀର ଅଧିକାଂଶ ଅଞ୍ଚଳ ଶୁଷ୍କ ହୋଇଯାଇଛି। ସେହିପରି ବାଲିଆ ଓ କାଠଯୋଡ଼ି ନଦୀର କିଛି ଅଂଶରେ ମଧ୍ୟ ଅନୁରୂପ ଅବସ୍ଥା...

ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ସୁରକ୍ଷା ଢିଲା

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲାର ବୌଦ୍ଧ ହୀରକ ତ୍ରିଭୁଜ ଭାବେ ପରିଗଣିତ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ସାରାବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିଛି। ଏହା ମଧ୍ୟରୁ ଲଳିତଗିରିରୁ ଆବିଷ୍କୃତ ବୁଦ୍ଧଙ୍କ ଅସ୍ଥି ଅନ୍ୟ କେଉଁଠି ଦେଖାଯାଏ ନାହିଁ। ଯେଉଁଥି ପାଇଁ...

ଅପରକୋଲାବ କେନାଲରେ ୩୦ ଫୁଟ ଘାଇ: ଶତାଧିକ ଏକର ଚାଷଜମିରେ ମାଡ଼ିଗଲା ପାଣି, ମାଟି

ଜୟପୁର, ୧୦।୧(ନି.ପ୍ର.): ଅପର କୋଲାବ ପ୍ରୋଜେକ୍ଟର ଧନପୁର ଶାଖା କେନାଲ ଶୁକ୍ରବାର ରାତିରେ ଭୁଶୁଡ଼ିପଡିଛି। ଫଳରେ ପାଖାପାଖି ୩୦ ଫୁଟ୍‌ ଓସାରରେ ଘାଇ ସୃଷ୍ଟି ହୋଇ ଚାଷଜମିରେ ପାଣି ପଶିଛି। ଶତାଧିକ ଏକର ଚାଷଜମିରେ ପାଣି ପଶି ମାଟି ମାଡ଼ିଯାଇଛି।...

୩ ବର୍ଷର ଶିଶୁପୁତ୍ରକୁ ଦେଉଥିଲେ ଅପ୍ରାକୃତିକ ଯୌନ ନିର୍ଯାତନା: ଅଭିଯୋଗ ପରେ ଜେଲ ଗଲେ ଅଭିଯୁକ୍ତ

ବଲାଙ୍ଗୀର ଅଫିସ, ୧୦।୧: ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ରାଜ୍ୟର ଅବିନିଶ ନାୟକ(୧୯)। ଶନିବାର ପୀଡିତ ଶିଶୁପୁତ୍ର ଓ...

ବଡ଼ଚଣା କୁନ୍ଦଳ ଛକରେ ଚାଲୁଥିଲା ବେନାମୀ ସସ୍‌ କାରଖାନା: ଚଢ଼ାଉ ପରେ ଗୋଦାମ ସିଲ

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ କୁନ୍ଦଳ ଛକରେ ଏକ ବେନାମୀ ସସ୍‌ କାରଖାନା ଚାଲୁଥିଲା। ଏହି ଖବର ମିଳିବା ପରେ ଶୁକ୍ରବାର ରାତିରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସସ୍‌...

ଚାଷୀଙ୍କୁ ଦୋହରା ଧକ୍କା

ଯାଜପୁର ଅଫିସ, ୧୦।୧: ୨୦୧୯ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ହୋଇଥିବା ଉଠିଛି। ଏହି ଜିଲାଗୁଡ଼ିକର ୨୦ରୁ ଊର୍ଦ୍ଧ୍ୱ ବ୍ଲକରେ କ୍ଷୟକ୍ଷତି ହୋଇଥିବାବେଳେ ନିର୍ଦ୍ଦିଷ୍ଟ ଭାବେ ୬ଟି ବ୍ଲକ୍‌କୁ ଗଣନା କରାଯାଇଛି।...

ସଞ୍ଜ ନଇଁଲେ ମାଫିଆ ସକ୍ରିୟ

ଅନୁଗୋଳ ଅଫିସ, ୧୦।୧: ପ୍ରାୟ ବର୍ଷେ ହେଲାଣି କରୋନା ମୁକାବିଲାରେ ପ୍ରଶାସନ ବ୍ୟସ୍ତ ରହିଛି। ଏହାର ସୁଯୋଗ ନେଇ ଅନୁଗୋଳ ଜିଲାରେ ସକ୍ରିୟ ହୋଇପଡ଼ିଛନ୍ତି ଲଘୁ ଖଣିଜ ପଦାର୍ଥ ମାଫିଆ। ସଞ୍ଜ ନଇଁଲେ ଅନାବାଦୀ, ଗୋଚର ଜମିରୁ ମାଟି ତାଡ଼ି ଟ୍ରକ୍‌,...

ନିଜେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଯୁବକଙ୍କ ଜୀବନ ଗଲା

ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରଦୀପ ପ୍ରଧାନ...

ହୀରାକୁଦରେ ପକ୍ଷୀ ସଂଖ୍ୟା ବଢ଼ିଲା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ଜିଲାର ହୀରାକୁଦ ଡ୍ୟାମରେ ଚଳିତବର୍ଷ ପକ୍ଷୀସଂଖ୍ୟା ବୃଦ୍ଧି ପାଇଛି। ଶୁକ୍ରବାର ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି। ମୋଟ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ହୀରାକୁଦ ଡ୍ୟାମକୁ...

ଆଉ ୩ ଦିନ ଘନ କୁହୁଡି

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡ଼ି ଲାଗି ରହିବ ବୋଲି ଶୁକ୍ରବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri